Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚାଞ୍ଚଲ୍ୟକର ଘଟଣା; କଏଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଯୋଗାଉଛି ଡ୍ରୋନ

ନୂଆଦିଲ୍ଲୀ: ବ୍ରିଟେନର ଜେଲରେ ଢିଲା ସୁରକ୍ଷା ବ୍ୟବସ୍ଥା ସାମ୍ନାକୁ ଆସିଛି। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଏଚଏମପି ମଞ୍ଚେଷ୍ଟର ଏବଂ ଏଚଏମପି ଲଙ୍ଗ ଲାର୍ଟିନ ଜେଲରେ କରାଯାଇଥିବା ଯାଞ୍ଚ ରିପୋର୍ଟରେ ଏହି ତ୍ରୁଟି ସାମ୍ନାକୁ ଆସିଛି। ଏହା ପରେ ଡ୍ରୋନ୍ ବ୍ୟବହାର ଦେଶର ସୁରକ୍ଷା ପ୍ରତି ବିପଦ…

ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ମନ୍ତ୍ରୀ କୱାସି ଲଖମା ଗିରଫ

ରାୟପୁର: ଛତିଶଗଡ଼ରେ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ମନ୍ତ୍ରୀ କୱାସି ଲଖମାଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ତାଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କାର୍ଯ୍ୟାଳୟରୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।…

ମହାକୁମ୍ଭ ୨୦୨୫ରେ ସାମିଲ ହେବେ ବଲିଉଡ ଷ୍ଟାର୍, ଶିବ ତାଣ୍ଡବ ସ୍ତୋତ୍ରମ କରିବେ ଅଦା… 

ପ୍ରୟାଗ: ମହାକୁମ୍ଭ ୨୦୨୫ ଆରମ୍ଭ ହୋଇଯାଇଛି। ପ୍ରଶାସନ ସମଗ୍ର ପ୍ରୟାଗରାଜ ସଙ୍ଗମ ଅଞ୍ଚଳକୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥର କୋଟି କୋଟି ସନାତନ ସଙ୍ଗମରେ ବୁଡ଼ ପକାଇବାକୁ ଯାଉଛନ୍ତି। ଏହାରି ମଧ୍ୟରେ ବଲିଉଡ ଷ୍ଟାରମାନେ ସାମିଲ ହେବାନେଇ କୁହାଯାଉଛି। ପ୍ରଥମ ଥର ପାଇଁ ଅଭିନେତ୍ରୀ ଅଦା…

୪୭ ବର୍ଷ ପରେ କଂଗ୍ରେସ ପାଇଲା ନୂଆ ମୁଖ୍ୟାଳୟ, ଇନ୍ଦିରା ଭବନ ଉଦ୍‌ଘାଟିତ

ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ଦଶନ୍ଧି ପରେ କଂଗ୍ରେସ ପାଇଲା ନୂଆ ଠିକଣା। ୪୭ ବର୍ଷ ପରେ କଂଗ୍ରେସ ପାଇଲା ନୂଆ ମୁଖ୍ୟାଳୟ। ନୂଆଦିଲ୍ଲୀର ୯-ଏ କୋଟଲା ରୋଡ୍‌ ଏବେ କଂଗ୍ରେସର ନୂଆ ଠିକଣା ପାଲଟିଛି। ଏହା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟ ଆକବର ରୋଡରେ ଥିଲା। ତେବେ ଆଜି ଅର୍ଥାତ୍ ଜାନୁଆରୀ ୧୫ ତାରିଖରେ…

ଛାଡ଼ପତ୍ର ବିନା ଅଲଗା ରହୁଥିବା ମହିଳା କରିପାରିବେ ଗର୍ଭପାତ, ଦରକାର ନାହିଁ ସ୍ଵାମୀଙ୍କ ଅନୁମତି

ନୁଆଦିଲ୍ଲୀ: ଛାଡ଼ପତ୍ର ବିନା ଅଲଗା ରହୁଥିବା ଗର୍ଭବତୀ ମହିଳାଙ୍କ ପାଇଁ ଆସିଲା ବଡ଼ ରାୟ। ନିକଟରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ମହିଳାମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି।ଛାଡ଼ପତ୍ର ବିନା ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା…

ଭାରତୀୟ ସେନାକୁ ମିଳିବ ଭାର୍ଗବସ୍ତ୍ର, ସାବାଡ୍‌ ହେବେ ପାକିସ୍ତାନ-ଚୀନ

ନୂଆଦିଲ୍ଲୀ: ଭାରତ ସୀମାରେ ପାକିସ୍ତାନ ଏବଂ ଚୀନ ଅଶାନ୍ତ ସୃଷ୍ଟି କରିବାରେ ମାହିର। ଭାରତୀୟ ସେନାଙ୍କ ଉପରେ ବିନା କାରଣରେ ଗୁଳି କରିବା ଏବଂ ହଠାତ୍ ପାକିସ୍ତାନ ସେନା ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିବା ଏକ ଅଭ୍ୟାସରେ ପରିଣତ ହେଲାଣି। ପାକିସ୍ତାନକୁ ଜବାବ ଦେବା ଲାଗି ସେନା ପ୍ରତି…

ଦିଲ୍ଲୀରେ ହ୍ୟାଟ୍ରିକ୍ ମାରିବ ଆପ୍ !

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଦଖଲ କରିବ କି ଆମ ଆଦମୀ ପାର୍ଟି ! ଦଳ ଗଠନ ପରଠୁ ସବୁଠୁ ବଡ଼ ପରୀକ୍ଷା ଦେଉଛି ଆପ୍ । ଦୁଇଥର ପ୍ରଚଣ୍ଡ ବିଜୟ ପରେ ଏଥର ବିଜୟର ହ୍ୟାଟ୍ରିକ ମାରିବାକୁ ଉଦ୍ୟମ କରୁଛି ଆପ୍ । ଦିଲ୍ଲୀରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି । ଦୁର୍ନୀତି…

ନାମାଙ୍କନ ଭରିଲେ କେଜ୍ରିଓ୍ବାଲ; କହିଲେ, ‘ଲୋକଙ୍କ ଉପରେ ପୂରା ବିଶ୍ବାସ’

ନୂଆଦିଲ୍ଲୀ: ପାଖେଇ ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନୂଆଦିଲ୍ଲୀ ପ୍ରାର୍ଥୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ନିଜର ଦଳୀୟ ନେତାଙ୍କ ସମର୍ଥନରେ…

କୁମ୍ଭମେଳାକୁ ନେଇ ଷ୍ଟିଭ୍ ଜବ୍ସଙ୍କ ୫୦ ବର୍ଷ ପୁରୁଣା ଚିଠି: ୪ କୋଟିରେ ନିଲାମ

ପ୍ରୟାଗରାଜ: ଏବେ ଦେଶବିଦେଶରୁ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ୧୪୪ ବର୍ଷ ପରେ ୨୦୨୫ରେ ପଡିଛି ମହାକୁମ୍ଭର ଯୋଗ । ଏହାର ପୂର୍ଣ୍ଣ୍ୟ ନେବା ପାଇଁ କାହିଁ କେତେ ଆଡୁ ସାଧୁ, ସନ୍ଥ, ଆଧ୍ୟାତ୍ମିକ ଚେତନାବାଦୀମାନେ ତ୍ରବେଣୀ ସଙ୍ଗମ କୂଳରେ ନିଜର ଡେରା ପକାଇଛନ୍ତି ।…

ପେପସିକୋ ହଳଦିରାମର ଅଂଶଧନ କିଣିବାକୁ କରୁଛି ଯୋଜନା

ନୂଆଦିଲ୍ଲୀ: ଆମେରିକାର ମଲ୍ଟିନ୍ୟାସନାଲ ବ୍ରାଣ୍ଡ ପେପସିକୋ ଭାରତର ହଳଦିରାମ ସ୍ନାକ୍ସ ଫୁଡର ଅଂଶଧନ କିଣିବାକୁ ଚିନ୍ତା କରୁଛି । ଦି ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପେପସିକୋ ଭାରତର ସର୍ବବୃହତ ସ୍ନାକ୍ସ କମ୍ପାନୀ ହଳଦିରାମ ସ୍ନାକ୍ସ ଫୁଡରେ ଅଂଶଧନ ହାସଲ କରିବାକୁ ଇଚ୍ଛୁକ ଅଛି ।…