Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଡ଼ୁଆରେ ମୁଖ୍ୟମନ୍ତ୍ରୀ, ନାମାଙ୍କନ ଭରିବା ପୂର୍ବରୁ ରୁଜ୍ଜୁ ହେଲା ମାମଲା

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ଅଡ଼ୁଆ।ନାମାଙ୍କନ ପୂର୍ବରୁ ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ରିଟର୍ଣ୍ଣିଂ ଅଫିସର ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ବ୍ୟକ୍ତିଗତ କାର୍ଯ୍ୟାଳୟ ପାଇଁ ସେ ସରକାରୀ ଗାଡି ବ୍ୟବହାର…

ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ, ଖୁବ ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ: ଜାନୁଆରୀ ୧୫ ତାରିଖ ତଥା ଆସନ୍ତାକାଲି ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ। ତେବେ…

ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଭି.ନାରାୟଣନ୍

ନୂଆଦିଲ୍ଲୀ: ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଶିଷ୍ଟ ବୈଜ୍ଞାନିକ ଭି. ନାରାୟଣନ। ଏସ. ସୋମନାଥଙ୍କ ସ୍ଥାନ ନେଲେ ଭି. ନାରାୟଣନ। କେନ୍ଦ୍ର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ନାରାୟଣନ୍ ଦୁଇ ବର୍ଷ ପାଇଁ…

ଜାପାନରେ ବଡ ଧରଣର ଭୂକମ୍ପ, ସୁନାମି ଆଲର୍ଟ

ନୁଆଦିଲ୍ଲୀ: ଜାପାନରେ ବଡ ଧରଣର ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଥରିଲା ମାଟି ଭାଙ୍ଗିଲା ଘର । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୯ ରହିଥିବା ନେଇ ସୂଚନା । ଭୂକମ୍ପ ପରେ ଜାପାନରେ ଏବେ ସୁନାମି ନେଇ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଦେଶର ମେଟ୍ରୋଲୋଜିକାଲ ସେଣ୍ଟର ପକ୍ଷରୁ…

ସୁନା ଖଣିରେ ଫସି ୧୦୦ ଶ୍ରମିକଙ୍କ ମୃତ୍ୟୁ! ଫସିରହିଛନ୍ତି ୫୦୦ ଶ୍ରମିକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ସୁନା ଖଣିରେ ଫସି ୧୦୦ ଶ୍ରମିକଙ୍କ ମୃତ୍ୟୁ ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଖଣିରେ ଶ୍ରମିକମାନେ ପ୍ରାୟ ଦେଢ ମାସ ଧରି ଭୋକ ଉପାସରେ ସଂଘର୍ଷ କରୁଥିଲେ। ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ୍ ସହର ନିକଟ ବଫେଲ୍ସଫୋଣ୍ଟେନ୍ ସ୍ଥିତ…

ଦିଲ୍ଲୀ ପୋଲିସକୁ ଇସିଆଇଙ୍କ ନିର୍ଦ୍ଦେଶ: ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ହେବ ଆକ୍ସନ

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ନିଆଯିବ ଆକ୍ସନ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଟଙ୍କା ବାଣ୍ଟିବା ମାମଲାରେ ତାଙ୍କ ବିରୋଧରେ ଆକ୍ସନ ନେବାକୁ କହିଛି ଇସିଆଇ। ତାଙ୍କ ବିରୋଧରେ…

ଲସ୍ ଆଞ୍ଜେଲସ୍ ନିଆଁରେ କଏଦୀଙ୍କ ଲାଭ, ଜାଣନ୍ତୁ ପୂରା ଘଟଣା

କାଲିଫର୍ନିଆ: କାଲିଫର୍ନିଆ ଏବଂ ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କିନ୍ତୁ ଜୋ ବାଇଡେନ୍ ପ୍ରଶାସନର ବହୁ ଉଦ୍ୟମ ସତ୍ତ୍ୱେ ମଧ୍ଯ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ତେବେ ଏହି…

ମହାକୁମ୍ଭ ୨୦୨୫: ଶ୍ରଦ୍ଧାଳୁଙ୍କ ପାଇଁ ଏଆଇ ପରିଚାଳିତ ସ୍ମାର୍ଟ ପାର୍କିଂ

ପ୍ରୟାଗ: ଚଳିତ ବର୍ଷ ମହାକୁମ୍ଭ ମେଳାରେ ସଙ୍ଗମ ସ୍ନାନ ପାଇଁ ପ୍ରାୟ  ୪୦ କୋଟି ଲୋକ ପ୍ରୟାଗରାଜ ଆସିବେ ବୋଲି ୟୁପି ସରକାର ଆକଳନ କରିଛନ୍ତି। ତେବେ ଭକ୍ତମାନେ ଜାନୁଆରୀ ୧୩ ରୁ ଫେବୃଆରୀ ୨୬ ମଧ୍ୟରେ ଆସିବେ। ଏହା ପୂର୍ବରୁ ୨୦୧୯ରେ ହୋଇଥିବା ଅର୍ଦ୍ଧ କୁମ୍ଭ ମେଳାରେ ପ୍ରାୟ ୨୪ କୋଟି ଲୋକଙ୍କର…

ଜାନୁଆରୀ ୧୫ରେ ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ରହିଲା ଗଣଯୋଗାଯୋଗର ନେଟ୍ ପରୀକ୍ଷା । ଜାନୁଆରୀ ୧୫ରେ ହେବାକୁ ଥିବା ଏହି ନେଟ୍ ପରୀକ୍ଷାକୁ ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ଏନେଇ ଏନଟିଏ ଆଧିକାରୀକ ୱେବସାଇଟ୍…

ମହାକୁମ୍ଭ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରେନ ଉପରେ ପଥରମାଡ଼

ଜଳଗାଁଓ: ମହାରାଷ୍ଟ୍ରର ଜଳଗାଁଓରୁ ପ୍ରୟାଗରାଜର ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କୁ ନେଇ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ଼ ହୋଇଛି। ତପ୍ତୀଗଙ୍ଗା ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଥିଲା ବେଳେ କୋଚର କାଚ ଭାଙ୍ଗି ଯାଇଛି। ୧୯୦୪୫/୧୯୦୪୬ ତପ୍ତୀଗଙ୍ଗା ଏକ୍ସପ୍ରେସ୍ ଛାପରାରୁ ପ୍ରୟାଗରାଜ ଦେଇ…