Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାପାନରେ ତୀବ୍ର ଭୂକମ୍ପ, ସୁନାମୀ ଆଡଭାଇଜରୀ ଜାରି

କ୍ୟୁସୁ: ଜାପାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୁକମ୍ପର ତୀବ୍ରତା ରିକ୍ତର ସ୍କେଲରେ ୬.୯ ରହିଛି। ଜାପାନ ମେଟେରୋଲୋଜିକାଲ୍ ଏଜେଂସି ସୂଚନା ଅନୁସାରେ କ୍ୟୁସୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଇ ଭୂମିକମ୍ପରେ ଜୋରଦାର ଝଟକା ଲାଗିଛି। ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ…

ଦିଲ୍ଲୀ ଏୟାରପୋର୍ଟରେ ହଟହଟା କ୍ରିକେଟର ଅଭିଷେକ ଶର୍ମା

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆର ଉଦୀୟମାନ ତାରକା ଅଭିଷେକ ଶର୍ମାଙ୍କ ସହ ଅସଦାଚରଣ ହୋଇଥିବା ଜଣାପଡିଛି। ଅଭିଷେକ ଶର୍ମା ଏନେଇ ସୋମବାର ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି। କଡ଼ା ଭାବେ ନିନ୍ଦା କରିବା ସହ ସେ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରରେ ଜଣେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: କାହିଁକି ଆଜି ନାମାଙ୍କନ ଦାଖଲ କଲେନି ଆତିଶୀ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଆଜି ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରି ନାହାନ୍ତି। ସମସ୍ତ ପ୍ରସ୍ତୁତି ସରିବା ସହ ଆମ ଆଦମୀ ପାର୍ଟି (ଆପ)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ ନେତା ମାନେ ନାମାଙ୍କନ ଭରିବା ନେଇ ଉପସ୍ଥିତ ଥିଲେ। କିନ୍ତୁ ଶେଷରେ…

ତିରୁପତି ମନ୍ଦିରରେ ପୁଣି ଅଘଟଣ: ଲଡୁ କାଉଣ୍ଟର ପାଖରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ତିରୁପତି ମନ୍ଦିରରେ ନିଆଁ ଲାଗିଥିବା ଖବର ସାମନାକୁ ଆସିଛି। ସୂଚନା ମୁତାବକ, ମନ୍ଦିରର ଲଡୁ କାଉଣ୍ଟର ପାଖରେ ଏହି ନିଆଁ ଲାଗିଛି। ଯାହାଦ୍ବାରା ପ୍ରସାଦ ନେବାକୁ ଭିଡ ଜମାଇଥିବା ଲୋକେ ଭୟଭୀତ ହୋଇଛନ୍ତି। କମ୍ପ୍ୟୁଟର ୟୁପିଏସରୁ ସର୍ଟ ସର୍କିଟ କାରଣରୁ ଏପରି ହୋଇଥିବା କୁହାଯାଉଛି।…

ଜେଡ୍ ମୋଡ୍ ଟନେଲର ଲୋକାପର୍ଣ; ସୋନମାର୍ଗ-ଗୁଲମର୍ଗ ଚଳାଚଳ ହେବ ସୁଗମ

ଶ୍ରୀନଗର: ଏବେ ସୋନମାର୍ଗରୁ ଗୁଲମର୍ଗ ଯାତ୍ରା ହେବ ଆହୁରି ସହଜ । ସୋମବାର କଶ୍ମୀରରେ ଜେଡ୍ ମୋଡ୍ ଟନେଲର ଲୋକାପର୍ଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟନେଲ୍ ୨୭ ଶହ କୋଟି ଟଙ୍କାରେ ନିର୍ମାଣ ହୋଇଛି । ତେବେ କଶ୍ମୀର ଭ୍ରମଣରେ ଯାଉଥିବା ପର୍ଯ୍ୟଟକ ମାନେ ଅନେକ ସମୟରେ ପାହାଡ଼ିଆ…

କାହିଁକି ଦିଲ୍ଲୀ ଜିତିପାରୁନି ବିଜେପି?

ନୂଆଦିଲ୍ଲୀ: ୨୭ବର୍ଷ ହେଲା ଦିଲ୍ଲୀରେ କ୍ଷମତାଠୁ ଦୂରରେ ରହିଛି ବିଜେପି । ସୁଷମା ସ୍ବରାଜ ଥିଲେ ଦିଲ୍ଲୀରେ ବିଜେପିର ଶେଷ ମୁଖ୍ୟମନ୍ତ୍ରୀ । ୧୯୯୮ମସିହାରେ ମାତ୍ର ୫୨ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଏହାପରଠୁ ଲଗାତର ୬ଟି ବିଧାନସଭା ନିର୍ବାଚନ ହାରିଛି ବିଜେପି । ୧୯୯୮, ୨୦୦୩ ଓ…

ମହାକୁମ୍ଭରେ ମୁଲାୟମ ସିଂ ଯାଦବଙ୍କ ଷ୍ଟାଚ୍ୟୁ, ତେଜିଲା ବିବାଦ

ପ୍ରୟାଗ: ଆଜିଠାରୁ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଯାଇଛି। ୧୩ ଜାନୁଆରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱାସର ପର୍ବରେ କୋଟି କୋଟି ଭକ୍ତ ପବିତ୍ର ସ୍ନାନ ପାଇଁ ଏକତ୍ରିତ ହେବେ। ଏହା ପୂର୍ବରୁ ମହାକୁମ୍ଭ ମେଳା ପରିସର ସ୍ଥିତ ଏକ ଶିବିରରେ ସମାଜବାଦୀ ପାର୍ଟି…

ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ: ଏଣିକି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର ଟଙ୍କା । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ କିଛି ଏପରି ଘୋଷଣା କରିଛନ୍ତି । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଟିକୁ ଆଗରୁ ୫ ହଜାର ମିଳୁଥିବା ବେଳେ ଏହାକୁ ୫…

‘ଓଃ ହନି!…ତୁ ବଞ୍ଚିଛୁ…’ କହି ଖୁସିରେ ଆତ୍ମହରା ବ୍ୟକ୍ତି: ଭିଡିଓ ଆପଣଙ୍କୁ ବି କନ୍ଦାଇ ଦେବ

ନୂଆଦିଲ୍ଲୀ: ଆଖିରେ ଲୁହ ଛଳ ଛଳ, ମୁହଁରେ ଅସୁମାରୀ ଖୁସି, ଆଉ ପାଟିରେ ଖାଲି କେଇଟି ପଦ…ହେ ଭଗବାନ୍!...ତୁ ବଞ୍ଚିଛୁ… ଓଃ ହନି.. ଧନ୍ୟବାଦ୍ ଜିସସ୍...ଧନ୍ୟବାଦ୍ ଭଗବାନ୍..ଧନ୍ୟବାଦ୍… ।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆର ପ୍ରତିଟି ୟୁଜର୍ସଙ୍କ ହୃଦୟ ଛୁଇଁଛି । ଯିଏ ବି ଦେଖୁଛୁ,…

‘ନିଜ ଗୋଡ ନିଜେ ଟାଣୁଛନ୍ତି ଦିଲ୍ଲୀ ସରକାର’: ବର୍ଷିଲେ କୋର୍ଟ

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏବେ ସିଏଜି ରିପୋର୍ଟ ନେଇ ଆପ୍ ଶାସିତ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ । ଆପ୍ ସିଏଜି ରିପୋର୍ଟ ଦେବାରେ ପଛଘୁଞ୍ଚା ଦେବାପରେ ସରକାରଙ୍କ ସଚ୍ଚୋଟତା ଉପରେ ଏବେ ପ୍ରଶ୍ନ ସୃଷ୍ଟି କରିଛି । ଏପରି କରି ଆପଣ…