Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ୟାପୁଛ ଲସ୍ ଏଞ୍ଜେଲସ୍ ନିଆଁ, ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି

ୱାସିଂଟନ୍: ବ୍ୟାପୁଛ ଲସ୍ ଏଞ୍ଜେଲସ୍ ନିଆଁ । ଆମେରିକା କାଲିଫର୍ଣ୍ଣିଆରେ ଭୟଙ୍କର ଭାବେ ବ୍ୟାପୁଛି ଜଙ୍ଗଲ ନିଆଁ । ଗୋଟେପଟେ ଲସ୍ ଏଞ୍ଜେଲସ୍‌ର ୨ଟି ଜଙ୍ଗଲରୁ ନିଆଁ ଲିଭାଯାଇଥିବା ବେଳେ ସେପଟେ ଆଉ ୨ଟି ଜଙ୍ଗଲକୁ ବ୍ୟାପିଛି ନିଆଁ । ଜଙ୍ଗଲ ନିଆଁରେ ପୋଡ଼ି ହୋଇ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି…

ଆରମ୍ଭ ହେଲା ମହାକୁମ୍ଭ, ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ପ୍ରୟାଗରାଜ: ଆଜିଠାରୁ ସଙ୍ଗମ୍ ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ୧୪୪ ବର୍ଷ ପରେ ଏହି ଅନନ୍ୟ ଓ ଦିବ୍ୟ ତିଥି ପଡ଼ିଥିବାରୁ ଏହାର ମାହାତ୍ମ ବଢ଼ି ଯାଇଛି। ପୌଷ ପୂର୍ଣ୍ଣିମା ତଥା ଆଜି ଠାରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆସନ୍ତା ଫେବୃଆରୀ ୨୬ରେ ସରିବ । ମେଳା ଆରମ୍ଭର ପ୍ରଥମ…

ତାମିଲନାଡୁ ଉପନିର୍ବାଚନ ଲଢିବନି ବିଜେପି: ଅନ୍ନାମଲାଇ

ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ପ୍ରସ୍ତାବିତ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ୍ତା ମାସରେ ହେବାକୁ ଯାଉଥିବା ପୂର୍ବ ଇରୋଡ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବନି ବିଜେପି। ରବିବାର ଏନଡିଏ ତରଫରୁ ଏହି ଘୋଷଣା କରିଛନ୍ତି ବିଜେପି ପ୍ରଦେଶ ସଭାପତି  ଅନ୍ନାମଲାଇ। ରାଜ୍ୟର ମୁଖ୍ୟ…

ସୀମାରେ ଅନୁପ୍ରବେଶକାରୀଙ୍କୁ ମାଡ଼ି ବସିଲେ ଯବାନ, ହାଉସକିପିଂ କାମ ପାଇଁ ଆସୁଥିଲେ ଭାରତ

ନୂଆଦିଲ୍ଲୀ : ବାଂଲାଦେଶରୁ ଭାରତକୁ ପଶିଆସୁଥିଲେ ଅନୁପ୍ରବେଶକାରୀ । ଏହି ସମୟରେ ସୀମାରେ ମୁତୟନ ଥିବା ସୀମା ସୁରକ୍ଷା ବଳ (ବିଏସଏଫ) ମାଡ଼ି ବସିଥିଲେ । ମୋଟ ୨୪ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଥିଲେ ବିଏସଏଫ ଯବାନ । ଏହାପରେ ସେମାନଙ୍କୁ ପୁଣି ବାଂଲାଦେଶକୁ ଫେରାଇ ଦେଇଥିଲେ ବିଏସଏଫ…

ମହାକୁମ୍ଭ ଯାଉଥିବା ଟ୍ରେନ ଉପରକୁ ପଥରମାଡ଼

ଜଳଗାଓଁ: ଗୁଜରାଟର ପ୍ରୟାଗରାଜ ଯାଉଥିବା ଏକ ଟ୍ରେନରେ ପଥର ମାଡ଼ ହୋଇଛି। ସୁରତରୁ ଯାଉଥିବା ଏହି ଟ୍ରେନରେ ଅଧିକାଂଶ ଯାତ୍ରୀ ମହାକୁମ୍ଭ ଯାତ୍ରାକୁ ଯାଉଥିଲେ। ଟ୍ରେନଟି ମହାରାଷ୍ଟ୍ରର ଜଳଗାଓଁ ଦେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏହି ସମୟରେ ହଠାତ ଟ୍ରେନ କାଚ ଉପରକୁ ପଥର ମାଡ଼ ହୋଇଥିଲା।…

ବିଜେପିର ତୃତୀୟ ପ୍ରାର୍ଥୀ ତାଲିକା: ଅସନ୍ତୁଷ୍ଟ ମୋହନ ସିଂ ବିଷ୍ଟଙ୍କୁ ମିଳିଲା ଟିକେଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ତୃତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ କେବଳ ଜଣେ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ମୁସ୍ତାଫାବାଦ ଆସନରୁ ଆଦିଲ ଖାନଙ୍କ ବିରୋଧରେ ବିଜେପି କରାୱଲ ନଗର ବିଧାୟକ ମୋହନ ସିଂ ବିଷ୍ଟଙ୍କୁ ଟିକେଟ ଦେଇଛି। କରାୱଲ ନଗର…

ମହାକୁମ୍ଭରେ ବଢିବ ଦେଶର ଆର୍ଥିକ ଅଭିବୃଦ୍ଧି, ୪ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ କରିପାରନ୍ତି ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ମହାକୁମ୍ଭ ମେଳାକୁ ମାନବ ଜାତିର ସବୁଠାରୁ ବଡ ସାଂସ୍କୃତିକ ସମାଗମ ବୋଲି ଜଣାଯାଏ। ଏହା କେବଳ ଆଧ୍ୟାତ୍ମିକ ମହତ୍ବ ରଖେନାହିଁ ବଂର ଏହାର ଆର୍ଥିକ ପ୍ରଭାବ ମଧ୍ୟ ରହିଥାଏ। ସୂତ୍ର ଅନୁସାରେ ୨୦୨୪ ମହାକୁମ୍ଭରୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବାଣିଜ୍ୟ ହେବାର ଅନୁମାନ କରାଯାଇଛି।…

ମହାକୁମ୍ଭ ପାଇଁ ରେଳବାଇର ସ୍ଵତନ୍ତ୍ର ବ୍ୟବସ୍ଥା: ୧୧୮୬ ସିସିଟିଭି, ୧୨ ଭାଷାରେ ମିଳିବ ସୂଚନା..

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ର ଐତିହାସିକ ଆୟୋଜନକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ଅଞ୍ଚଳରେ ସୁବିଧା ଓ ସୁରକ୍ଷା ପାଇଁ ରେଳବାଇ ଅନେକ ପ୍ରମୁଖ ପଦକ୍ଷେପ ନେଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରୟାଗରାଜ ଅଞ୍ଚଳର ୯ ରେଳ ଷ୍ଟେସନର ସୁପରିଚାଳନା ପାଇଁ ୧୧୮୬ ସିସିଟିଭି କ୍ୟାମେରା ଏବଂ…

କୁମ୍ଭମେଳା ପାଇଁ ଗଡିବ ୭ ସ୍ପେଶାଲ ଟ୍ରେନ

ଭୁବନେଶ୍ବର: କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ୱତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି। ଏହି ଟ୍ରେନ୍ ଗୁଡିକ ହେଲା, ଭୁବନେଶ୍ବର-ତୁଣ୍ଡଲା-ଭୁବନେଶ୍ବର କୁମ୍ଭ ମେଳା ସ୍ପେଶାଲ। ଏହି ଟ୍ରେନ୍ ଖୋର୍ଦ୍ଧା, କଟକ, ଯାଜପୁର ଏବଂ କେନ୍ଦୁଝର…

ସ୍ପେଶ ଡକିଂ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ

ନୂଆଦିଲ୍ଲୀ : ସ୍ପେଶ ଡକିଂ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ। ଦୁଇଟି ସ୍ପେଶ କ୍ରାଫ୍ଟ ମଧ୍ୟରେ ଦୂରତା ୧୫ ମିଟରକୁ ହ୍ରାସ କରିବାରେ ସକ୍ଷମ ହୋଇଛି ଇସ୍ରୋ। କ୍ରମେ ଏହି ଦୂରତାକୁ ଶୂନ୍ୟ ସ୍ତରକୁ ଅଣାଯିବ ଏହା ପରେ ଦୁଇଟି ସ୍ପେଶକ୍ରାପ୍ଟ ପରସ୍ପର ସହ ଯୋଡ଼ି ହେବ । ଯାହାକୁ ସ୍ପେଶ ଡକିଂ…