Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋଲିସ ପରୀକ୍ଷାରେ ମୁନ୍ନା ଭାଇ ଏମବିବିଏସ ଷ୍ଟାଇଲ୍ କପି… 

ମୁମ୍ବାଇ: ମୁମ୍ବାଇ ପୋଲିସରେ ନିଯୁକ୍ତି ପାଇଁ ଚାଲିଥିବା ଲିଖିତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲରେ କପି କରିଛନ୍ତି। ତାଙ୍କୁ ପୋଲିସ ମଧ୍ଯ ଗିରଫ କରିଛି। 'ମୁନ୍ନା ଭାଇ ଏମବିବିଏସ ଫିଲ୍ମ'ର ଏକ କପି ସିନ୍ ଭଳି ପରୀକ୍ଷା ଚାଲିଥିବା ସମୟରେ ଜଣେ ପରୀକ୍ଷାର୍ଥୀ ମାଇକ୍ରୋଫୋନ୍…

ଇରାନର ମିସାଇଲ ସୋ’, ତାଜୁବ ହେଲା ପୂରା ଦୁନିଆ

ନୂଆଦିଲ୍ଲୀ : ଇରାନ ଦେଖାଇଲା ମିସାଇଲ ସୋ' । ଯାହାକୁ ଦେଖି ଏବେ ପୂରା ଦୁନିଆ ଛାନିଆ । ମାଳ ମାଳ ନୂଆ ମିସାଇଲ ଆଉ ଅତ୍ୟାଧୁନିକ ଡ୍ରୋନରେ ତିଆରି ହୋଇଯାଇଛି ଇରାନର ମିସାଇଲ ସିଟି । ଯାହା ଦେଖିଲା ବେଳକୁ ଆଚମ୍ବିତ ଲାଗୁଛି । ଇସ୍ରାଏଲ ସହ ତିକ୍ତତା ଭିତରେ ମିସାଇଲ ସିଟିର ଭିଡିଓ ସାମ୍ନାକୁ…

ବିପିଏସସି ପରୀକ୍ଷା ରଦ୍ଦ ମାମଲା: ପାଟନାରେ ହଙ୍ଗାମା-ପୋଡ଼ାଜଳା, ପୋଲିସ ହେପାଜତରେ ପପ୍ପୁ ଯାଦବ

ନୂଆଦିଲ୍ଲୀ: ବିପିଏସସି ଆଶାୟୀଙ୍କ ସମର୍ଥନରେ ବାହାରିଛନ୍ତି ବିହାର ପୂର୍ଣ୍ଣିଆର ସ୍ବାଧୀନ ସାଂସଦ ପପ୍ପୁ ଯାଦବ। ବିପିଏସସି ଆଶାୟୀଙ୍କ ସମର୍ଥନରେ ସେ ବିହାର ବନ୍ଦ ଘୋଷଣା କରିଛନ୍ତି। ଏମିତିକି ତାଙ୍କ ସମର୍ଥକମାନେ ଆଶାୟୀମାନଙ୍କ ସହ ମିଶି ବିହାରର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ…

‘ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି’; କଡା ନିଶାନା ସାଧିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ବିଭିନ୍ନ ରାଜନୀତିକ ଦଳ ଭିତରେ ଚାଲିଛି ଘମୋଘୋଟ ଆରୋପ-ପ୍ରତ୍ୟାରୋପ । ପରସ୍ପରର ଖୁଣ ବାହାର କରି ଜନତାଙ୍କ ପ୍ରିୟଭାଜନ ହେବାକୁ ନିଜ ନିଜର ଜିଯାନ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳ । ଏହାରି ଭିତରେ ଏବେ ସମସ୍ତଙ୍କ ନଜର ଦିଲ୍ଲୀର ବସ୍ତି…

ଦିଲ୍ଲୀ ନିର୍ବାଚନ ପାଇଁ ଆତିଶୀ ଆରମ୍ଭ କଲେ କ୍ରାଉଡଫଣ୍ଡିଂ: କହିଲେ, ‘ଆପ୍ ପାଖରେ ନାହିଁ କଳାଧନ’

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଆପ୍ ଜାରି କଲା କ୍ରାଉଡଫଣ୍ଡିଂ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା କାଲକାଜୀ ସିଟରୁ ଲଢୁଥିବା ଆପ୍ ପ୍ରାର୍ଥୀ ଆତିଶୀ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଲଢ଼ିବା ପାଇଁ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛନ୍ତି । ତେବେ କ୍ରାଉଡଫଣ୍ଡିଂ ଅଭିଯାନ…

ତାମିଲନାଡୁ ଓ କେନ୍ଦ୍ର ସରକାର ମୁହାଁମୁହିଁ, ରେଳ ପ୍ରକଳ୍ପକୁ ନେଇ ବିବାଦ

ନୂଆଦିଲ୍ଲୀ : ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆହୁରି ତୀବ୍ର ହୋଇଛି । ମଦୁରାଇ-ଥୁଟିକୁଡ଼ି ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ସରକାର । ଶୁକ୍ରବାର ଚେନ୍ନାଇ ICFରେ ଅମୃତ ବାରତ ଓ ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର୍ କୋଚ୍ ଅନୁଧ୍ୟାନ ବେଳେ…

କଂଗ୍ରେସର ବଡ ଘୋଷଣା: ଶିକ୍ଷିତ ବେକାରୀଙ୍କୁ ମାସକୁ ମିଳିବ ୮୫୦୦ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛି। ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଥିବା ବେଳେ, ଦୁଇ ମୁଖ୍ୟ ଦଳ ବିଜେପି ଏବଂ ଆପ ମଧ୍ୟରେ କଥା କଟାକଟି ଚାଲିଛି। ଏହାର ଫାଇଦା ନେଉଛି କଂଗ୍ରେସ। କଂଗ୍ରେସ ନେତାମାନେ ଦିଲ୍ଲୀରେ ଛୋଟ-ବଡ଼ ସଭା…

ଅତ୍ଯଧିକ କାମ କଲେ ହୋଇପାରେ ହାର୍ଟ ଆଟାକ୍: ରାଧିକା ଗୁପ୍ତା 

ନୂଆଦିଲ୍ଲୀ: କର୍ମଚାରୀଙ୍କ କାର୍ଯ୍ୟ ଘଣ୍ଟା ବୃଦ୍ଧି ଉପରେ ବିତର୍କ ଜାରି ରହିଥିବା ବେଳେ ଏଡେଲୱାଇସ୍ ମ୍ୟୁଚୁଆଲ୍ ଫଣ୍ଡର ଏମଡି ତଥା ସିଇଓ ରାଧିକା ଗୁପ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି। ରାଧିକା ଗୁପ୍ତା ତାଙ୍କ ପୋଷ୍ଟରେ କହିଛନ୍ତି, ମୁଁ ମୋର…

ଜଳୁଛି ଲସ୍ ଆଞ୍ଜେଲସ୍; ସହାୟତାର ହାତ ବଢାଇଲା ଇରାନ

ତେହେରାନ: ଜଳୁଛି ଲସ୍ ଆଞ୍ଜେଲସ୍। ଭୟଙ୍କର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ପ୍ରଚେଷ୍ଟା ଚଳାଇଛି। ଏହାରି ମଧ୍ଯରେ ଇରାନ ଆମେରିକାକୁ ସହାୟତାର ହାତ ବଢ଼ାଇଛି। ଇରାନୀ ରେଡ କ୍ରିସେଣ୍ଟ ସୋସାଇଟି (ଆଇଆରସିଏସ୍) ଦ୍ୱାରା ସାହାଯ୍ୟ ପ୍ରଦାନ କରାଯାଇଛି। ଆଇଆରସିଏସ୍ ମୁଖ୍ୟ…

ନିର୍ବାଚନ ପୂର୍ବରୁ ତେଜିଲା ଦିଲ୍ଲୀରେ ପୋଷ୍ଟର ଓ୍ବାର୍: ‘ଗାଲିବାଜ ବନାମ ଆପଦା’

ଭୁବନେଶ୍ବର: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ମଇଦାନରେ ତିନି ପ୍ରମୁଖ ଦଳ ଏବେ ରଣନୀତି କରୁଛନ୍ତି । ଏଥର ଶାସନ ଭାର କିଏ ମୁଣ୍ଡେଇବ ? ଯାହାକୁ ବେଶୀ ରୋଚକ କରିଛି ପ୍ରମୁଖ ଦଳଙ୍କ ପୋଷ୍ଟ ଓ୍ବାର୍ । ପୂର୍ବରୁ ଦିଲ୍ଲୀରେ ବିଜେପି ଏବଂ ଶାସକ ଦଳ ଆମ ଆଦମୀ ପାର୍ଟି ମଧ୍ୟରେ ପୋଷ୍ଟର…