Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲେଜ’ର ଆଳୁ ଚିପ୍ସରେ ଆଲର୍ଜି ଉପାଦାନ, ଏମାନଙ୍କ ପାଇଁ ସାଜିପାରେ ବିପଦ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ଫୁଡ୍ ଏବଂ ଡ୍ରଗ୍ସ ଆଡମିନଷ୍ଟ୍ରେସନ (ଏଫଡିଏ) ଫ୍ରିଟୋ-ଲେ କୁ ଏହାର 'କ୍ଲାସିକ୍ ଆଳୁ ଚିପ୍ସ' କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଥିରେ ଦୁଗ୍ଧ ଜାତୀୟ ଆଲର୍ଜେନ୍ ମିଶି ଥାଇପାରେ ବୋଲି କିଛି ଗ୍ରାହକ ଜଣାଇଥିଲେ। କ୍ଷୀର…

‘ମହତାରୀ ବନ୍ଦନ ଯୋଜନା’; ସନ୍ନି ଲିଓନିଙ୍କ ନାମରେ ଛତିଶଗଡ ସରକାର ଦେଉଛନ୍ତି ୧ ହଜାର ଟଙ୍କା?

ରାୟପୁର: ମହତାରୀ ବନ୍ଦନ ଯୋଜନା ୨୦୨୪ରେ ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିବାହିତ ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇବା । ଛତିଶଗଡର ବସ୍ତର ଜିଲ୍ଲାରେ କେବଳ ଜଣେ କଂଗ୍ରେସ ନେତାଙ୍କ…

ଦିଲ୍ଲୀ ଦରବାରରେ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ମଞ୍ଚସ୍ଥ ହେଲା ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ । ଗତ ୨୨ ତାରିଖରେ ବିଶ୍ବଜିତ ଦାସଙ୍କ ଲୋକପ୍ରିୟ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ ଦିଲ୍ଲୀ ସ୍ଥିତ ଶ୍ରୀରାମ ସେଣ୍ଟରରେ ଇଂରାଜୀ ଭାଷାରେ ଅଭିନୀତ ହୋଇଯାଇଛି । ଯାହା ଦର୍ଶକଙ୍କୁ…

କୃଷକ ଦିବସ ୨୦୨୪: ଚାଷୀଙ୍କ ପାଇଁ ସରକାର ଏହି ୬ଟି ଯୋଜନା ଚଳାନ୍ତି, କିପରି ଲାଭ ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରତିବର୍ଷ ୨୩ ଡିସେମ୍ବର ଭାରତରେ ଜାତୀୟ କୃଷକ ଦିବସ ଭାବରେ ପାଳନ କରାଯାଏ | ଦେଶର ୫ମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ କୃଷକ ଦିବସ ପାଳନ କରାଯାଏ। ତେବେ କୃଷକ ଦିବସ ଅବସରରେ କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହେଇଥିବା…

କ’ଣ ରହିଛି ମାନଦଣ୍ଡ, କେମିତି ବଛାଯାଏ ଗଣତନ୍ତ୍ର ପରେଡରେ ପ୍ରଦର୍ଶିତ ଝାଙ୍କୀ?

ନୂଆଦିଲ୍ଲୀ: ନୂଆବର୍ଷର ଗଣତନ୍ତ୍ର ଦିବସ ପାଇଁ ପରେଡର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଉ ଏଥର ମଧ୍ୟ ପୁଣି ଥରେ ପରେଡରେ ନଜର ଆସିବନି ଦିଲ୍ଲୀ ଝାଙ୍କୀ । କାରଣ କେନ୍ଦ୍ର ସରକାର ଏଥର ମଧ୍ୟ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ଝାଙ୍କୀକୁ ଖାରଜ କରିଦେଇଛନ୍ତି । ଯାହାକୁ ନେଇ ଏବେ ଆପ ଏବଂ ବିଜେପି…

ଡିସଚାର୍ଜ ପରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ l ଦିଲ୍ଲୀର ଆରଏମଏଲ ନୋଏଡ଼ାର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ l ସଂସଦରେ ରାହୁଲ ଗାନ୍ଧିଙ୍କ ଠେଲାପେଲାରେ ଆହତ ହୋଇଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ l ସେବେଠାରୁ ଡାକ୍ତରଖାନାରେ…

ପତ୍ନୀଙ୍କ ଭରଣପୋଷଣ ପାଇଁ ୨ ଲକ୍ଷ ଦେବାକୁ ନିର୍ଦ୍ଦେଶ, ରାଗରେ ୧ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଲେ… 

କୋଏମ୍ବାଟୁର: ଆଜିକା ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ବଦଳରେ ଛାଡପତ୍ରକୁ ଅଧିକ ଗୁରୁତ୍ବ ମିଳୁଛି। ଏହି ମଧ୍ୟରେ କୋଏମ୍ବାଟୁର କୋର୍ଟରେ ଘଟିଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ସୂଚନା ଅନୁଯାୟୀ, ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ଦେବା ପାଇଁ ୮୦…

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ। ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ…

୩ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ

ଅଗରତାଲା: ୩ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ। ତ୍ରିପୁରାର ଅଗରତାଲା ରେଲୱେ ଷ୍ଟେସନରୁ ଗିରଫ କଲା ପୋଲିସ। ବେଆଇନ ଭାବେ ସୀମା ପାର୍‌ ହୋଇ କୋଲକାତା ଯାଉଥିବା ସୂଚନା। ଏନେଇ ସରକାରୀ ରେଳ ପୋଲିସର ଅଧିକାରୀ (ଓସି) କହିଛନ୍ତି ଯେ ରବିବାର ଦିନ ଅଗରତାଲା ରେଳ ଷ୍ଟେସନରେ ତିନିଜଣ ବାଂଲାଦେଶୀ…

ଇତିହାସ ରଚିବ ଇସ୍ରୋ: ମହାକାଶରେ ଫଳିବ ଝୁଡଙ୍ଗ, ପାଳଙ୍ଗ

ନୂଆଦିଲ୍ଲୀ: ଭାରତୀୟ ସ୍ପେସ ଏଜେନ୍ସୀ ଇସ୍ରୋ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସେଟ୍ କରିବାକୁ ଯାଉଛି। ମହାକାଶରେ ମଞ୍ଜିକୁ ଗଜା କରିବ ଇସ୍ରୋ। ଅନ୍ତରୀକ୍ଷକୁ ପଠାଇବ ଅନ୍ତନଳୀର ଜୀବାଣୁ । ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନରେ କିଛି ଏପରି ଐତିହାସିକ କାର୍ଯ୍ୟ…