Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

18 ଫେବୃଆରୀରେ ଏଣ୍ଟ୍ରି ମାରିବ Realmeର ନୂଆ ସ୍ମାର୍ଟଫୋନ୍, ଚମତ୍କାର ଫିଚର ସହ ଦମଦାର କ୍ୟାମେରା

Realme P3x 5G : Realme ତାର  P3x 5G ସ୍ମାର୍ଟଫୋନ ଭାରତରେ ଲଞ୍ଚିଂ ଡେଟ ଘୋଷଣା କରିଛି। କମ୍ପାନି ଏହାର ଡିଜାଇନ, କଲର ଓ ଉଲବ୍ଧତା ବି ସ୍ପଷ୍ଟ କରିଛି। ଏହି ଫୋନ  Realme P3 Pro ସହିତ ଲଞ୍ଚ ହେବ, ଯେଉଁଥିରେ ଗ୍ଲୋ-ଇନ୍-ଦା-ଡାର୍କ ରିୟର ପ୍ୟାନଲ ଓ ସ୍ନାପଡ୍ରାଗନ 7s Gen 3 ଚିପସେଟ ସହିତ…

ଅଧା ଟଙ୍କା କମିଗଲା AC ଦାମ ! ଜିଓମାର୍ଟର ବମ୍ପର ଅଫର, ଏହି ଦିନ ଶେଷ ହେବ

ଭୁବନେଶ୍ୱର: ଫେବ୍ରୁଆରୀ ମାସ ଅଧା ହୋଇଗଲାଣି। ଥଣ୍ଡା କମିବା ସହ ଦିନରେ ତାପ ମାତ୍ରା ବୃଦ୍ଧି ପାଉଛି। ଆଉ କିଛି ଦିନ ପରେ ଅସହ୍ୟ ଗରମ ହେବା ଆରମ୍ଭ ହେବ। ଏହି ସମୟରେ ଆପଣ ଯଦି ନୂଆ ଏୟାର କଣ୍ଡିସନର କଣିବାକୁ ଯୋଜନା କରିଛନ୍ତି, ତେବେ ବର୍ତ୍ତମାନ ବଡ଼ ସୁଯୋଗ ରହିଛି। କିଛି ଇ-କମର୍ସ…

‘ଆୱାର ଜର୍ଣ୍ଣି ଟୁଗେଦର୍’: ମୋଦିଙ୍କୁ ଟ୍ରମ୍ପଙ୍କ ବହି ଉପହାର

ୱାଶିଂଟନ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ସହ ଦୁଇ ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବହି ଉପହାର ଦେଇଛନ୍ତି ଆମେରିକା…

ହ୍ବାଇଟ୍‌ ହାଉସରେ ମୋଦି, ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନିଆ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଆଜି ୱାସିଂଟନ୍‌ରେ ଭବ୍ୟ ସ୍ବାଗତ କରାଯାଇଛି। ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ପ୍ରଥମ ଗସ୍ତ। ତେବେ ମୋଦି…

ପୁଲୱାମା ଆକ୍ରମଣ: ଆଜି ବି ମନେ ପଡ଼ିଲେ ଟାଙ୍କୁରୀ ଉଠେ ଲୋମ

ନୂଆଦିଲ୍ଲୀ: ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ଏବେ ୬ ବର୍ଷ ପରେ ମଧ୍ୟ…

ସିଆରପିଏଫ୍ ଯବାନ ନିଜ ଶିବିର ଉପରେ ଚଳାଇଲେ ଗୁଳି, ଏହାପରେ କଲେ ଆତ୍ମହତ୍ୟା

ଇମ୍ଫାଲ: ମଣିପୁରର ଇମ୍ଫାଲରେ ଜଣେ ସିଆରପିଏଫ୍ ଯବାନ ତାଙ୍କର ଦୁଇ ସାଥୀଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି ମାରିଦେଇଛନ୍ତି । ଏହି ସମ୍ବେଦନଶୀଳ ଘଟଣା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ଙ୍କ ଶିବିରରେ ଘଟିଛି । ସୂଚନାନୁସାରେ, ଜଣେ ଯବାନ ଆଖିବୁଜା ଗୁଳିଚାଳନା କରି ତାଙ୍କର ଦୁଇ…

ଆମେ ପୂର୍ବଜ କଣ ଆସିଥିଲେ ମଙ୍ଗଳ ଗ୍ରହରୁ

ଆମେ ସବୁ କଣ ମଙ୍ଗଳ ଗ୍ରହର ବଂଶଜ । ଅବଶ୍ୟ ଏହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇନି । ମାତ୍ର ନିକଟରେ କେତେକ ବୈଜ୍ଞାନିକମାନଙ୍କ ଗବେଷଣା ଏଥିପ୍ରତି କିଛି ମାତ୍ରାରେ ଈଶାରା ପ୍ରଦାନ କରିଛି । ପୃଥିବୀରେ ଜୀବନର ଆରମ୍ଭ ପ୍ରାୟ ୪.୨ ବିଲିୟନ ବର୍ଷ ତଳେ ହୋଇଥିବା ଅନୁମାନ କରାଯାଉଛି ।…

କାହିଁକି କେଶ କାଟନ୍ତିନି ନାଗା ସାଧୁ ?

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହା ଆୟୋଜନ। କୁମ୍ଭ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ। ନାଗା ସାଧୁଙ୍କୁ ଦେଖିବାକୁ ଓ ସେମାନଙ୍କ ଜୀବନ ରହସ୍ୟ ଜାଣିବାକୁ ସମସ୍ତଙ୍କ ମନରେ ବେଶ ଆଗ୍ରହ। ସେହିପରି ନାଗା ସାଧୁଙ୍କ କେଶ ସେମାନଙ୍କ ପ୍ରତି ଆକର୍ଷଣର ମାଧ୍ୟମ ବୋଲି…

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଇମ୍ଫାଲ: ମଣିପୁରରେ ମୁଖ୍ୟମନ୍ତ୍ରୀ ପଦରୁ ବୀରେନ ସିଂହ ଇସ୍ତଫା ଦେବା ପରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ପରିସ୍ଥିତି ଉପୁଜିଥିବାରୁ ଆଇନ ଶୃଙ୍ଖଳା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଗତ ରବିବାର ଦିନ ବୀରେନ ସିଂହ, ରାଜ୍ୟପାଳ ଅଜୟ…

ପୂର୍ବତନ ମନ୍ତ୍ରୀଙ୍କ ଫୋନ୍ ପାଇଁ ମଝି ଆକାଶରୁ ଫେରିଲା ବିମାନ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା ନେତାଙ୍କ ପୁଅଙ୍କ ପାଇଁ ମଝି ଆକାଶରୁ ଫେରିଲା ବିମାନ। ସୂଚନା ଅନୁଯାୟୀ, ପୂର୍ବତନ ମନ୍ତ୍ରୀଙ୍କ ପୁଅ ବନ୍ଧୁମାନଙ୍କ ସହ ଲୁଚିଲୁଚି ବ୍ୟାଙ୍କକକୁ ଏକ ଚାର୍ଟାର୍ଡ ବିମାନରେ ଯିବାର ଯୋଜନା କରିଥିଲେ। କିନ୍ତୁ ତାଙ୍କ ବିମାନ ଭାରତ…