Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ, ସାଭରକର ଟିପ୍ପଣୀ ମାମଲାରେ ହୋଇଥିଲା ଏଫଆଇଆର

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ସାଭରକରଙ୍କ ଉପରେ ରାହୁଲ ଦେଇଥିବା ଟିପ୍ପଣୀକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହି ମାମଲାରେ ପୁଣେର ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାମିନ ଦେଇଛନ୍ତି। ବିନାୟକ ଦାମୋଦର ସାଭରକରଙ୍କ ଉପରେ କଥିତ ଆପତ୍ତିଜନକ…

ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ୫ ମୃତଦେହ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମିରଟରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ବନ୍ଦ ଘରୁ ୫ଟି ମୃତଦେହ ଉଦ୍ଧାର କରିଛି ପୋଲିସ । ଏମାନଙ୍କ ଭିତରୁ ବକ୍ସ ଖଟ ଭିତରୁ ମିଳିଛି ୩ ଝିଅଙ୍କ ମୃତଦେହ । ଆଉ ଖଟ ପାଖରେ ଦମ୍ପତି ଓ ଖଟ ଭିତରୁ ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ୫ ଜଣଙ୍କ ଶରୀରର ବିଭିନ୍ନ…

ଜଳୁଛି ଆମେରିକା ! କେଇ ଘଣ୍ଟାରେ ପାଉଁଶ ହୋଇଗଲା ସବୁ

ନୂଆଦିଲ୍ଲୀ :ଜଳୁଛି ଆମେରିକା । କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁ ଏବେ ବି ଜଳୁଛି । ବୁଧବାର ରାତିରୁ ଲାଗିଥିବା ଏହି ନିଆଁ ନା ଲିଭୁଛି ନା ନିୟନ୍ତ୍ରଣ ହେଉଛି, ବରଂ ଅଧିକରୁ ଅଦିକ ବ୍ୟାପରିବାରେ ଲାଗିଛି । ବୁଧବାର ରାତିରେ ଲସ୍ ଆଞ୍ଜେଲସ୍ ଆଲ୍‌ଟାଡେନା ଜଙ୍ଗଲରେ ଲାଗିଥିଲା…

ଜାତୀୟ ଊର୍ଜା ମେଳାରେ ବ୍ରହ୍ମପୁର ଛାତ୍ରୀଙ୍କ ସଫଳତା

ବ୍ରହ୍ମପୁର: ଦିଲ୍ଲୀର ଟାଟା ପାୱାର - ଡିଡିଏଲ୍ ପ୍ରଶିକ୍ଷଣ କେନ୍ଦ୍ରରେ ଜାତୀୟ ଊର୍ଜା ମେଳାରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ବ୍ରହ୍ମପୁର ଡିଏଭି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଅନୁଷ୍କା ସାହୁ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ଅଭିନବ ପ୍ରକଳ୍ପ "ଏରୋ ପ୍ୟାଜୋ ଫ୍ୟୁଜନ" ପାଇଁ ସେ ଉଚ୍ଚ…

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଜିନପିଙ୍ଗ ସାମିଲ, ମୋଦିଙ୍କ ନାଁ ନାହିଁ!

ନୂଆଦିଲ୍ଲୀ: ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ସମାରୋହକୁ ବିଶ୍ୱର ଅନେକ ପ୍ରମୁଖ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ସମାରୋହ ପାଇଁ ଟ୍ରମ୍ପଙ୍କ କଡ଼ା ବିରୋଧୀ…

‘ଡ୍ରଗ୍‌ସ ନିଅନ୍ତି ଏଲନ ମସ୍କ’, ଆବ୍ରମସନ୍ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ବାବଦରେ ବଡ଼ ଖୁଲାସା । ମସ୍କଙ୍କ ଆତ୍ମଜୀବନୀ ଲେଖିଥିବା ସେଠ୍ ଆବ୍ରମସନ୍ ଏହି ଖୁଲାସା କରିଛନ୍ତି । ମସ୍କ ଜଣେ ପାଗଳ, ଖୁବ ଶୀଘ୍ର ସେ ଆହୁରି ପାଗଳ ହୋଇଯାଇପାରନ୍ତି । ଅତ୍ୟଧିତ ଡ୍ରଗ୍‌ସ ଖାଇ ଖାଇ ତାଙ୍କ ମାନସିକ ସ୍ଥିତି ଆଦୌ ଭଲ ନାହିଁ ବୋଲି ଆବ୍ରସନ କହିଛନ୍ତି…

ବିଜେପିକୁ ଫେରିଲେ ରଘୁବର ଦାସ

ରାଞ୍ଚି: ପୁଣି ଥରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବାପରେ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଲେ । ସେ ଶୁକ୍ରବାର ରାଞ୍ଚିରେ ହଜାର ହଜାର ସମର୍ଥକ ଏବଂ ଦଳର ରାଜ୍ୟ ୟୁନିଟର ପ୍ରମୁଖ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।…

ଇଟାଲି ପ୍ରଧାନମନ୍ତ୍ରୀଙ୍କ ସହ ମିମ୍ସ ଭାଇରାଲ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ: ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମତଙ୍କ ସହ ଏକ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିଛନ୍ତି। ଏଥିରେ ତାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା ହୋଇଥିଲା। ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପସନ୍ଦ ଏବଂ ନାପସନ୍ଦ ବିଷୟରେ ମଧ୍ଯ…

ବୈଜ୍ଞାନିକଙ୍କୁ ମିଳିଲା ୧୨ଲକ୍ଷ ବର୍ଷର ପୁରୁଣା ବରଫ, ଜଳବାୟୁ ପରିବର୍ତ୍ତନ ଅଧ୍ୟୟନରେ ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍ ବରଫ ଆବିଷ୍କାର କରିଛନ୍ତି ଯାହା ପ୍ରାୟ ୧୨ଲକ୍ଷ ବର୍ଷ ପୁରୁଣା ।  ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ, ସେମାନେ ଆଣ୍ଟାର୍କଟିକା ପୃଷ୍ଠରୁ ପ୍ରାୟ ୨.୮ କିଲୋମିଟର ଗଭୀରତାରେ ଖୋଳିବା ଦ୍ୱାରା…

କେମିତି ହୁଅନ୍ତି ନାଗା ସାଧୁ? ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ପ୍ରାୟଗରାଜରେ ମହାକୁମ୍ଭ ପୂର୍ବରୁ ସୃଷ୍ଟି ହୋଇଛି ଧାର୍ମିକ ପରିବେଶ। ମହାକୁମ୍ଭକୁ ନେଇ ବେଶ ଖୁସି ଅଛନ୍ତି ସାଧୁ ସନ୍ଥ। ହେଲେ ଏହି ସବୁ ମଧ୍ୟରେ ନାଗା ସାଧୁଙ୍କ ପରମ୍ପରା ଚର୍ଚ୍ଚାର ବିଷୟ ହୋଇଛି । କେମିତି ହୁଅନ୍ତି ନାଗା ସାଧୁ ? ନାଗା ସାଧୁ ହେବା ପାଇଁ କ'ଣ ରହିଛି…