Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

କୋରାପୁଟ : ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଦିଆଯାଇଛି ଶେଷ ଶ୍ରଦ୍ଧାଞ୍ଜଳି। ଜନସମୁଦ୍ର ପାଲଟିଲା ଗାଁ ଶ୍ମଶାନ। ସମସ୍ତଙ୍କ ହାତରେ ଜାତୀୟ ପତକା। ସମସ୍ତଙ୍କ ମୁହଁରେ ଶହୀଦ ଯବାନ ଅମର ରହେ, ଈଶ୍ୱର ଭାଇ ଅମର ରହେ ନାରା । ନରାରେ ପ୍ରକମ୍ପିତ ହେଉଥିଲା ପରିବେଶ ।  ଏମିତି ଶୋକାକୁଳ ଦୃଶ୍ୟ…

ବିବାହ ପବିତ୍ର ସଂସ୍କାର ଅଟେ, ଏହାକୁ ବ୍ୟବସାୟ ବନାନ୍ତୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମାମଲା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆତ୍ମହତ୍ୟା ପୂର୍ବରୁ ଅତୁଲ ରାଷ୍ଟ୍ରପତିଙ୍କ ନାମରେ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଏଥିରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାରକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ଏହି ଘଟଣା…

ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ଆକାଉଣ୍ଟ୍ ଖୋଲିବେ, ଏହାର ଲାଭ କ’ଣ, ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ୨୨ ଜାନୁୟାରୀ ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା | ଝିଅ ସନ୍ତାନଙ୍କ ମା ବାପା ସେମାନଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ତାଙ୍କ ନାମରେ ନିବେଶ କରିପାରିବେ | ନିୟମ…

ଘାଟିରେ ଓଲଟିଲା ମିନି ଟ୍ରକ୍ : ୪ ମୃତ, ୧୨ ଆହତ

ମାଲକାନଗିରି: ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ। ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାର ଦରଭା ଘାଟିରେ ଓଲଟିଲା ମିନି ଟ୍ରକ୍। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ କୋଲେଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି…

କାହିଁକି ବିନା ସିଏମ୍ ଚେହେରାରେ ଲଢିବ ବିଜେପି ?

ନୂଆଦିଲ୍ଲୀ: ରଣନୀତି ନା ବାଧ୍ୟବାଧକତା ? କାହିଁକି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦିଲ୍ଲୀ ନିର୍ବାଚନ ଲଢିବ ବିଜେପି ? 2014ରୁ କେନ୍ଦ୍ରରେ କ୍ଷମତାରେ ରହିଛି ବିଜେପି। ଦେଶର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତା କବଜା କରିଛି। ହେଲେ ଦିଲ୍ଲୀ ଦୁର୍ଗ ଭେଦିବାରେ ଅସଫଳ ରହିଛି ଦଳ। ଦିଲ୍ଲୀ ଦଖଲ…

କୋଟାରେ ପୁଣି ଛାତ୍ର ଆତ୍ମହତ୍ଯା, ଚଳିତ ବର୍ଷ ଗଲାଣି ୧୭ ଜୀବନ

କୋଟା: କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ଯା କରିଛନ୍ତି। ମୃତ ଛାତ୍ର ଜଣକ ବିହାରର ବୈଶାଳୀ ଅଞ୍ଚଳର ବାସିନ୍ଦା ମୟଙ୍କ ବୋଲି ଜଣାପଡିଛି। ମୟଙ୍କ ଏକାଦଶ ଶ୍ରେଣୀର ଛାତ୍ର ଥିଲେ। ସେ ସ୍କୁଲ ଯିବା ସହ  ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ପାଇଁ ପ୍ରସ୍ତୁତି ମଧ୍ୟ  ଚଲାଇଥିଲେ। ପୋଲିସ…

ଜୟପୁରରେ ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୧୪ ଛୁଇଁଲା

ଜୟପୁର: ଜୟପୁରରେ ଶନିବାର ହୋଇଥିବା ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଗତ ଶୁକ୍ରବାର ଦିନ ଘଟିଥିବା ଏହି ଦୁର୍ଘଟଣାରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୭ ଜଣ ସୱାଇ ମାନସିଂହ…

ପ୍ରିୟଙ୍କାଙ୍କ ନାଁରେ ସଙ୍ଗିନ ଅଭିଯୋଗ, ସତ ହେଲେ ଯାଇପାରେ ସାଂସଦ ପଦ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ବଢ଼ିଲା ଅଡୁଆ। ପ୍ରଥମଥର ସଂସଦକୁ ଯାଇଥିବା ପ୍ରିୟଙ୍କାଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ଏପରି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ନବ୍ୟା ହରିଦାସ। ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ, ସେ କୋର୍ଟରେ ଏପରି…

ଡ୍ରାମା ପାଇଁ ବିଜେପି ସାଂସଦଙ୍କୁ ଆୱାର୍ଡ ଦିଆଯିବା ଉଚିତ୍: ଜୟା ବଚ୍ଚନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ କହିଛନ୍ତି ଯେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଭାରତୀୟ ଜନତା ପାର୍ଟି ସାଂସଦ ଅଭିନୟ କରୁଛନ୍ତି ଏବଂ ତାଙ୍କ ଅଭିନୟ ପାଇଁ ସେମାନଙ୍କୁ ପୁରସ୍କାର ଦିଆଯିବା ଉଚିତ। ଗଣମାଧ୍ୟମ ସହ ସୂଚନା ଦେଇ ରାଜ୍ୟସଭା ସାଂସଦ…

୪୦୦ ଟଙ୍କା ପାଇଁ କ୍ୟାବ ଡ୍ରାଇଭରକୁ ମାରିଦେଲେ ନାବାଳକ

ନୂଆଦିଲ୍ଲୀ: ୪୦୦ ଟଙ୍କା ଭଡାକୁ ନେଇ ବିବାଦ। ୨୬ ବର୍ଷିୟ ଟ୍ୟାକ୍ସି ଡ୍ରାଇଭରଙ୍କୁ ଜଣେ ନାବାଳକ ସମେତ କିଛି ଯୁବକ ମିଶି ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ଉତ୍ତର ପୂର୍ବ ଦିଲ୍ଲୀର ସୋନିଆ ବିହାରରେ ଘଟିଛି। ଗତ ଶୁକ୍ରବାର ଦିନ ଟ୍ୟାକ୍ସି ବୁକ୍ କରିଥିବା ତିନି ଜଣ ପିଲା ଭଡା…