Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେତେ ସମୟ ପତ୍ନୀଙ୍କୁ ଦେଖିବ, ୯୦ ଘଣ୍ଟା କାମ କର; ଏଲ୍ ଆଣ୍ଡ ଟି ଅଧ୍ୟକ୍ଷଙ୍କୁ ଜୋରଦାର ଟ୍ରୋଲ୍

ନୂଆଦିଲ୍ଲୀ: ଏଲ୍ ଆଣ୍ଡ ଟି ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରହ୍ମଣ୍ୟମ୍ ସପ୍ତାହକୁ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇ ସୋସିଆଲ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛନ୍ତି। ଫିଲ୍ମ ଜଗତରୁ ଆରମ୍ଭ କରି ବ୍ୟବସାୟ ଜଗତ ପର୍ଯ୍ୟନ୍ତ ବଡ଼ ବଡ଼ ବ୍ୟକ୍ତି ତାଙ୍କୁ ସମାଲୋଚନା କରିବାକୁ ମଧ୍ଯ ପଛାଇନାହାନ୍ତି।…

ଷ୍ଟିଲ ପ୍ଲାଣ୍ଟରେ ଅଘଟଣ; ୪ ମୃତ, ୨୫ରୁ ଅଧିକ ଶ୍ରମିକ ଦବିଥିବା ଆଶଙ୍କା

ରାୟପୁର: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଚିମନୀ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଏବେ ବି ଅନେକ ଶ୍ରମିକ ଭୁଶୁଡ଼ି…

ଭାଙ୍ଗୁଛି ମାଓଗଡ଼, ୧୩ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ଭାଙ୍ଗୁଛି ମାଓଗଡ଼। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏସପିଙ୍କ ନିକଟରେ ୧୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନର ଅନେକ ହିଂସାକାଣ୍ଡରେ ସାମିଲ ଥିଲେ। ମାଓ ଆଦର୍ଶରୁ ମାଓବାଦୀ ବିଚ୍ୟୁତ ହେବାରୁ ଆତ୍ମସମର୍ପଣ କରିଥିବା କହିଛନ୍ତି।…

ୟୁପିରେ ଚାଞ୍ଚଲ୍ୟ: ଘରେ ଥିବା ବକ୍ସ ଖଟ ଭିତରୁ ୫ ମୃତଦେହ ଉଦ୍ଧାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ। ଦମ୍ପତିଙ୍କ ସହ ୩ ଝିଅଙ୍କ ମୃତଦେହ ଉଦ୍ଧାର। ଘରେ ଥିବା ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି ସ୍ଥାନାୟ ପୋଲିସ। ୫ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ରହିଛି। ତେବେ ଏହି ଘଟଣାକୁ ନେଇ ହତ୍ୟା…

ଭୁବନେଶ୍ୱରରେ ଖେଳାଯିବ ଅଲିମ୍ପିକ ? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ : ଭୁବନେଶ୍ୱରରେ ଖେଳାଯିବ ଅଲିମ୍ପିକ ! ଆଉ ଅଲିମ୍ପିକ ଆୟୋଜନର ମୁଖ୍ୟ ହେବ ଅହମ୍ମଦାବାଦ । କେବଳ ଭୁବନେଶ୍ୱର ନୁହେଁ ପୁଣେ, ଭୋପାଳ ଏବଂ ମୁମ୍ବାଇରେ ଅଲିମ୍ପିକ ଇଭେଣ୍ଟ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଯେ ଯଦି ଭାରତକୁ ୨୦୩୬ରେ ଅଲମ୍ପିକ ଆୟୋଜନ…

କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାର ସରିଲା ଶୁଣାଣି, ମୃତ୍ୟୁ ଦଣ୍ଡ ଦାବି କଲା ସିବିଆଇ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆରଜି କର ମେଡିକାଲ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଘଟଣାର ଆସିଛି ବଡ଼ ଖବର । ଗୁରୁବାର ଏହି ମାମଲାର ଶୁଣାଣି କରିଛନ୍ତି କୋଲକାତାର ସିୟାଲଦା କୋର୍ଟ । ହେଲେ ଶୁଣାଣିର ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆସନ୍ତା ଜାନୁଆରୀ ୧୮ ତାରିଖରେ କୋର୍ଟ ରାୟ ଶୁଣାଇବେ…

କାନାଡ଼ା ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ୪ ଭାରତୀୟଙ୍କୁ ଜାମିନ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଭାରତୀୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । କାନାଡ଼ା ସୁପ୍ରିମକୋର୍ଟ ସେମାନଙ୍କୁ ଜାମିନ ଦେଇଛନ୍ତି । ଅଭିଯୁକ୍ତ କରନ ବ୍ରାର୍, ଅମନଦୀପ ସିଂହ, କମଲପ୍ରୀତ ସିଂହ ଏବଂ କରଣପ୍ରୀତ ସିଂହଙ୍କୁ ଜାମିନ…

ଅଫିସ ପାର୍କିଂରେ ନିଜ ସହକର୍ମୀଙ୍କୁ ଛୁରୀଭୁସି ହତ୍ୟା କଲେ ଯୁବକ

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ପୁଣେର ଏକ ନାମୀଦାମୀ କମ୍ପାନୀରେ କାମ କରୁଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କୁ ପାର୍କିଂ ଏରିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତର ନାମ କୃଷ୍ଣ ସତ୍ୟନାରାୟଣ କନୋଜା ବୋଲି ଜଣାପଡ଼ିଛି। ଶିବାଜୀନଗରରେ…

ଛତିଶଗଡ଼ରେ ଭୁଶୁଡ଼ିଲା ଚିମନି, ଭଗ୍ନାବଶେଷ ତଳେ ଫସି ରହିଛନ୍ତି ୨୫ରୁ ଉର୍ଦ୍ଧ୍ବ

ମୁଙ୍ଗେଲି: ଛତିଶଗଡ଼ର ମୁଙ୍ଗେଲି ସାରଗାଓଁ ଥାନା ଅଞ୍ଚଳରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ କୁସୁମ ପ୍ଲାଣ୍ଟରେ ଏକ ଚିମନି ଭୁଶୁଡ଼ି ପଡ଼ିବାରୁ ୨୫ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି। ତେବେ ଏହି ଘଟଣାରେ ୮ ରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।…

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ CISF ଯବାନ

ରାଉରକେଲା: ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ରେ ଜଣେ CISF କନଷ୍ଟେବଳ ନିଜ ସର୍ଭିସ୍ ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି କେରଳର ଅଭିନନ୍ଦନ ପିକେ ବୋଲି ଚିହ୍ନଟ କରାଯାଇଛି। ସେ CISF ରେ ଜଣେ କନଷ୍ଟେବଳ ଭାବରେ ସୁନ୍ଦରଗଡ଼…