Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଗଣା ଯୋଜନା ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ମାଗଣା ଉପହାର ତଥା ଯୋଜନା ଘୋଷଣା କରିବାକୁ ନେଇ ବୁଧବାର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ନିକଟରେ ହୋଇଥିବା ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ, ବିଜେପି ଓ କଂଗ୍ରେସ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ। ଏନେଇ କୋର୍ଟ କହିଛନ୍ତି…

କେନ୍ଦ୍ରକୁ ପ୍ରଶ୍ନ କଲେ ହାଇକୋର୍ଟ: ବ୍ୟାନ ପ୍ଲାଷ୍ଟିକ୍ ଭିତରେ କାହିଁକି ଅନ୍ତର୍ଭୁକ୍ତ ନାହିଁ ପ୍ଲାଷ୍ଟିକ୍ ଫୁଲ?

ମୁମ୍ବାଇ: କେନ୍ଦ୍ର ସରକାର ୟୁଜ୍ ଆଣ୍ଡ ଥ୍ରୋ ବା ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବ୍ୟାନ କରିଛନ୍ତି , ହେଲେ ପ୍ଲାଷ୍ଟିକ୍ ଫୁଲ ଏଥିରେ ଅନ୍ତର୍ଭୁକ୍ତ ନାହିର୍ । ଯାହାକୁ ନେଇ ଆଜି ଏକ ଶୁଣାଣି କରିବା ବେଳେ ବମ୍ବେ ହାଇକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କାହିଁକି…

ଆଜି ମାଘ ପୂର୍ଣ୍ଣିମା; ରାତିରେ ଆକାଶରେ ଦେଖାଯିବ ସ୍ନୋ ମୁନ୍..

ନୂଆଦିଲ୍ଲୀ: ଆଜି ହେଉଛି ମାଘ ପୂର୍ଣ୍ଣିମା । ଆଜି ରାତିରେ ଆକାଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯିବ । ତୁଷାର ଚନ୍ଦ୍ର ବା ସ୍ନୋ ମୁନ୍ ଦେଖାଯିବାର ସୂଚନା ରହିଛି । ଏହି ମାସରେ ପ୍ରବଳ ତୁଷାରପାତ ହେଉଥିବାରୁ ଜ୍ୟୋତିର୍ବିଜ୍ଞାନ ମାନେ ମାଘ ପୂର୍ଣ୍ଣିମାରେ ଦେଖାଯାଉଥିବା ଚନ୍ଦ୍ର ର ନାମ ସ୍ନୋ…

ସରକାରୀ ଯୋଜନା ପାଇଁ କାମ କରିବାକୁ ଚାହୁଁନାହାନ୍ତି ଭାରତୀୟ ଶ୍ରମିକ: ଏଲଆଣ୍ଡଟି ଚେୟାରମ୍ୟାନ

ନୂଆଦିଲ୍ଲୀ: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ ଆଣ୍ଡ ଟି) ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟମ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କର୍ମଚାରୀମାନଙ୍କୁ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇ ବିବାଦ ଘେରକୁ ଆସିଥିଲେ। ଏବେ ପୁଣି ଆଉ ଏକ ବୟାନ ପାଇଁ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି।…

ବିବାହ କରିବେ ରାହୁଲ ଗାନ୍ଧୀ! ଭାଇରାଲ ହେଲା କାର୍ଡ

ନୂଆଦିଲ୍ଲୀ: ନିର୍ବାଚନ ଜିତିବା ହାରିବା ନେଇ କଂଗ୍ରେସ ଯେତିକି ଚର୍ଚ୍ଚାରେ ନାହିଁ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ତା ଠାରୁ ଅଧିକ ଚର୍ଚ୍ଚା ହୁଏ । ଯୁବାବୟସ ଅତିକ୍ରମ କରିଥିବା କଂଗ୍ରେସର ଯୁବରାଜ କେବେ ବିବାହ କରିବେ ସେ ନେଇ ଆଲୋଚନା ସମାଲୋଚନା ମଧ୍ୟ କରାଯାଏ । ତେବେ ସବୁ ପ୍ରତୀକ୍ଷାର…

ରାଗିଂର ଭୟଙ୍କର ରୂପ, ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବଲ୍ସ… 

ଥିରୁବନନ୍ତପୁରମ: କେରଳର ଏକ ସରକାରୀ କଲେଜରେ ରାଗିଂର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପାଞ୍ଚ ଜଣ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ରାଗିଂ ନାମରେ ସମସ୍ତ ବର୍ବରତାକୁ ଟପିଯାଇଛନ୍ତି। ଏହି ଘଟଣାଟି କୋଟ୍ଟାୟମର ସରକାରୀ ନର୍ସିଂ କଲେଜରେ ଘଟିଛି। ଅଭିଯୋଗ ଅନୁଯାୟୀ ପାଞ୍ଚ ଜଣ ସିନିଅର…

୧୯୮୪ ଶିଖ୍ ବିରୋଧି ଦଙ୍ଗା: କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧି ଦଙ୍ଗା ମାମଲାର କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ତେବେ ତାଙ୍କୁ ଦଣ୍ଡ ଶୁଣାଣୀ ଆସନ୍ତା ଫେବୃଆରୀ ୧୮ ତାରିଖରେ କରାଯିବ । ୧ ନଭେମ୍ବର ୧୯୮୪ରେ ଦିଲ୍ଲୀର ସରସ୍ୱତୀ ବିହାରରେ ଜସୱନ୍ତ ସିଂହ ଏବଂ…

ବ୍ୟାନ ହେଲା ୮୦୫ ଆପ୍ସକୁ ୩ ହଜାରରୁ ଅଧିକ ଓ୍ବେବସାଇଟ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ୮୦୫ ଟି ଆପ୍ସ ସାଙ୍ଗକୁ ୩୨୬୬ଟି ଓ୍ବେବସାଇଟ ଲିଙ୍କକୁ ବ୍ୟାନ କରିଛନ୍ତି । ସାଇବର କ୍ରାଇମ୍‌କୁ ରୋକିବାକୁ କେନ୍ଦ୍ର ସରକାର କିଛି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ବେଳେ ସଂସଦୀୟ ଦଳ କମିଟି ନିଷ୍ପତ୍ତିରେ ମଧ୍ୟ ଏହାକୁ…

ବିମାନରେ କେତେ ବର୍ଷ ବୟସର ପିଲାଙ୍କ ପାଇଁ କରିବାକୁ ପଡେନି ଟିକେଟ୍…

ନୂଆଦିଲ୍ଲୀ: ପୂର୍ବରୁ ବିମାନ ଯାତ୍ରା ଅଧିକାଂଶ ବିଦେଶ ଯିବା ପାଇଁ କରାଯାଉଥିଲା । କିନ୍ତୁ ଏବେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରା କରିବା ପାଇଁ ମଧ୍ୟ ବିମାନ ଯାତ୍ରା କରିବା ସାଧାରଣ କଥା ହୋଇଗଲାଣି । ଯଦି କେହି ପରିବାର ସହିତ କୌଣସି ସ୍ଥାନକୁ ଯାଉଛନ୍ତି ଏବଂ ପରିବାରରେ ପିଲାମାନେ…

ପ୍ରାପ୍ତ ବୟସ୍କ ସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଦଣ୍ଡନୀୟ ଅପରାଧ ନୁହେଁ: ଛତିଶଗଡ଼ ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରାପ୍ତ ବୟସ୍କ ସ୍ତ୍ରୀଙ୍କ ସହ ନିଜ ସ୍ୱାମୀ ଅପ୍ରାକୃତିକ ଯୌନକ୍ରିୟା ଅପରାଧ ନୁହେଁ। ଏଭଳି ରାୟ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଛତିଶଗଡ଼ ହାଇକୋର୍ଟ। ପତ୍ନୀଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା କିମ୍ବା ତାଙ୍କୁ ଅପ୍ରାକୃତି ଯୌନ ସମ୍ପର୍କ ପାଇଁ ବାଧ୍ୟ କରିବା…