Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ଦୀପିକା, ବଢାଇଲେ ମନୋବଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ 'ପରୀକ୍ଷା ପେ ଚର୍ଚ୍ଚା'ର ଅଷ୍ଟମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ଯେଉଁଠାରେ ସେ ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ଶେୟାର କରିଛନ୍ତି। ଏଥିସହିତ ସେ ମାନସିକ…

ମିଳିଲା ଧମକ: ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରକୁ ହେବ ଆତଙ୍କୀ ହମଲା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦି ଏବେ ବିଦେଶ ଗସ୍ତରେ ଥିବା ବେଳେ ମୁମ୍ବାଇ ପୋଲିସକୁ ମିଳିଲା ଧମକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଯାତ୍ରା ପୂର୍ବରୁ ତାଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ନେଇ ଏକ ଧମକପୂର୍ଣ୍ଣ ଫୋନ୍ ମୁମ୍ବାଇ ପୋଲିସ ପାଖକୁ ଆସିଛି । ପୋଲିସ…

ଜିବିଏସ୍ ଭୂତାଣୁ ନେଲା ପ୍ରଥମ ଜୀବନ

ମୁମ୍ବାଇ: ଜିବିଏସ୍ ଭୂତାଣୁ ନେଲା ପ୍ରଥମ ଜୀବନ । ମହାରାଷ୍ଟ୍ରରେ ଜିବିଏସ ଭୂତାଣୁରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିକିତ୍ସାଧୀନ ଅବସ୍ଥାରେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମହାରାଷ୍ଟ୍ର ନାୟାର ହସ୍ପିଟାଲରେ ମୃତ୍ୟୁ ଘଟିଛି । ପୁଣେର ଜଣେ ଚାଟାର୍ଡ ​​ଆକାଉଣ୍ଟାଣ୍ଟ ଗୁଇଲେନ୍-ବେଆର…

ମହାକୁମ୍ଭ: ୧୦ଟା ସୁଦ୍ଧା ବୁଡ ପକେଇଲେଣି ୧.୩୦କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ଆଜି ପବିତ୍ର ମାଘପୂର୍ଣ୍ଣିମା। ତ୍ରିବେଶୀ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ସଙ୍ଗମରେ ବୁଡ ପକେଇବା ପାଇଁ ଦେଶ ତଥା ବିଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ । ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ । ସେଥିପାଇଁ ପ୍ରୟାଗରାଜରେ ଜମିଛି…

ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ । ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି । ଗତ ୩ ତାରିଖରୁ ମସ୍ତିଷ୍କ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସାଧୀନ…

ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜରେ ପ୍ରବଳ ଭିଡ଼: ଭାରିଯାନ ଚଳାଚଳ ଉପରେ କଟକଣା

ପ୍ରୟାଗରାଜ: ଆଜି ମାଘପୂର୍ଣ୍ଣିମା। ତ୍ରିବେଶୀ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ସାରା ଦେଶରୁ ଏପରିକି ବିଦେଶରୁ ବି ଶ୍ରଦ୍ଧାଳୁ ପହଁଚୁଛନ୍ତି ଆସ୍ଥାର ବୁଡ ପକାଇବାକୁ। ମାଘ ପୂର୍ଣ୍ଣିମା ଅବସରରେ ପ୍ରୟାଗରାଜରେ ପ୍ରବଳ ଭିଡ଼। ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଛି…

ପୁଣି ନାଁ ପରିବର୍ତ୍ତନ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଟେସଲାର ସିଇଓ ଏଲନ ମସ୍କ ଓପନଏଆଇ କିଣିବା ପାଇଁ ୯୭.୪ ବିଲିୟନ ଡଲାରର ପ୍ରସ୍ତାବ ଦେବା ପରେ ମସ୍କ ପୁଣି ଥରେ ତାଙ୍କ 'ଏକ୍ସ' ଆକାଉଣ୍ଟ ନାମକୁ ପରିବର୍ତ୍ତନ କରି 'ହ୍ୟାରି ବୋଲ୍ଜ୍' ରଖିଛନ୍ତି। ତେବେ ମସ୍କ ଏହା ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ତାଙ୍କର 'ଏକ୍ସ'  ଆକାଉଣ୍ଟର ନାମ…

ଭାରତର ଏଆଇ ବ୍ୟବସ୍ଥାକୁ ପ୍ରଶଂସା କଲେ ମାଳଦ୍ୱୀପ ବାଚସ୍ପତି

ନୂଆଦିଲ୍ଲୀ: ମାଳଦ୍ୱୀପ ସଂସଦର ବାଚସ୍ପତି ଅବଦୁଲ ରହିମ ଅବଦୁଲ୍ଲା ମଙ୍ଗଳବାର ଦିନ ସଂସଦୀୟ ପ୍ରତିନିଧିମଣ୍ଡଳୀ ସହିତ ଲୋକସଭାର କାର୍ଯ୍ୟ ବ୍ୟବସ୍ଥା ଦେଖିଥିଲେ। ମଙ୍ଗଳବାର ଦିନ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଲୋକସଭା ଚାମ୍ବରର ଅତିଥି ଏବଂ…

ଇଭିଏମ ଡାଟା ନଷ୍ଟ ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଭିଏମ ଡାଟା ନଷ୍ଟ ନକରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏକ ଆବେଦନର ଶୁଣାଣି କରି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ନିର୍ବାଚନ ପରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ତଥ୍ୟ ଡିଲିଟ୍ କରାଯାଇ ପାରିବ…

ଏଲଓସି ନିକଟରେ ଆଇଇଡି ବିସ୍ଫୋରଣ, ୨ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ ନିକଟବର୍ତ୍ତୀ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବଡଧରଣର ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ସେନା କ୍ୟାପଟେନଙ୍କ ସମେତ ଦୁଇ ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଏ ସମ୍ପର୍କରେ…