Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ଏକ ମାତ୍ର ନଦୀ ଯାହାକୁ ମା’ ନୁହଁ ବରଂ ପିତା କୁହାଯାଏ…

ନୂଆଦିଲ୍ଲୀ: ଭାରତର ସମସ୍ତ ନଦୀକୁ ମାଆର ମାନ୍ୟତା ଦିଆଯାଇଛି, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଗୋଟିଏ ନଦୀ ଅଛି ଯାହାକୁ 'ମା' ନୁହେଁ ବରଂ 'ପିତା' କୁହାଯାଏ? ଏହି ନଦୀକୁ ନାରୀ ରୂପରେ ନୁହଁ, ବରଂ ପୁରୁଷ ରୂପରେ ପୂଜା କରାଯାଏ । ମୋଟାମୋଟି ଭାବେ କହିବାକୁ ଗଲେ ଏହି ନଦୀକୁ ଦେବତା ବୋଲି…

ତୁମ ଅହଙ୍କାର ଶୌଚାଳୟରେ ଭାସିଗଲା; ଜେଲରୁ କେଜ୍ରିୱାଲଙ୍କୁ ଏଭଳି ଚିଠି ଲେଖିଲା ଠକ ସୁକେଶ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଆମ ଆଦମୀ ପାର୍ଟି (ଆପ୍) ସଂଯୋଜକ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛି ଠକ ସୁକେଶ ଚନ୍ଦ୍ରଶେଖର। ଯେଉଁଥିରେ ସେ କେଜ୍ରିୱାଲଙ୍କୁ ତାଚ୍ଛଲ୍ୟ କରିବା ସହ ଦିଲ୍ଲୀରେ ଆପର ପରାଜୟ ପାଇଁ…

‘ବନ୍ଧୁ ଟ୍ରମ୍ପଙ୍କୁ ଭେଟିବା ଅପେକ୍ଷାରେ ଅଛି’, ଆମେରିକା ଗସ୍ତ ପୂର୍ବରୁ କହିଲେ ମୋଦି

ନୂଆଦିଲ୍ଲୀ: ଆମେରିକା ଏବଂ ଫ୍ରାନ୍ସ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ମୋଦି ଆଜି ଫ୍ରାନ୍ସ ଏବଂ ଆମେରିକାର ଏକ ଉଚ୍ଚସ୍ତରୀୟ ଚାରି ଦିନିଆ ଗସ୍ତରେ ବାହାରିଯାଇଛନ୍ତି । ଏନେଇ ନିଜ ପ୍ରସ୍ଥାନ ବିବୃତ୍ତିରେ ସେ କହିଛନ୍ତି, ଯେ ସେ ତାଙ୍କ ସାଙ୍ଗଙ୍କୁ ଭେଟିବାକୁ…

ଅସୁସ୍ଥ ମାହୁନ୍ତଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲା ହାତୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଅସୁସ୍ଥ ମାହୁନ୍ତଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲା ହାତୀ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଭାବବିହ୍ୱଳ ହୋଇ ପଡିବେ। https://twitter.com/AMAZlNGNATURE/status/1887480828810133504 ଭାଇରାଲ ଭିଡିଓରେ ଦେଖାଯାଉଛି ଯେ…

ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ, କହିଲେ..‘ପରୀକ୍ଷା ଯେ ଜୀବନରେ ସବୁକିଛି, ତାହା ଭାବିବା ଭୁଲ୍’

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଏଥର ମଧ୍ୟ ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଚାପମୁକ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।…

ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ବୁଡ଼ ପକାଇଲେ ଦ୍ରୌପଦୀ ମୁର୍ମୁ। ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ରାଷ୍ଟ୍ରପତି। ତେବେ ଆଜି ପ୍ରୟାଗରାଜରେ ସ୍ବତନ୍ତ୍ର…

ପ୍ରସିଦ୍ଧ ତିରୁପତି ମନ୍ଦିର ଲଢୁ ବିବାଦ: ୪ ଜଣଙ୍କୁ ଗିରଫ କଲା ସିବିଆଇ

ଅମରାବତୀ: ପ୍ରସିଦ୍ଧ ତିରୁପତି ମନ୍ଦିର ଲଢୁ ବିବାଦରେ ସିବିଆଇ ୪ଜଣଙ୍କୁ ଗିରଫ କରିଛି। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଅର୍ପଣ କରାଯାଉଥିବା ତିରୁପତି ଲଡୁରେ ଚର୍ବି ମିଶିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ…

ଅସମ୍ଭାଳ ମହାକୁମ୍ଭ ଜନସମାଗମ: ୩୦୦ କିମି ଯାଏଁ ରାସ୍ତା ଜାମ୍

ପ୍ରୟାଗରାଜ: ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ମହାକୁମ୍ଭ ମେଳା। ଫଟୋରେ ମହାକୁମ୍ଭ ମେଳାର ଭବ୍ୟ ଆଲୋକ ଓ ପ୍ରବଳ ଜନସମାଗମ, ଗଙ୍ଗା ନଦୀ କୂଳକୁ ଏକ ଚମତ୍କାର ଦୃଶ୍ୟରେ ପରିଣତ କରୁଛି । ପ୍ରୟାଗରାଜରେ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭ ମେଳା ଆୟୋଜିତ ହୋଇଥିବା ବେଳେ ଦେଶ ବିଦେଶରୁ…

ମଣିପୁର ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଅଚଳାବସ୍ଥା। ଆଜିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ। ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ରବିବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୈତେଇ-କୁକି ସମ୍ପ୍ରଦାୟ ମଧ୍ୟରେ ପ୍ରାୟ ଦୁଇ…

ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କ ସହ ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ସମିଟରେ ସହ-ଅଧ୍ୟକ୍ଷତା କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ…