Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲଙ୍କୁ ଚାରିଆଡୁ ନିନ୍ଦା: କେନ୍ଦ୍ର ମନ୍ତ୍ରୀ କହିଲେ ମିଛ କହୁଛନ୍ତି ରାହୁଲ, ସଂସଦ ଇତିହାସରେ ଏହା କଳା ଦିନ

ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନର ୨୦ ତମ ଓ ଦ୍ୱିତୀୟ ଶେଷ ଦିନ। ଆସନ୍ତାକାଲିର ପ୍ରକ୍ରିୟା ପରେ ଏହି ଅଧିବେଶନ ଶେଷ ହେବ। ଆଜି ମଧ୍ୟ ଆମ୍ବେଦକର ପ୍ରସଙ୍ଗରେ ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ…

ଭୂତର ରହସ୍ୟ ଜାଣିଥିଲେ ଆଇନଷ୍ଟାଇନ ! ଏବେଠୁ ଆପଣ ବି ବିଶ୍ୱାସ କରିବେ

ନୂଆଦିଲ୍ଲୀ: ଦୁନିଆରେ ସତରେ କ’ଣ ଭୂତଅଛନ୍ତି? ଏହାକୁ ନେଇ ସବୁବେଳେ ବିବାଦ ଲାଗି ରହିଥାଏ। ଯଦି ଆପଣ ମଧ୍ୟ ଭୂତ ପ୍ରେତ ଉପରେ ବିଶ୍ୱାସ କରୁଛନ୍ତି ତେବେ ଆପଣ ଏକା ନୁହଁନ୍ତି, ଦୁନିଆର ଅନେକ ଲୋକ ଆତ୍ମା ଓ ମୃତ୍ୟୁ ସହ ଅନ୍ୟ ଦୁନିଆରେ ରହୁଥିବା ଲୋକଙ୍କ ଉପରେ ମଧ୍ୟ ବିଶ୍ୱାସ କରିଥାନ୍ତି। ଭୂତ…

କିଏ ହେବେ ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା? ଚର୍ଚ୍ଚାରେ… 

ଭୁବନେଶ୍ୱର: ବିଜେପି ଖୋଜୁଛି ବିକଳ୍ପ ନେତୃତ୍ୱ। କିଏ ହେବେ ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା? ନରେନ୍ଦ୍ର ମୋଦି ନା ଆଉ କିଏ? ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା। କୁହାଯାଉଛି ନରେନ୍ଦ୍ର ମୋଦିଙ୍କ ସ୍ଥାନରେ ଆଉ କିଏ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଚେହେରା। ଲୋକସଭା ନିର୍ବାଚନରେ ଘୋର୍…

ପୁଣି ଫସିଲେ ରାହୁଲ: ଏଥର ପଦ ଯିବ ନା ଯିବେ ଜେଲ୍!

ନୂଆଦିଲ୍ଲୀ: ପୁଣି ଫସିଲେ ରାହୁଲ । ରାହୁଲଙ୍କ ନାଁରେ ଏତଲା ଦେଲା ବିଜେପି ନେତୃତ୍ବାଧୀନ ଏନଡିଏ । ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ବାଏରେଡ୍ଡି ଶାବରୀ  ଏବଂ ବିଜେପି ସାଂସଦ ବାଂଶୁରୀ ସ୍ବରାଜଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସଂସଦରେ ଆକ୍ରମଣ ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ…

ସଂସଦରେ ଧକ୍କା ମାରିବା ଘଟଣା: ପ୍ରତାପ ଓ ମୁକେଶଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ସଂସଦରେ ଆଜି ଅସ୍ବଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସମ୍ବିଧାନର ସୃଷ୍ଟିକର୍ତ୍ତା ଡ.ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଆଜି ସଂସଦ ପରିସରରେ ଖଣ୍ଡଯୁଦ୍ଧ ଦେଖାଦେଇଛି। ଗୁରୁବାର ସଂସଦ ପ୍ରକ୍ରିୟା ଆରମ୍ଭ…

ଆମିଷ ଟିଫିନ ଆଣିଲେ ଛାତ୍ର, ହାଇକୋର୍ଟରେ ମାମଲା, କୋର୍ଟ କହିଲେ…

ଆହ୍ଲାବାଦ; ଖାଦ୍ୟ ସାମଗ୍ରୀକୁ ନେଇ ଗତ କିଛି ଦିନ ହେବ ଦେଶ ତଥା ବିଶ୍ୱରେ ବିଭିନ୍ନ ପ୍ରକାରର ଉତ୍ତେଜନା ଦେଖାଯାଉଛି l ବିଶେଷ କରି ଭେଜ୍ ଏବଂ ନନ୍-ଭେଜ୍ କୁ ନେଇ l ଏହାରିଭିତରେ ଉତ୍ତରପ୍ରଦେଶର ଅମରୋହାରୁ ସାମ୍ନାକୁ ଆସିଥିବା ଏକ ମାମଲା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ…

‘ଠେଲିଦେଲେ ରାହୁଲ’: ବର୍ଷିଲେ ରିଜିଜୁ, କହିଲେ ‘ବଳ ଦେଖାଉଛନ୍ତି’

ନୂଆଦିଲ୍ଲୀ: ଆଜି ସଂସଦରେ ତୁମୁଳକାଣ୍ଡ । ଠେଲାପେଲା ଭିତରେ ଆହତ ହେଲେ ବିଜେପିର ଦୁଇ ସାଂସଦ ପ୍ରତାପ ଷଢଙ୍ଗୀ ଏବଂ ମୁକେଶ ରାଜପୁତ୍ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧକ୍କାମୁକ୍କିରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ । ରାହୁଲ ଠେଲିଦେଲେ ବୋଲି…

ନୂଆ ଲୁକରେ ଡୋନାଲ୍ଡ ଟ୍ରମ୍ପ, ଭିଡିଓ ଭାଇରାଲ୍

ଫ୍ଲୋରିଡା: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ତାଙ୍କର ନୂଆ ଲୁକ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ହେୟାର ଷ୍ଟାଇଲ ମଧ୍ଯ ବଦଳିଯାଇଥିବାର ଦେଖାଯାଉଛି। ଫ୍ଲୋରିଡାରେ ଥିବା ଟ୍ରମ୍ପଙ୍କ…

40 ବର୍ଷରେ 12ଥର ଛାଡ଼ପତ୍ର, ପୁଣି ବିବାହ, କାରଣ ଜାଣିଲେ ନହସି ରହିପାରିବେନି

ନୂଆଦିଲ୍ଲୀ: ଭାରତୀୟ ପରମ୍ପରାରେ ବିବାହକୁ ଖୁବ ଉଚ୍ଚରେ ରଖାଯାଏ। କୁହାଯାଏ ବିବାହ ହେଉଛି 7 ଜନ୍ମର ସମ୍ପର୍କ। ଆମର ଏ ପ୍ରକାର ସଂସ୍କୃତି ସମାଜରେ ଗଠନାତ୍ମକ ଜୀବନଶୈଳୀ ଦେଇଥାଏ। ହେଲେ ବିଦେଶରେ ବିବାହ ଏକ ଖେଳ ଘର ଭଳି। ଜଣେ ବ୍ୟକ୍ତି ଜୀବନରେ ଅନେକ ଥର ବିବାହ କରି ଛାଡପତ୍ର ଦେବା ଘଟଣା…

ସଂସଦରେ ଠେଲାପେଲା: ଫାଟିଲା ବାଲେଶ୍ବର ସାଂସଦଙ୍କ ମୁଣ୍ଡ, ରାହୁଲ ଦେଲେ ସଫେଇ

ନୂଆଦିଲ୍ଲୀ: ସଂସଦରେ ଆଜି ଅସ୍ବଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ଠେଲାପେଲା ପରିଓ୍ଥିତି ସୃଷ୍ଟି ହେବା କାରଣରୁ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀ ଆହତ ହୋଇଯାଇଥିବା ସୂଚନା ମିଳିଛି । ଠେଲାପେଲା ମଧ୍ୟରେ ସାଂସଦ ପ୍ରତାପ ତଳେ ପଡିଯିବାରୁ…