Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୁଆଡେ ଗଲା ପୁରୁଣା ୫ ଟଙ୍କିଆ କଏନ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ମୁଦ୍ରା ନୀତିର ସଂଚାଳନ କରିଥାଏ ଭାରତୀୟ ରିଜର୍ଭ ବ୍ଯାଙ୍କ (ଆରବିଆଇ)। ଏହି ନୀତି ଅନୁସାରେ ଦେଶରେ ହୋଇଥାଏ ମୁଦ୍ରା ବା କଏନର ଉତ୍ପାଦନ ଓ ପ୍ରଚାଳନ। କେନ୍ଦ୍ର ସରକାରଙ୍କ ଅନୁମତିରେ ଏହି କାମ କରିଥାଏ ଆରବିଆଇ । ୫ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇପାରେ। ଏହାକୁ ନେଇ ସୋସିଆଲ…

ହ୍ୱାଟ୍ସଆପ୍‌ରେ ଆପଣ ମଧ୍ୟ କରନ୍ତି କି ଏହି କାମ! ହୋଇପାରେ ଜେଲ୍‌

ନୂଆଦିଲ୍ଲୀ: ସାରା ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଟ ମେସେଜିଙ୍ଗ୍‌ ପ୍ଲାର୍ଟଫର୍ମ ହେଉଛି ହ୍ୱାଟ୍ସଆପ୍‌ । ନିଜର ଦୈନନ୍ଦିନ ଜୀବନରେ ଲୋକେ ବହୁତ ମାତ୍ରାରେ ମେସେଜ ଆପ୍ ହ୍ୱାଟ୍ସଆପ୍‌ ବ୍ୟବହାର କରନ୍ତି। ଏଥିରେ ଆପଣ ଫଟୋ, ଭିଡିଓ, ଭିଡିଓ କଲ୍‌, ମେସେଜ ସହ ଅନ୍ୟାନ୍ୟ…

ଆପ ବିନା ଲାଭରେ କଂଗ୍ରେସ !

ନୂଆଦିଲ୍ଲୀ: ଏକାଠି ନୁହେଁ, ଏକା ଏକା । ଦିଲ୍ଲୀ ବିଧାନସଭା ନିର୍ବାଚନ ଏକା ଏକା ଲଢୁଛନ୍ତି କଂଗ୍ରେସ ଓ ଆପ୍ । ଲୋକସଭା ନିର୍ବାଚନରେ ଦୁଇ ଦଳ ଏକାଠି ଲଢିଥିବା ବେଳେ ବିଧାନସଭାରେ ପରସ୍ପର ବିରୋଧରେ ଲଢୁଛନ୍ତି । ୨୦୧୩ରୁ ଦିଲ୍ଲୀ ରାଜନୀତିରେ କୋଣଠେସା ହୋଇଥିବା କଂଗ୍ରେସ ପାଇଁ ଏଥର ନିର୍ବାଚନ…

ଚଳନ୍ତା ଟ୍ରେନ ଛାତରେ ରିଲ୍ସ କଲେ ବ୍ଲଗର; ନାପସନ୍ଦ କଲେ ୟୁଜର୍ସ

ନୂଆଦିଲ୍ଲୀ: ରିଲ୍ସ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଯୁବପିଢି। ଜଣେ ବ୍ୟକ୍ତି ହାଇ ସ୍ପିଡ୍ ଟ୍ରେନ ଉପରେ ଠିଆ ହୋଇ ରିଲ୍ସ ବନାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବ୍ୟକ୍ତି ଜଣକ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଚଳନ୍ତା ଟ୍ରେନ ଉପରେ ଚଢିଥିବା ନଜର…

ଜାନୁଆରୀ ପହିଲାରୁ ବଦଳିବ ବ୍ୟାଙ୍କ ସମୟ, ଘୋଷଣା କଲେ ସରକାର…

ଭୋପାଳ: ଜାନୁଆରୀ ପହିଲାରୁ ବଦଳିବ ବ୍ୟାଙ୍କ ସମୟ । ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବା ସମୟରେ ପରିବର୍ତ୍ତନ ହେବାକୁ ଯାଉଛି । ୧ ଜାନୁଆରୀ ୨୦୨୫ରେ ସବୁ ବ୍ୟାଙ୍କ ଗୋଟିଏ ସମୟରେ ଖୋଲିବ ଆଉ ଗୋଟିଏ ସମୟରେ ବନ୍ଦ ହେବ । ଆଉ ଏମିତି କିଛି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ମଧ୍ୟପ୍ରଦେଶ…

ବଢିଲା ଆଧାର ଅପଡେଟ୍ ସମୟସୀମା, ଏହି ପର୍ଯ୍ୟନ୍ତ ମାଗଣା…

ନୂଆଦିଲ୍ଲୀ: ମାଗଣା ଆଧାର କାର୍ଡ ଅପଡେଟକୁ ନେଇ ଆସିଲା ଖୁସି ଖବର । ଆଧାର ଅପଡେଟ୍ କରିବାର ସମୟସୀମା ଏବେ ପୁଣି ଥରେ ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୪ ସ୍ଥିର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ତାରିଖ ବୃଦ୍ଧି…

ଅଫିସ କର୍ମଚାରୀଙ୍କୁ ସ୍କୁଲ ପିଲାଙ୍କ ଭଳି ଦଣ୍ଡ, ଭିଡିଓ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ : ଅଫିସରେ ବି ସ୍କୁଲ ପିଲାଙ୍କ ଭଳି ମିଳିଲା ଦଣ୍ଡ । ଏମିତି ସେମିତି ଦଣ୍ଡ ନୁହେଁ, ୨୦ ମିନିଟ୍ ଛିଡ଼ା କରାଇ ଦେଲେ କମ୍ପାନିର ବସ୍। ବାରମ୍ୱାର ଲୋକଙ୍କୁ ଛିଡ଼ା କରାଇ ହଇରାଣ କରିବା ପ୍ରତି ବଦଳରେ ଏମିତି ଦଣ୍ଡ ଦେଇଛନ୍ତି କମ୍ପାନିର ସିଇଓ। ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ…

ଖୁସିରେ ରୁହ, ବିବାହ କରିନେବ; ଆତ୍ମହତ୍ଯା ପୂର୍ବରୁ ପ୍ରେମିକଙ୍କ ପାଇଁ ଭିଡିଓ ବାର୍ତ୍ତା… 

ସୁରଟ: ଗୁଜୁରାଟର ପାଲନପୁରସ୍ଥିତ ଅଞ୍ଚଳରେ ଜଣେ ୨୭ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏହା ପୂର୍ବରୁ ସେ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ଯରେ ଦୁଇଟି ଭିଡିଓ ରେକର୍ଡିଂ କରିଥିବା ଜଣାପଡିଛି। ପୋଲିସର ସୂଚନାନୁସାରେ ଉକ୍ତ ଯୁବତୀଙ୍କ ନାମ ରାଧା। ଯିଏକି  ତାଙ୍କ ଭଉଣୀଙ୍କ ସହ…

ଦୁନିଆର ସବୁଠୁ ଧନୀ ଭିକାରି, ପାଖରେ ଅଛି ୭ କୋଟିର ସମ୍ପତ୍ତି

ମୁମ୍ୱାଇ: ଆମେ ରାସ୍ତାରେ ଅନେକ ସମୟ ରେ ଭିକାରି ମାନଙ୍କୁ ଭିକ ମାଗୁଥିବା ର ଦେଖିବାକୁ ପାଇଥାଉ l ଯେଉଁ ମାନଙ୍କର ମାଗିବା ଶୈଳୀ ଏଭଳି ହୋଇଥାଏ ଯେ ଯାହାଙ୍କୁ ଦେଖି ମନରେ ଦୟା ଆସିଥାଏ l ସେହିଭଳି ଜଣେ ଭିକାରି ହେଉଛନ୍ତି ଭାରତ ଜୈନ l ଯାହାଙ୍କ ବ୍ୟାଙ୍କ ବାଲାନ୍ସ ତାଙ୍କର ପରିଚୟ ଦେଇଥାଏ ଯେ…

ଆମ୍ବେଦକରଙ୍କୁ ନେଇ ଫ୍ୟାସନ୍ ଟିପ୍ପଣୀ: ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆମ୍ବେଦକରଙ୍କ ବିଷୟରେ ମନ୍ତବ୍ୟକୁ ନେଇ ଆଜି ସଂସଦରେ ଜୋରଦାର ବିରୋଧ କରିଛି କଂଗ୍ରେସ । ଏହାକୁ ନେଇ ଆଜି କଂଗ୍ରେସ ସାଂସଦମାନେ ଅମିତ୍ ଶାହଙ୍କୁ ବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ତାଙ୍କ ଇସ୍ତଫା ଦାବି କରିଥିଲେ । ଏଭଳି…