Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ, ଅର୍ଥମନ୍ତ୍ରୀ ଦେଲେ ବିସ୍ଫୋରକ ତଥ୍ୟ

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ଠାରୁ ବଡ଼ ଆକାରର ସମ୍ପତ୍ତି ଜବତ। ଦେଶରେ ବ୍ୟାଙ୍କଗୁଡିକୁ ଚୂନା ଲଗାଇ ଏମାନେ ଦେଶ ଛାଡିଥିଲେ। ଏବେ ଏହି ଦୁଇଠକଙ୍କ ଠାରୁ ଭାରତ ସରକାର କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରବାରେ ସଫଳ ହୋଇଛନ୍ତି। କେବଳ ବିଜୟ ମାଲ୍ୟାଙ୍କ ଠାରୁ ୧୪ହଜାର ୧୩୧ଟଙ୍କା…

ଭାରତରେ ଥରେ ନୁହେଁ ୫ଥର ପାଳନ ହୁଏ ନୂଆବର୍ଷ

ନୂଆଦିଲ୍ଲୀ; ଆଉ ଦିନ କେଇଟାରେ ସରିଯିବ ବର୍ଷ ୨୦୨୪ । ନୂଆ ଉନ୍ମାଦନା ଓ ନୂଆ ଆଶା ନେଇ ପୁଣି ଆସିବ ଆଉ ଏକ ବର୍ଷ, ନୂଆ ବର୍ଷ । ସବୁକିଛି ଲାଗିବ ନୂଆ ନୂଆ । ପୁରୁଣାକୁ ବିଦାୟକାଳୀନ ଦୁଃଖ ଓ ନୂଆକୁ ସ୍ୱାଗତ କରିବାର ଆନନ୍ଦରେ ମନ ଓ ହୃଦୟ ଖୋଜିବ କିଛି ନୂଆ ସମ୍ଭାଷଣ । ଆଉ ଏହାରି ଭିତରେ…

କାହିଁକି ଏକକ ନିର୍ବାଚନରେ ମତ ଦେଲେନି ଗଡକରୀଙ୍କ ସମେତ ବିଜେପିର ୧୯ ସାଂସଦ?

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ସରକାରଙ୍କ ପକ୍ଷରୁ ଲୋକସଭା ସଦନରେ ବହୁ ଚର୍ଚ୍ଚିତ ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ ଆଗତ ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରୀ ଏହାକୁ ଗୃହରେ ଉପସ୍ଥାପନା କରିଥିବା ବେଳେ ଏହାକୁ ନେଇ ଭୋଟିଂ ପ୍ରକ୍ରିୟା ଦ୍ବାରା ମତ ଗ୍ରହଣ କରାଯାଇଥିଲା । ହେଲେ ସବୁଠୁ…

ପୁଷ୍ପା ୨ ପ୍ରିମିୟର୍ ସୋ ବେଳେ ଦଳାଚକଟା ଘଟଣା; ବିଗୁଡୁଛି ହସ୍ପିଟାଲରେ ଚିକିତ୍ସିତ ନାବାଳକର ଅବସ୍ଥା

ହାଇଦ୍ରାବାଦ; ଗତ ଡିସେମ୍ବର 4 ରେ ପୁଷ୍ପା 2 ର ପ୍ରିମିୟର୍ ସୋ ସମୟରେ ହାଇଦ୍ରାବାଦର ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟା ଘଟଣାରେ ଆହତ ଶିଶୁର ଅବସ୍ଥା ବିଗିଡ଼ିବାରେ ଲାଗିଛି l ଏବେ ସେ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରେ ରହି ଚିକିତ୍ସିତ ହେଉଛନ୍ତି l ଏନେଇ ଗତକାଲି ହାଇଦ୍ରାବାଦର କିମ୍ସ…

ଆମଠୁ ଯିଏ ଯେତିକି ଶୁଳ୍କ ନେବ ଆମେ ମଧ୍ୟ ତାଙ୍କ ଠାରୁ ସେତିକି ଆଣିବୁ: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ​​ଜିତିବା ଦିନଠାରୁ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି l ଏବେ ତାଙ୍କର ଆଉ ଏକ ନିଷ୍ପତ୍ତି ଉଭୟ ଭାରତ ଏବଂ ଚୀନ୍ ପାଇଁ ଚିନ୍ତାର କାରଣ ହୋଇଛି। ଏକ କାର୍ଯ୍ୟକ୍ରମ ଯୋଗ ଦେଇ ଟ୍ରମ୍ପ ଭାରତକୁ…

ଭୟାଭୟ ଅଗ୍ନିକାଣ୍ଡ, ୬ ମୃତ, ୪ ଗୁରୁତର

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲା ଶିବନଗରରେ ଗତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଜଣଙ୍କ ଘରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ…

ଡଙ୍ଗା ବୁଡ଼ି ୨୫ ମୃତ, ୧୨ ନିଖୋଜ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋ ସ୍ଥିତ ଫିମି ନଦୀରେ ଡଙ୍ଗା ବୁଡ଼ି ୨୫ ମୃତ, ୧୨ ନିଖୋଜ । ଶହେରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜଧାନୀ କିନ୍‌ସାସାର ଉତ୍ତର-ପୂର୍ବ ଇନୋଙ୍ଗୋ ସହର ନିକଟରେ ଏହି ଦୁର୍ଘଟଣା ହୋଇଛି । ଅତ୍ୟଧିକ ଲୋକ ଡଙ୍ଗାରେ…

ସରକାରଙ୍କ ବଡ ଦାବି, କର୍କଟ ଟିକା ପ୍ରସ୍ତୁତ କଲା ଋଷ

ନୂଆଦିଲ୍ଲୀ: କର୍କଟ । ଯେଉଁ ରୋଗ ପାଇଁ ଆଜି ପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ଗଲାଣି । ଏବେ ବି ସାରା ବିଶ୍ଵରେ କର୍କଟ ଭଳି ଏକ ଗୁରୁତର ରୋଗରେ ଅନେକ ଲୋକ ପୀଡିତ । ଏଭଳି ପରିସ୍ଥିତିରେ ଋଷ ଏକ ବଡ ଦାବି କରିଛି । ଯାହା ସମଗ୍ର ବିଶ୍ୱକୁ ଏବେ ଆଶ୍ଵସ୍ତି ପ୍ରଦାନ କରିଛି । ଋଷ କହିଛି ଯେ, ସେ…

ଲାଲକୃଷ୍ଣ ଆଡଭାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର: ଖୁବ୍‌ ଶୀଘ୍ର ପ୍ରାଇଭେଟ୍‌ ୱାର୍ଡକୁ ସିଫ୍ଟ ହେବେ

ନୂଆଦିଲ୍ଲୀ : ଦେଶର ପୂର୍ବତନ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର।ଆଗାମୀ  ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କୁ   ଆଇସିୟୁରୁ ପ୍ରାଇଭେଟ୍‌ ୱାର୍ଡକୁ ସିଫ୍ଟ କରାଯିବାର ସମ୍ଭାବନା ରହିଛି। ୧୨ ଡିସେମ୍ୱରରେ ସ୍ୱାସ୍ଥ୍ୟାବସ୍ଥା…

ଛୁଆ ଆଶାରେ କୁକୁଡ଼ା ଚିଆଁ ଗିଳି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ

ରାୟପୁର: ତନ୍ତ୍ରମନ୍ତ୍ର ଯୋଗୁଁ ଦେଶରେ ଅନେକ ଜୀବନ ଯାଉଛି। ନିକଟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେଉଁଠି ତନ୍ତ୍ରମନ୍ତ୍ର ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ଜୀଅନ୍ତା କୁକୁଡା ଚିଆଁ ଗିଳି ଦେଇଛନ୍ତି। ଯେଉଁଥିପାଇଁ…