Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Mahhi Vij and Jay Bhanushali: ୧୫ ବର୍ଷର ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଛେଦ…ଅଲଗା ହେଲେ ଜୟ-ମାହି

ମୁମ୍ବାଇ: ବିବାହର ୧୫ ବର୍ଷ ପରେ ବୈବାହିକ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଜଣାଶୁଣା ଟେଲିଭିଜନ ଦମ୍ପତି ଜୟ ଭାନୁଶାଳୀ ଏବଂ ମାହି ବିଜ୍  । ଉଭୟ ଅନେକ ଧାରାବାହିକରେ ଏକାଠି କାମ ମଧ୍ୟ କରିଛନ୍ତି । କିଛି ଦିନ ଧରି ସେମାନଙ୍କ ସମ୍ପର୍କରେ ଫାଟ ପଡିଥିବା ନେଇ ଚର୍ଚ୍ଚା ହେଉଥିଲା…

Ambani donates Rs 5 crore: ଶ୍ରୀ କଷ୍ଟଭଞ୍ଜନ ଦେବ ହନୁମାନଜୀ ମନ୍ଦିରକୁ ୫ କୋଟିର ଦାନ ଦେଲେ ଅମ୍ବାନୀ

ନୂଆଦିଲ୍ଲୀ:  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏକ  ଆଧ୍ୟାତ୍ମିକ ଭାବନା ସହିତ ୨୦୨୬ ବର୍ଷ ଆରମ୍ଭ କରିଛନ୍ତି। ସେ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହିତ ଗୁଜରାଟ ଧାର୍ମିକ ଗସ୍ତରେ ଅଛନ୍ତି।  ଅମ୍ବାନୀ ପରିବାର ବୋଟାଡ ଜିଲାର ପ୍ରସିଦ୍ଧ…

ଭେନେଜୁଏଲାରେ ଆମେରିକାର ଆକ୍ରମଣକୁ କଡା ନିନ୍ଦା କରି ଏପରି କହିଲେ କଂଗ୍ରେସ ସାଂସଦ…

ନୂଆଦିଲ୍ଲୀ: ଭେନେଜୁଏଲାରେ ଆମେରିକାର ବିମାନ ଆକ୍ରମଣକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସେ ଏହାକୁ "ଆନ୍ତର୍ଜାତୀୟ ମାନଦଣ୍ଡର ଖୋଲା ଉଲ୍ଲଂଘନ" ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ,…

Delhi Riots: ଦିଲ୍ଲୀ ଦଙ୍ଗା ମାମଲା: ୨ମୁଖ୍ୟ ଅଭିଯୁକ୍ତ ଶର୍ଜିଲ-ଉମରଙ୍କ ଜାମିନ୍ କାହିଁକି ଖାରଜ୍ କଲେ…

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଅଭିଯୁକ୍ତ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆଜି ୨୦୨୦ରେ ଘଟିଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅନ୍ୟପଟେ ଜେଲରେ ଥିବା ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ୧୨ଟି ସର୍ତ୍ତ ସହିତ…

Gold, Silver Price Hike: ୨ ଲକ୍ଷ ମୁହାଁ ସୁନା ଦର… ପ୍ରଭାବିତ କଲା ଆମେରିକା ଆକ୍ରମଣ…

ନୂଆଦିଲ୍ଲୀ: ପୂର୍ବରୁ ଉପର ମୁହାଁ ସୁନା ଲକ୍ଷେ ଟପିବା ପରେ ଏବେ ୨ ଲକ୍ଷ ମୁହାଁ ମାଡ଼ିଛି ବିଶ୍ଵ ଭୂରାଜନୈତିକ ଉତ୍ତେଜନା ପକାଉଛି ପ୍ରଭାବ ରୂପା ଦରରେ ବି ବଡ଼ ଲମ୍ଫ ୨୦୨୫ ଶେଷରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଥିଲା, କିନ୍ତୁ ବର୍ତ୍ତମାନ ନୂତନ ବର୍ଷ ରେ ଏହା ପୁଣି ଥରେ ବୃଦ୍ଧି…

ପ୍ରଥମ ନୁହଁନ୍ତି ମାଦୁରୋ, ୩୬ ବର୍ଷ ପୂର୍ବେ ଏହି ଶାସକଙ୍କୁ ଉଠାଇ ଆଣିଥିଲା ଆମେରିକା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୩ ରେ ଭେନେଜୁଏଲା ଉପରେ ଏକ ଆକ୍ରମଣ କରି ନିଜ ସୈନ୍ୟମାନଙ୍କ ଦ୍ଵାରା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲେ ଏବଂ ଦେଶର ସାମରିକ ଘାଟି ସମେତ ଦେଶ ଉପରେ ବଡ଼ ଧରଣର ଆକ୍ରମଣ…

West Bengal Assembly elections: ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିକୁ ଲାଗିଲା ଶକ୍ତ ଝଟକା…

ନୂଆଦିଲ୍ଲୀ: ଆଗାମୀ କିଛି ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ବଙ୍ଗଳାରେ ରାଜନୈତିକ ଉଷ୍ମତା ଅଧିକ ରହିଛି। ଗତ ବିଧାନସଭା ନିର୍ବାଚନରେ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା…

ଜଳ ପଥରେ ଭାରତକୁ ବଡ ଆକ୍ରମଣ କରିବାର ଯୋଜନା କରୁଛି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା: ରିପୋର୍ଟ

ଶ୍ରୀନଗର: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି ଯେ, ଲସ୍କର-ଏ-ତୈବା ଏବଂ ଏହାର ସହଯୋଗୀ ସଂଗଠନ, ଜେକେୟୁଏମ୍ ସହ ମିଶି ସାରା ଦେଶରେ ଓ୍ବାଟର ଟେରର ନେଟଓ୍ବାର୍କ ଗଠନ କରୁଛି । ରିପୋର୍ଟ ଅନୁଯାୟୀ,…