Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମା’ଙ୍କ ଶେଷକୃତ୍ୟ ପାଇଁ ମିଳିଲା ପାରୋଲ: ୬୫୪ ଦିନ ପରେ ୫ ଘଣ୍ଟା ପାଇଁ ଜେଲ୍ ରୁ ବାହାରିଲେ ଚିନ୍ମୟ କୃଷ୍ଣ

ବାଂଲାଦେଶ : ମା’ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଗୋଟିଏ ବୋଲି ଆଶା ଥିଲା—ଥରେ ହେଲେ ଜେଲ୍‌ରେ ଥିବା ପୁଅକୁ ଆଖିପୁରାଇ ଦେଖିବେ। କିନ୍ତୁ ସେହି ଆଶା ଅପୂରଣୀୟ ରହିଗଲା। ଶେଷରେ ଆଜି ସକାଳେ ଜୀବନ ସହ ସଂଗ୍ରାମ କରି ଆରପାରିକୁ ଚାଲିଗଲେ ହିନ୍ଦୁ ପୂଜାରୀ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ୭୨…

‘କ୍ୟାାଟ କିଲର’ର ଭୟ! ୨୦ ବିଲେଇଙ୍କ ମୃତ୍ୟୁ; ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ୫୦,୦୦୦ ଟଙ୍କା…

ମୁମ୍ବାଇ:ଗତ ଏକ ମାସ ଧରି କ୍ରମାଗତ ଭାବେ ବିଲେଇଙ୍କ ମୃତ୍ୟୁ ଏବଂ ସେମାନଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁଯାୟୀ, ଅଗଷ୍ଟ ମାସରୁ ପଞ୍ଜରାପୋଲ ଅଞ୍ଚଳରେ ପ୍ରାୟ ୨୦ଟି ବିଲେଇଙ୍କୁ ମାରିଦିଆଯାଇଛି। ଏହି ବିଲେଇଗୁଡ଼ିକ ମଧ୍ୟରୁ…

ଭାରତରେ କାହିଁକି ଶସ୍ତା ହେଉନି ଆପଲ୍ ଫୋନ୍?

ନୂଆଦିଲ୍ଲୀ : ଭାରତରେ ଆଇଫୋନ୍ ପ୍ରସ୍ତୁତି ଓ ଆସେମ୍ୱଲି ବୃଦ୍ଧି ପାଇବା ସତ୍ତ୍ୱେ କମ୍ପାନୀ କାହିଁକି ଦାମ୍ କମାଉନାହିଁ, ତାହାକୁ ନେଇ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଠିଛି। ତେବେ ଏହା ପଛରେ ରହିଛି ବୈଶ୍ୱିକ ସେମିକଣ୍ଡକ୍ଟର ଚିପ୍‌ ସଙ୍କଟ ଏବଂ ଆପଲ୍‌ର ପ୍ରିମିୟମ୍ ମାର୍କେଟିଂ ରଣନୀତି।…

Virushka in “Hanuman Ansh”: ଦର୍ଶକଙ୍କ ମନ କିଣୁଛି ‘ହନୁମାନ ଅଂଶ’, ଆସିବ ସିକ୍ବେଲ୍…ପାର୍ଟ-୨ରେ ହେବ…

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ହନୁମାନ ଅଂଶ’। ଫିଲ୍ମର ସଫଳତା ମଧ୍ୟରେ ଏହାର ଆଗାମୀ ଦୁଇଟି ପାର୍ଟକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ମେକର୍ସ। ନିର୍ମାତା ନମ୍ରତା ସିଂହ କହିଛନ୍ତି, ଆରମ୍ଭରୁ ହିଁ ଏହାକୁ ଟ୍ରିଲୋଜି ଭାବେ ତିଆରି କରିବାର ଯୋଜନା ଥିଲା। ପ୍ରଥମ ଫିଲ୍ମରେ…

‘Rahul mian’: ରାହୁଲ ମିଆଁ ବୋଲି ଡାକି କଲେ ସମ୍ବୋଧନ, ବିଦେଶୀ ସଂସ୍କୃତିରେ ବଢ଼ିଛନ୍ତି କହି…

ନୂଆଦିଲ୍ଲୀ: ବନ୍ଦେ ମାତରମକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ବିଜେପି ଜାତୀୟ ସଭାପତି ନିତିନ ନବୀନ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଏପରିକି ସେ ରାହୁଲଙ୍କୁ ‘ମିଆଁ’ ବୋଲି ସମ୍ବୋଧନ କରି…

ବିଦ୍ୟୁତ ଖୁଣ୍ଟକୁ ପିଟି ଜଳିଗଲା ଟ୍ରକ୍: ଡ୍ରାଇଭର ମୃତ, ୨୦୦ ଛେଳି ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ତେଲେଙ୍ଗାନାରେ ଭୟଙ୍କର ଦୁର୍ଘଟଣା। ବିଦ୍ୟୁତ ଖୁଣ୍ଟକୁ ପିଟି ଜଳିଗଲା ଟ୍ରକ୍। ଡ୍ରାଇଭର ମୃତ, ୧୫୦ ରୁ ୨୦୦ ଛେଳି ଜୀବନ୍ତ ଦଗ୍ଧ। ତେଲେଙ୍ଗାନା ମହାବୁବନଗର ୪୪ ନଂ ଜାତୀୟ ରାଜପଥ ଭୂତପୁର ଗାଁ ନିକଟରେ ଦୁର୍ଘଟଣା ଘଟିଛି। ଆଜି ଭୋର ପ୍ରାୟ ୪ଟା ସମୟରେ ମହାବୁବ୍‌ନଗର ଜିଲ୍ଲା…

Fake PMO ID: ଫେକ୍ PMO କାର୍ଡ ଦେଖାଇ ପଶିବାକୁ ଚେଷ୍ଟା କରୁଥିଲେ ପୁଅ, ପଚାରିବାରୁ ଚିହିଁକି ଉଠିଲେ ବାପା…କ୍ୟାମେରା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁମ୍ବାଇ କାର୍ଯ୍ୟକ୍ରମ ପୂର୍ବରୁ ଫେକ୍ PMO ପରିଚୟପତ୍ର ଦେଖାଇ ଚର୍ଚ୍ଚାକୁ ଆସିଥିବା ରୋହନ ପାରେଖ ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ତଦନ୍ତରେ ରୋହନ PMOରୁ କୌଣସି ଅଧିକାରିକ ଇ-ମେଲ୍ ପାଇନଥିବା କଥା ସାମ୍ନାକୁ ଆସିଥିବା ବେଳେ, ତାଙ୍କ…

ଜୋର୍ଡାନରେ ଇରାନର ବଡ଼ ହମଲା: ଆମେରିକୀୟ ଏୟାରବେସ୍ କୁ ଟାର୍ଗେଟ୍ କଲା ଇରାନ

ଅମ୍ମାନ: ଗତ କିଛି ଦିନ ମଧ୍ୟରେ ଆମେରିକା ଅନେକ ଇରାନୀ ତେଲ ଟ୍ୟାଙ୍କରକୁ ନଷ୍ଟ କରିଦେଇଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କହିଥିଲା ଯେ ଆମେରିକାର ଏହି ଆକ୍ରମଣର ଜବାବ ଖୁବ୍ ଶୀଘ୍ର ଦେବ। CBS ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ଇରାନ ଜୋର୍ଡାନରେ ବଡ଼ ହମଲା…

PM-Xi Jinping Bilateral: ଆସୁଛନ୍ତି ଜିନପିଙ୍ଗ…ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ବଡ଼ ବୈଠକ?

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍! ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ବଡ ବୈଠକ! ଗଲୱାନ ପରେ ପ୍ରଥମ ଥର ଭାରତରେ ଭେଟାଭେଟି ହେବେ ଦୁଇ ନେତା ଯାହା ଭାରତ-ଚୀନ ସମ୍ପର୍କକୁ ନୂଆ ମୋଡ଼ ଦେଇପାରେ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ଶନିବାର…

ଦେଶବ୍ୟାପୀ ଆସନ୍ତାକାଲି ବ୍ୟାଙ୍କ ଧର୍ମଘଟ, ସପ୍ତାହକୁ ୫ ଦିନ କାମ…

ନୂଆଦିଲ୍ଲୀ: ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ସେପ୍ଟେମ୍ବର ୧୧ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବ। ସରକାର ଏବଂ ବ୍ୟାଙ୍କ ୟୁନିଅନ୍ ମଧ୍ୟରେ ଧର୍ମଘଟ ସ୍ଥଗିତ ରଖିବା ସମ୍ପର୍କରେ ଆଲୋଚନା ହୋଇଥିଲା କିନ୍ତୁ…