Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବିଗିଡି ଯାଉଛି ଟିମ କମ୍ବିନେସନ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ଭାରତ ତାର ସମସ୍ତ ମ୍ୟାଚ, ସୁରକ୍ଷା ଦୃଷ୍ଟିକୋଣରୁ ଦୁବାଇରେ ଖେଳିବ । ଫେବୃୟାର ୨୦ରୁ ଏହା ଆରମ୍ଭ ହେବ । ଟିମ କମ୍ବିନେଶନ ନେଇ ଭାରତୀୟ ଦଳର ମ୍ୟାନେଜମେଂଟ…

ଅଧାରେ ଅଟକିଲା କି ହୋଣ୍ଡା ଓ ନିସାନର ମିଶ୍ରଣ?

ନୂଆଦିଲ୍ଲୀ: ହୋଣ୍ଡା ଏବଂ ନିସାନ ଦୁଇଟି ନାମିଦାମି ଜାପାନୀ ଅଟୋମୋବାଇଲ କମ୍ପାନୀ। ଏହା ପରସ୍ପର ସହ ମିଶ୍ରଣ ହେବାକୁ ଥିବା ବେଳେ ଆଲୋଚନା ଅଧାରେ ଅଟକିଛି। ସୂଚନା ଅନୁଯାୟୀ, ନିସାନକୁ ସହାୟକ କମ୍ପାନୀ କରିବାର ସଙ୍କେତ ପରେ ବୋର୍ଡ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଥିଲା। ତେବେ ବୋର୍ଡ…

ଆଶ୍ଚର୍ଯ୍ୟ କରାଇବ ଦିଲ୍ଲୀ ନିର୍ବାଚନ: କଂଗ୍ରେସର ଭିତିରି ଗେମ, ଆପ ପାଇଁ ଅଡୁଆ

ନୂଆଦିଲ୍ଲୀ : ୨୦୧୫ ଥିଲା ଆପ୍ ପାଇଁ ବେଶ୍ ସହଜ, ୨୦୨୦ ହୋଇଥିଲା ତାଠାରୁ ଆହୁରି ସହଜ, ହେଲେ ୨୦୨୫ ସେତେଟା ସହଜ ନାହିଁ । କାରଣ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପାଇଁ ସରକାର ବିରୋଧୀ ହାୱା ବଡ଼ ଅଡୁଆ ହୋଇଛି । ଅବକାରୀ…

ହାତକଡି ପକାଇ ଭାରତୀୟଙ୍କୁ ପଠାଉଛି ଆମେରିକା, ଜାଣନ୍ତୁ କଣ ରହିଛି ସତ୍ଯତା

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଆମେରିକାର ଏକ ସାମରିକ ବିମାନ ଅବୈଧ ଭାରତୀୟ ପ୍ରବାସୀଙ୍କୁ  ନେଇ ଅମୃତସରରେ ଅବତରଣ କରିଛି। କଂଗ୍ରେସ ପକ୍ଷରୁ ସେୟାର କରାଯାଇଥିବା ଏକ ଫଟୋରେ ଦେଖାଯାଉଛି ଯେ, ବିମାନରୁ ଓହ୍ଲାଇଲା ବେଳେ ପ୍ରବାସୀଙ୍କ ହାତରେ ହାତକଡ଼ି ଏବଂ…

ଚମକାଇଲା ନୂଆ ଏକ୍‌ଜିଟ ପୋଲ, କଂଗ୍ରେସକୁ ଏତେ ସିଟ, ପଛରେ ଆପ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ଆସିଥିବା ଭୋଟ ବାହୁଡା ମତ କହୁଛି ଏଥର ସେଠାରେ ବିଜେପି ସରକାର। ଅଧିକାଂଶ ଏକଜିଟ ପୋଲରେ ପଛରେ ପଡିଛି ଆପ। ଦିଲ୍ଲୀ ବିଧାନସଭାର ୭୦ ଆସନ। ଆଉ ମ୍ୟାଜିକ ନମ୍ବର ପାଇଁ ୩୬ ସିଟ୍ ଦରକାର ଥିବା ବେଳେ ବିଭିନ୍ନ ସଂସ୍ଥା କରିଛନ୍ତି ଭିନ୍ନ ଭିନ୍ନ ଆକଳନ। ମେଟ୍ରିଜ୍ (…

୧୮ ଅଣହିନ୍ଦୁ କର୍ମୀଙ୍କୁ ବାହାର କଲେ ତିରୁପତି ମନ୍ଦିର ବୋର୍ଡ

ତିରୁପତି: ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ପରିଚାଳନା କମିଟି ୧୮ ଜଣ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ପ୍ରସ୍ତୁତ ହେଉଛି। ସମସ୍ତେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର ନିୟମ ବିରୁଦ୍ଧରେ କାମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଟ୍ରଷ୍ଟ ୧୮ ଜଣ…

ମହାକାଶରେ କିଭଳି ସଫା ହୁଏ ଆଷ୍ଟ୍ରୋନଟଙ୍କ ପୋଷାକ… 

ନୂଆଦିଲ୍ଲୀ: ମହାକାଶରେ ଦୀର୍ଘ ମାସ ଧରି ଫସି ରହିଛନ୍ତି ଆଷ୍ଟ୍ରୋନଟ୍ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ। ଖାସକରି ମହାକାଶଚାରୀମାନେ ବର୍ତ୍ତମାନ ସମୟରେ ତିନିରୁ ଆଠ ମାସ ଧରି ମହାକାଶରେ ରହିବା ସହ ସେଠାରେ ଶୋଇବା, ଖାଇବା ଓ ବ୍ୟାୟାମ ମଧ୍ଯ କରୁଛନ୍ତି। ଏହାରି ମଧ୍ୟରେ ମନରେ ପ୍ରଶ୍ନ ଆସେ…

ଏକଜିଟ୍ ପୋଲ୍ ସର୍ଭେ; ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ରାଜ! 

ନୂଆଦିଲ୍ଲୀ: ବଦଳିଲା ଦିଲ୍ଲୀର ସମୀକରଣ। ଚମକାଇ ଦେଇଛି ଦିଲ୍ଲୀ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ସର୍ଭେ। ୨୭ ବର୍ଷର ବନବାସ ସାରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ନେଇ ଅଧିକାଂଶ ବୁଥ ବାହୁଡା ସର୍ଭେ ସଙ୍କେତ ଦେଇଛନ୍ତି। ଯଦି ଏଭଳି ହୁଏ ତେବେ ଦଳ ଗଠନ ପରଠୁ ସବୁଠୁ ବଡ ଝଟକାର ସାମନା…

ୟୁସିସି ଲାଗୁ ହେବା ପରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ-ଇନ୍ ଦମ୍ପତି

ଡେରାଡୁନ: ଜାନୁଆରୀ ୨୭ ତାରିଖରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାର ନଅ ଦିନ ପରେ, ପ୍ରଥମ ଲିଭ-ଇନ୍ ଦମ୍ପତି ନୂତନ ଆଇନ ଅନୁଯାୟୀ ସଫଳତାର ସହ ପଞ୍ଜୀକରଣ କରିଛନ୍ତି। ଯେତେବେଳେ କି ସରକାରୀ ୱେବସାଇଟ୍ ଅନୁଯାୟୀ ଅନ୍ୟ ଦୁଇଟି ଆବେଦନ ବର୍ତ୍ତମାନ ସମୀକ୍ଷାାଧୀନ ରହିଛି।…

ପୁରୀରେ ହୋଟେଲ ବୁକିଂ କରିବାକୁ ଯାଇ ୯୩ ହଜାର ଟଙ୍କା ହରାଇଲେ ମହିଳା

ପୁରୀ: ଆମେ ଯେତେବେଳେ ବାହାରକୁ ବୁଲିବାକୁ ଯାଉ, ପ୍ରଥମେ ଆମେ ଏକ ହୋଟେଲ ବୁକ୍ କରିଥାଉ। ଆଜିକାଲି ଅଧିକାଂଶ ପର୍ଯ୍ୟଟକ ଅନଲାଇନରେ ହୋଟେଲ ବୁକ୍ କରିବାକୁ ପସନ୍ଦ କରନ୍ତି, କିନ୍ତୁ ଡିଜିଟାଲ୍ ଦୁନିଆ ଯୋଗୁଁ ପର୍ଯ୍ୟଟକମାନେ ଅନଲାଇନରେ ହୋଟେଲ ବୁକିଂ ସମୟରେ ମଧ୍ୟ ଠକେଇର ସମ୍ମୁଖୀନ ହେଉଛନ୍ତି।…