Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ନିର୍ବାଚନରେ ଆରପାରର ଲଢେଇ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଚାଲିଛି । ଏଥର ଦିଲ୍ଲୀରେ ତିନି ପ୍ରମୁଖ ଦଳ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରପାରର ଲଢେଇ ହେଉଛି । ବାଜିରେ ଲାଗିଛି ଅନେକ କିଛି । ୨୦୧୩କୁ ଛାଡିଦେଲେ ଏପର୍ଯ୍ୟନ୍ତ ସବୁ ନିର୍ବାଚନରେ ସ୍ପଷ୍ଟ ଜନାଦେଶ ଦେଇଛି ଦିଲ୍ଲୀ । ଏଥର…

ଦେଶରେ ଆମିଷ ବନ୍ଦ କରିବାକୁ ଶତୃଘ୍ନ ସିହ୍ନାଙ୍କ ଦାବି

ମୁମ୍ବାଇ: ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ପ୍ରଶଂସା କରିବା ସହ ସାରା ଦେଶରେ ଆମିଷ ଖାଦ୍ୟ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ କେବଳ ଗୋମାଂସ ନୁହେଁ, ଆମିଷ ଖାଦ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ…

ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ପହଞ୍ଚିଲା C-17 ବିମାନ, ଅମୃତସରରେ କଲା ଅବତରଣ

ଅମୃତସର: ବୁଧବାର ଅପରାହ୍ନରେ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ସାମରିକ ବିମାନ ଅମୃତସରରେ ଅବତରଣ କରିଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦାୟିତ୍ୱ ନେବା ପରେ ଦେଶରେ ପ୍ରବାସୀମାନଙ୍କ ବିରୁଦ୍ଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ। ଏହି ବିମାନରେ ୨୦୫ ଜଣ ଲୋକ ଥିଲେ ବୋଲି ଜଣା ପଡ଼ିଛି,…

ଥରେ ଟଙ୍କା ଦିଅନ୍ତୁ, ବର୍ଷସାରା ଟୋଲ୍ ଛାଡ଼ ପାଆନ୍ତୁ: ‘ଲାଇଫଟାଇମ୍ ପାସ୍’ ପାଇଁ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥରେ ଯାତ୍ରା କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର। ସରକାର ଖୁବ୍‌ଶୀଘ୍ର ମଧ୍ୟବିତ୍ତ ପରିବାର ଏବଂ ଗାଡ଼ି ମାଲିକମାନଙ୍କୁ ଆଉ ଏକ ଉପହାର ଦେଇପାରନ୍ତି। ସରକାର ଏକ ବାର୍ଷିକ ଟୋଲ୍ ପାସ୍ ପ୍ରଚଳନ କରିବାକୁ ଯାଉଛନ୍ତି। ଏହି ପାସ୍ ପାଇଁ ଆପଣଙ୍କୁ…

ଦ୍ୱିତୀୟ ବିବାହରେ ଛାଡପତ୍ର ହେଲେ ମଧ୍ୟ ମିଳିବ ଭରଣ ପୋଷଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହରେ ଛାଡପତ୍ର ହେଲେ ଭରଣପୋଷଣ ଖର୍ଚ୍ଚ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ପ୍ରଦାନ କରିଛନ୍ତି । ଆଜି ତେଲଙ୍ଗାନାର ଏକ ମାମଲାରେ ରାୟ ଦେବା ସମୟରେ କୋର୍ଟ କହିଛନ୍ତି ଯେ, ଯଦି ଦ୍ୱିତୀୟ ବିବାହରେ ମଧ୍ୟ ଛାଡପତ୍ର ହୁଏ, ତେବେ ସ୍ବାମୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବାକୁ…

ତୁମ ବାପାଙ୍କ ସହ କାମ କରିଛି, ପାଟି ବନ୍ଦ କରିକି ବସ; କାହିଁକି ଚିହିଁକିଲେ ଖଡଗେ… 

ନୂଆଦିଲ୍ଲୀ: ବୁଧବାର ସଂସଦରେ ଭାଷଣ ସମୟରେ ବିଜେପି ସାଂସଦଙ୍କ ବ୍ୟବହାରରେ ରାଗିଯାଇଥିଲେ। ଏପରିକି ତାଙ୍କୁ ତାଙ୍କ 'ପିତା'ଙ୍କ କକଥା ମଧ୍ଯ ମନେ ପକାଇଦେଇଥିଲେ। ଏହାକୁ ନେଇ ଗୃହରେ ବହୁତ ହଟ୍ଟଗୋଳ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ବାଚସ୍ପତି ଜଗଦୀପ ଧନଖଡ଼ ଉଭୟ ପକ୍ଷକୁ ଶାନ୍ତ କରାଇଥିଲେ।…

ଚୋରି ହୋଇଗଲା ୧ ଲକ୍ଷ ଅଣ୍ଡା !

ଓ୍ବାଶିଂଟନ:ଡଜନ ,ଦୁଇ ଡଜନ ନୁହେଁ ଚୋରି ହୋଇଗଲା ଲକ୍ଷେ ଅଣ୍ଡା । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶରେ ପାଖାପାଖି ଏକ ଲକ୍ଷ ଅଣ୍ଡା ଚୋରି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି । ଚୋରି ହୋଇଥିବା ଅଣ୍ଡାର ମୂଲ୍ୟ ୪୦ ହଜାର ଡଲାର ହେବ। ଆମେରିକାର ପେନ୍ସିଲଭାନିଆରେ ଅଣ୍ଡା ଚୋରିର ଏକ ଘଟଣା…

ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରୟାଗରାଜ: ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି। ପୂଜାର୍ଚ୍ଚନା ପରେ ପବିତ୍ର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଗସ୍ତ ପାଇଁ ସଙ୍ଗମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନା ଅନୁସାରେ, ଆଜି ପବିତ୍ର ମାଘ ଅଷ୍ଟମୀରେ ପ୍ରୟାଗରାଜ…

ବିଏସଏନଏଲ ଆଣିଛି ୧୫୦ ଦିନର ରିଚାର୍ଜ ପ୍ଲାନ୍, ମୂଲ୍ୟ ୩୯୭ଟଙ୍କା

ନୂଆଦିଲ୍ଲୀ: ବିଏସଏନଏଲ (BSNL) କିଛି ଦିନ ହେବ ଶସ୍ତା ପ୍ଲାନ ଆଣି ଘରୋଇ କମ୍ପାନୀମାନଙ୍କୁ ନିଦ ଉଡେଇଦେଇଛି । ଏବେ ବିଏସଏନଏଲ ୧୫୦ ଦିନ ପାଇଁ ଏକ ଶସ୍ତା ପ୍ଲାନ କମ୍ପାନୀର ୱେବସାଇଟରେ ତାଲିକାଭୁକ୍ତ ହୋଇଛି । BSNLର ଏହି ଶସ୍ତା ରିଚାର୍ଜ ପ୍ଲାନ ୩୯୭ ଟଙ୍କା ମୂଲ୍ୟରେ ଆସିଛି । ଏହି ଯୋଜନାରେ…

ଦିଲ୍ଲୀ ନିର୍ବାଚନ: ଭୋଟ ଦେଲେ ରାଷ୍ଟ୍ରପତିଙ୍କ ସହ ଜୟଶଙ୍କର ଓ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବୁଧବାର ସକାଳ ୭ଟାରୁ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାରମ୍ଭିକ ଭୋଟରଙ୍କ ମଧ୍ୟରେ ସାମିଲ ଥିଲେ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ.…