Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ DPDP ନିୟମ କ’ଣ?, ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ଦେବ ସୁରକ୍ଷା…

ନୂଆଦିଲ୍ଲୀ: ଭାରତ ସରକାର ଆନୁଷ୍ଠାନିକ ଭାବରେ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (DPDP) ନିୟମ ୨୦୨୫ କାର୍ଯ୍ୟକାରୀ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିୟମ କାର୍ଯ୍ୟକାରୀ ହେବା ପରେ, କମ୍ପାନୀଗୁଡ଼ିକୁ ସଂଗ୍ରହ…

ସଞ୍ଜୟ କପୁରଙ୍କ ସମ୍ପତି ବିବାଦ; କାହିଁକି ମେଲୋଡ୍ରାମା ନ କରିବାକୁ କହିଲେ କୋର୍ଟ

ମୁମ୍ବାଇ: ବ୍ୟବସାୟୀ ସଞ୍ଜୟ କପୁରଙ୍କ ୩୦,୦୦୦ କୋଟି ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦ ଆହୁରି ଘନେଇବାକୁ ଲାଗିଛି। ତାଙ୍କ ପୂର୍ବତନ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ଦାବି କରିଛନ୍ତି ଯେ ତାଙ୍କ ଝିଅ ଯିଏକି ଆମେରିକୀୟ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି। ତାଙ୍କର ଦୁଇ ମାସର କଲେଜ…

Nowgam Blast: ନୌଗାମ ପୋଲିସ ଷ୍ଟେସନରେ ବିସ୍ଫୋରଣ ଏକ ଦୁର୍ଘଟଣା, କୌଣସି ଆତଙ୍କୀ ହମଲା ନୁହେଁ: ଡିଜିପି

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣକୁ ଦୁର୍ଘଟଣା ବୋଲି କହିଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ । ଆଜି ଏକ ସାମ୍ନାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ କେବଳ ଏକ ଦୁର୍ଘଟଣା…

Rahul-Tejashwi in Bihar: କାହିଁକି ଫେଲ୍ ମାରିଲା ରାହୁଲ-ତେଜସ୍ବୀ ଯୋଡି?

ପାଟନା: ବିହାରରେ ମାଟି କାମୁଡି ପଡିଛି ମହାଗଠବନ୍ଧନ । ଫେଲ୍ ମାରିଲା ରାହୁଲ-ତେଜସ୍ବୀ ଯୋଡି । ମାତ୍ର ୩୫ ଆସନରେ ବସିପଡିଲା ମହାଗଠବନ୍ଧନ । ଯେଉଁଥିରେ ଆରଜେଡି ୨୫ ଆସନ ପାଇଥିବା ବେଳେ କଂଗ୍ରେସ ମାତ୍ର ୬ ଆସନ ହାସଲ କରିବାରେ ସକ୍ଷମ ହୋଇଛି । ଯାହା ମହାଗଠବନ୍ଧନକୁ ଶୋଚନୀୟ ପରାଜୟ ଦେଇଥିବା…

Nitish Kumar: କେବେ ନିର୍ବାଚନ ଲଢି ନାହାନ୍ତି ନୀତିଶ…ତଥାପି ବିହାରର ୯ ଥର ସମ୍ଭାଳିଛନ୍ତି ଶାସନ ଭାର… ହେଲେ କେମିତି?

ପାଟନା: କ’ଣ ଆପଣ ଜାଣନ୍ତି କି ବିହାରର ୯ ଥରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର କୌଣସି ନିର୍ବାଚନ ମଣ୍ଡଳୀ ନାହିଁ…କେବେ ବି ମଇଦାନରେ ନିର୍ବାଚନ ଲଢିନାହାନ୍ତି ନୀତିଶ । ତଥାପି ବିହାରର ଶାସନ ଭାର ସମ୍ଭାଳିଆସିଛନ୍ତି । ଚଳିତ ଥର ମଧ୍ୟ ଏନଡିଏର ବମ୍ପର ବିଜୟ ପରେ ପୁଣି ୧୦ମ ଥର ପାଇଁ…

Nitish Kumar Bihar CM: ନିତୀଶ ହେବେ ତ ମୁଖ୍ୟମନ୍ତ୍ରୀ?

ପାଟନା: ବିହାରରେ ପୁଣି ଏନଡିଏ ସରକାର । ୨୦୨୫ ବିଧାନସଭା ନିର୍ବାଚନରେ ବଡ ବାଜିମାତ୍ କରିଛି ଏନଡିଏ । ବିଜେପି-ଜେଡିୟୁ-ଏଲଜେପି-ହାମ୍ ମେଣ୍ଟ ମୋଟ ୨୪୩ ଆସନରୁ ୨୦୨ ସିଟ୍ ହାତେଇ ପୁଣି ବିହାର ଗଡ ନିଜ ନାଁରେ କରିଛନ୍ତି । ଏଥିରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ୧୦୧ଟି ଆସନରେ ଲଢି…

PM’s big message: ବିହାରରେ ପରେ ଏବେ ଦିଦିଙ୍କ ଆସନ ଉପରେ ବିଜେପିର ନଜର, ପିଏମ୍ ମୋଦି, କହିଲେ, ‘ଏବେ…

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​NDA ଏକ ଜବରଦସ୍ତ ବିଜୟ ହାସଲ କରିଛି । NDA ୨୪୩ ବିଧାନସଭା ଆସନରୁ ୨୦୨ ଆସନ ଜିତି ଏକ ଏକପାଖିଆ ବିଜୟ ଲେଖିଛି । ଯାହା ପରେ ଏବେ ନଜର ମମତା ସରକାରଙ୍କ ଆସନ ଉପରେ ବୋଲି ବଡ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନଡିଏର ବଡ ବିଜୟ ପରେ…

Srinagar Nowgam Blast:ଭୟଙ୍କର ବିସ୍ଫୋରଣରେ ଉଡ଼ିଗଲା ଥାନା; ୭ ମୃତ,୨୫ରୁ ଅଧିକ ଆହତ

ଶ୍ରୀନଗର: ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପରେ ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ ଏବଂ କାଶ୍ମୀରର ଦକ୍ଷିଣ ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ବିସ୍ଫୋରଣରେ ବହୁ ପୋଲିସ ଅଧିକାରୀ…

ISI-backed grenade module: ପାକ୍ ISI-ଲିଙ୍କ୍ଡ୍ ଗ୍ରେନେଡ୍ ଆକ୍ରମଣ ମଡ୍ୟୁଲ୍ ଠାବ, ୧୦ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଦ୍ୱାରା ସମର୍ଥିତ ଏକ ଆକ୍ରମଣ ନେଟୱାର୍କର ପର୍ଦ୍ଦାଫାଶ କରିଛି ଏବଂ ଦଶ ଜଣଙ୍କୁ ଗିରଫ କରିଛି।ଗୁରୁବାର ଦିନ ରାଜ୍ୟ ଡିଜିପି ଗୌରବ ଯାଦବ କହିଛନ୍ତି ଯେ ଅଭିଯୁକ୍ତମାନେ ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଗ୍ରେନେଡ ଆକ୍ରମଣ…

ଏହି ଦିନ ମିଳିବ ପିଏମ୍ କିସାନ୍‌ର ଅଷ୍ଟମ କିସ୍ତି ? ଏଥର ମିଳିବ ଏତେ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବରରେ ପିଏମ୍ କିସାନ୍ ସମ୍ମାନ ନିଧିର ୨୧ତମ କିସ୍ତ ଜାରି କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବର୍ଷକୁ ୬୦୦୦ ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ମିଳୁଛି ଏବଂ ପ୍ରତ୍ୟେକ କିସ୍ତ ଜାରି ହେବା ସହ ଲକ୍ଷ ଲକ୍ଷ କୃଷକ…