Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାଗଠବନ୍ଧନ ପାଇଁ କାଳ ହେଲେ ଲାଲୁ ? ଏହି ଫ୍ୟାକ୍ଟର NDAକୁ ଦେଲା ବଡ଼ ଫାଇଦା

ନୂଆଦିଲ୍ଲୀ : ବିହାରରେ ଆରଜେଡିର ଯେଉଁ ଶୋଚନୀୟ ପରାଜୟ ହୋଇଛି, ସେଥିରୁ କ’ଣ ଶିଖିଲେ ଲାଲୁ ଯାଦବ ଏବଂ ତେଜସ୍ବୀ ଯାଦବ । ଯେଉଁ MY ସମୀକରଣକୁ ନେଇ ଏଯାଏ ଲାଲୁ ଏବଂ ତାଙ୍କ ପୁଅ ଛାତି ପିଟୁଥିଲେ, ସେହି ମୁସଲିମ ଓ ଯାଦବ ବର୍ଗର ଭୋଟ୍‌ ଲାଲୁ ପରିବାରର ହାତ ଛାଡ଼ି ଦେଇଛନ୍ତି । ସେପଟେ ଏନ୍‌ଡିଏ…

ରାଜନୀତି ଛାଡ଼ିଦେବେ ପ୍ରଶାନ୍ତ କିଶୋର ? JDU ୮୩ ଆସନ ପାଇବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଫଳାଫଳରେ NDAର ବିଜୟ ହୋଇଛି। ଯେଉଁଥିରେ JDU ୮୩ ଆସନରେ ଆଗୁଆ ରହିଛି । ତେବେ JDUର ଏହି ସଫଳତା ପରେ ଏବେ ଜନ ସୁରାଜର ପ୍ରତିଷ୍ଠାତା ନେତା ପ୍ରଶାନ୍ତ କିଶୋରଙ୍କ ଏକ ବୟାନ ଖୁବ ଭାଇରାଲ ହେବାରେ ଲାଗିଛି। ସେହି ବୟାନରେ ସେ କହିଥିଲେ ଯେ ଯଦି JDU…

Bihar Election: ବିହାର ବିଧାନସଭା ନିର୍ବାଚନ ସାମାଜିକ ନ୍ୟାୟର ଅଦ୍ଭୁତପୂର୍ବ ବିଜୟ: ମୋଦି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଜିତିବା ପରେ ଏନଡିଏର ସହଯୋଗୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏହା ସହ ମୋଦି ଏକ…

ଜିନ୍ନା ଓ ନେହରୁ ଏକାସଥେ ପୁଉଥିଲେ ମଦ ? ଜାଣନ୍ତୁ ଦୁଇ ଜଣଙ୍କ ଲାଇଫ୍‌ଷ୍ଟାଇଲ କେମିତି ଥିଲା…

ନୂଆଦିଲ୍ଲୀ: ୧୪ ନଭେମ୍ବରରେ ଦେଶବ୍ୟାପୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୧୩୬ତମ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ଶିଶୁମାନଙ୍କ ପ୍ରତି ତାଙ୍କର ଅପାର ସ୍ନେହ ଯୋଗୁ ଏହି ଦିନଟି ଶିଶୁ ଦିବସ ରୂପେ ମଧ୍ୟ ପାଳନ କରାଯାଏ। ଏହାରି ଭିତରେ ବିହାର ନିର୍ବାଚନର ଫଳାଫଳ ଆହୁରି ରୋଚକ…

ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏପରି କହିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର…

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଏନଡିଏର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମେଣ୍ଟ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।…

ଧୀରେ ଧୀରେ ବାଲିରେ ପୋତି ହୋଇ ଯାଉଛି ଏହି ଐତିହାସିକ ସହର

ନୂଆଦିଲ୍ଲୀ: ଆଫ୍ରିକାର ସାହାରା ମରୁଭୂମି ପ୍ରଭାବରେ ଏକ ଐତିହାସିକ ସହର ବାଲିରେ ପୋତି ହେବାକୁ ଯାଉଛି । ମାରିଟୋନିୟା ଦେଶର ଚିଗୁଏଟ୍ଟି ନାମକ ଏହି ସହର ଏକଦା ପୁସ୍ତକାଳୟ ସହର ଭାବେ ବେଶ ପରିଚିତ ଥିଲା । ସାହାରା ମରୁଭୂତି ଅତିକ୍ରମ କରି ଯାଉଥିବା ବ୍ୟବସାୟୀମାନଙ୍କ ପାଇଁ ଏହି ସହର ନିକଟରେ…

Delhi Blast: ଆମୋନିୟମ୍ ନାଇଟ୍ରେଟକୁ ଏନପିକେ ସାର ଭାବରେ ଲୁଚାଇ ରଖିଥିଲା ଆତଙ୍କବାଦୀ ଉମର

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଜାରି ରହିଥିବାବେଳେ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଆତଙ୍କବାଦୀ ଉମର ଏବଂ ତାଙ୍କ ସହଯୋଗୀମାନେ ତିନୋଟି ଭିନ୍ନ ସ୍ଥାନରୁ ଆମୋନିୟମ୍ ନାଇଟ୍ରେଟ୍ କିଣିଥିଲେ । ସେମାନଙ୍କର ଉପସ୍ଥିତି ଲୁଚାଇବା ଏବଂ ସନ୍ଦେହକୁ ଏଡାଇବା ପାଇଁ ଏହାକୁ…

ସତରେ କଣ ଏଆଇ ମଣିଷକୁ ଅମର କରିଦେବ !

ସର୍ବଦା ମଣିଷ ଭାବେ ଏ ଭଳି ଏକ ଥିୟୋରୀ ଓ ଟେକ୍ନୋଲୋଜି ଆସନ୍ତା କି ସମସ୍ତେ ଅମର ହୋଇଯାନ୍ତେ । ସମ୍ଭବପର ମନେ ହେଉ ନ ଥିଲେ ମଧ୍ୟ ଏବେ ଏଆଇକୁ ନେଇ ଜଣେ ବୈଜ୍ଞାନିକ ଆଶ୍ଚର୍ଯ୍ୟଜନକ ଦାବୀ କରିଛନ୍ତି । ସେ କହିଛନ୍ତି ୨୦୩୦ ପରେ ଏଆଇ ମଣିଷକୁ ସହଜରେ ମରିବାକୁ ଦେବନି । ସତରେ କଣ ଏହା ସମ୍ଭବ ? ରେ…

ଚାଞ୍ଚଲ୍ୟ ଘଟଣା: ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ ମୃତଦେହ

ଲକ୍ଷ୍ନୌ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଶ୍ରାବସ୍ତିରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଗୋଟିଏ କୋଠରୀରୁ ପାଞ୍ଚ ଜଣଙ୍କ ମୃତଦେହ ମିଳିଛି। ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି ।…

Plane Crash: ଚେନ୍ନାଇ ନିକଟରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଚେନ୍ନାଇ: ଶୁକ୍ରବାର ଚେନ୍ନାଇର ତାମ୍ବରମ୍ ନିକଟରେ ଭାରତୀୟ ବାୟୁସେନା (IAF)ର ଏକ ପିଲାଟସ୍ PC-7 ବେସିକ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅପରାହ୍ନ ପ୍ରାୟ ୨ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ଏହା ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ…