Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

NEET ପେପର ଲିକ୍; ବରିଷ୍ଠ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ: NEET UG 2026 ପେପର୍ ଲିକ୍ ମାମଲାରେ ସିବିଆଇ ଆଉ ଜଣେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ସିବିଆଇ ପୁଣେରୁ ଜଣେ ବାୟୋଲୋଜି ଅଧ୍ୟାପିକାଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଏହି ମାମଲାର ବାୟୋଲୋଜି ଅଧ୍ୟାପିକା ମନୀଷା ଗୁରୁନାଥ ମାନ୍ଧାରେଙ୍କୁ ବ୍ୟାପକ ପଚରାଉଚରା ପରେ ସିବିଆଇ…

ପେଟ୍ରୋଲ ଉପରେ ୩ ଟଙ୍କାର SAED କାହିଁକି ଲଗାଇଲେ ସରକାର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତର ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ପଡ଼ିଛି। ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ଅନୁମତି ଦେଇଥିବା ବେଳେ ତେଲ କମ୍ପାନୀଗୁଡ଼ିକ ଏବଂ ରପ୍ତାନିକାରୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ଅସ୍ଥାୟୀ ଟିକସରେ ମଧ୍ୟ…

ସୈଫ୍ ଅଲ୍ଲୀ ଖାନଙ୍କ ଖୁଲାସା; “ମୈଁ ଖିଲାଡି ତୁ ଅନାରୀ” ହଲିଉଡ୍ ଫିଲ୍ମର ରିମେକ୍ ଥିଲା

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଏବେ ତାଙ୍କର ନୂଆ ଚଳଚ୍ଚିତ୍ର "କର୍ତ୍ତବ୍ୟ" ପାଇଁ ଚର୍ଚ୍ଚାରେ ଅଛନ୍ତି। ଯାହା ଆଜି Netflix ରେ ପ୍ରିମିୟର ହୋଇଛି। ନିଜ କ୍ୟାରିଅରରେ ସୈଫ୍ ଅଲ୍ଲୀ ଖାନ ଅନେକ ଭୂମିକାରେ ଅଭିନୟ କରିଛନ୍ତି। ଯଦିଓ ସେ ତାଙ୍କ ପ୍ରାରମ୍ଭିକ କ୍ୟାରିଅରରେ ମୁଖ୍ୟତଃ…

Army chief warns Pakistan:’ଭୂଗୋଳର ଅଂଶ ହେବାକୁ ଚାହାଁନ୍ତି ନା ଇତିହାସର?’ ପାକିସ୍ତାନକୁ ସେନା…

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ବିରୁଦ୍ଧରେ ତା'ର ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିଛି । ଏପରି ସମୟରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ପାକିସ୍ତାନକୁ ଏକ କଡ଼ା ସାମରିକ ବାର୍ତ୍ତା ଦେଇ ଚେତାବନୀ ଦେଇଛନ୍ତି ଯେ, ଯଦି ସେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏବଂ ଭାରତ…

କେମିତି ଭାରତର ତେଲ ଖଣି ସାଜିଲା ୟୁଏଇ?  ଏବେ ସବୁବେଳେ ମହଜୁଦ୍ ରହିବ ୩ କୋଟି ବ୍ୟାରେଲ୍ ତେଲ…

ନୂଆଦିଲ୍ଲୀ: ବିଶ୍ୱରେ ଯୁଦ୍ଧର ବିପଦ ଏବଂ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ଏକ ସୁରକ୍ଷା କବଚ ସୃଷ୍ଟି କରିଛନ୍ତି। ଆବୁଧାବି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ UAE ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ଏକ…

Ebola Outbreak:ଇବୋଲା ନେଲାଣି ୬୫ ଜୀବନ, ଜାଣନ୍ତୁ ଏହି ଭାଇରସ କେତେ ଘାତକ…

ନୂଆଦିଲ୍ଲୀ:କଙ୍ଗୋର ପୂର୍ବ ଇତୁରି ପ୍ରଦେଶରେ ଇବୋଲାର ଏକ ନୂତନ ଷ୍ଟ୍ରେନ ଦେଖାଦେଇଛି। ଏପର୍ଯ୍ୟନ୍ତ  ୨୪୬ଟି ଇବୋଲାର ସନ୍ଦିଗ୍ଧ ମାମଲା ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ ଏହି ଘାତକ ଭାଇରସ ଦ୍ବାରା ଏପର୍ଯ୍ୟନ୍ତ ୬୫ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ…

ନକଲି ନୋଟ ଛାପିବା ରାକେଟର ପର୍ଦ୍ଦାଫାଶ, ଜଣେ ଗିରଫ, ୬.୫ ଲକ୍ଷ ନକଲି ଟଙ୍କା

ରାୟପୁର: ଶୀଘ୍ର ଋଣ ମୁକ୍ତ ପାଇଁ ଚାଲିଥିଲା ନକଲି ନୋଟ ଛପା । ବିଶେଷ ସୂତ୍ରରୁ ଖବରପାଇ ମାଡି ବସିଲା ପୋଲିସ । ଏଭଳି ଘଟଣା ସାମ୍ନାକୁ ଆସିଛି ଛତିଶଗଡ଼ର କାଙ୍କେରର କୋତୱାଲି ଥାନା ଅଞ୍ଚଳରୁ । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ତା ଠାରୁ ପ୍ରାୟ ୬.୫ ଲକ୍ଷ ଟଙ୍କାର ନକଲି ନୋଟ ଜବତ…

ଦ୍ୱିତୀୟ ଥର ବର ସାଜିବେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଦିନ ବିବାହ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା IPL ୨୦୨୬ ପରେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଉ ଏବେ ସେ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ସେ ଅଭିନେତ୍ରୀ ତଥା ମଡେଲ ମାହିକା ଶର୍ମାଙ୍କୁ ଡେଟ୍ କରୁଥିଲେ। ଗଣମାଧ୍ୟମ ରିପୋର୍ଟ…

ବେରୋଜଗାର ଯୁବକଙ୍କୁ ‘ଅସରାପ’ ସହ ତୁଳନା କଲେ ସିଜେଆଇ ସୂର୍ଯ୍ୟକାନ୍ତ, ତେଜିଲା ବିବାଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏପରି କିଛି କଡ଼ା ମନ୍ତବ୍ୟ ଦେଇଛନ୍ତି, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବେକାର ଯୁବକମାନଙ୍କୁ ସେ 'ଅସରପା' ଏବଂ ସମାଜର 'ପରଜୀବୀ' (parasites) ସହ ତୁଳନା କରିଛନ୍ତି।…

ତେଲ ଦର ବୃଦ୍ଦିରେ ଅସ୍ତବ୍ୟସ୍ତ ଅନ୍ ଲାଇନ୍ ଡେଲିଭରୀ କର୍ମଚାରୀ: ଦେଶବ୍ୟାପୀ ହରତାଳ, ପାରିଶ୍ରମିକ ବୃଦ୍ଧି ଦାବି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହଠାତ୍ ହୋଇଥିବା ବୃଦ୍ଧି ସାଧାରଣ ଖାଉଟିଙ୍କ ସମେତ ଅନ୍ ଲାଇନ୍ ସେବା ଯୋଗାଉଥିବା କର୍ମଚାରୀ ବା 'ଗିଗ୍ ୱାର୍କର' ମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗୋଟିଏ ପଟେ ତେଲ ଦର ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପଟେ କମ୍ପାନୀ ପକ୍ଷରୁ ସେମାନଙ୍କ ଆୟ ବା…