Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bihar Assembly Result: କିଏ ଦଖଲ କରୁଛି ବିହାର ? ଫଳାଫଳ ଉପରେ ସମସ୍ତଙ୍କ ନଜର

ପାଟନା: ଆଜି ବିହାର ଓ ନୂଆପଡ଼ା ଫୈସଲା। ସନ୍ଧ୍ୟା ସୁଦ୍ଧା ଆସିବ ରାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ହେବ । କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି। କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ। ବିହାର ବିଧାନସଭା ରେଜଲ୍ଟ ଉପରେ ସମସ୍ତଙ୍କ ନଜର। ସକାଳ ୮ଟାରୁ…

ଦିଲ୍ଲୀ ବିସ୍ଫୋରଣ ପରେ ଅଲ-ଫଲାହ ବିଶ୍ୱବିଦ୍ୟାଳୟର ସଦସ୍ୟତା ରଦ୍ଦ 

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ ଧଳା ଆଇ ୨୦ କାର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଷଡ଼ଯନ୍ତ୍ର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ସହିତ ଜଡିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଯାହାକୁ ନେଇ ଭାରତୀୟ…

ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ମିଳିବ: ଅମିତ ଶାହ 

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ଗୁରୁବାର ଦିନ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ଗୁଜରାଟର ମେହସାଣା ଜିଲ୍ଲାର ବୋରିଆଭି ଗାଁରେ ମୋତିଭାଇ ଆର.ଚୌଧୁରୀ ସାଗର ସୈନିକ ସ୍କୁଲ ଏବଂ ସାଗର ଜୈବିକ ପ୍ଲାଣ୍ଟର ଉଦଘାଟନ ସମାରୋହକୁ ସମ୍ବୋଧିତ…

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ, କହିଲେ ମାସ୍କ ଯଥେଷ୍ଟ…

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହ ଅନଲାଇନର ସୁବିଧା ଥାଇ ମଧ୍ୟ କଣ ପାଇଁ ବରିଷ୍ଠ ଓକିଲ ମାନେ ଶାରୀରିକ ଭାବରେ ଉପସ୍ଥିତ ରହୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ। ତେବେ ବାୟୁ ପ୍ରଦୂଷଣ ସ୍ଥିତିକୁ "ଅତ୍ୟନ୍ତ…

Surrender: ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ; ଅନ୍ୟମାନଙ୍କୁ ସରେଣ୍ଡର ପାଇଁ ପୋଲିସର ଅନୁରୋଧ

ରାଞ୍ଚି:ଲାତେହାର ପୋଲିସ ନିକଟରେ JJMP ସଂଗଠନର ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର । ୨ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ । ପାଲାମୁ ଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ଲାତେହାର ଏସପି…

ବାରବାଙ୍କିର ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ ଓ ୫ ଆହତ

ବାରବାଙ୍କି: ବାରବାଙ୍କି ଜିଲ୍ଲାର ସରାଇ ବାରାଇ ଗ୍ରାମରେ ଆଜି ଅପରାହ୍ନରେ ଏକ ବାଣ ତିଆରି ୟୁନିଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ଜିଲ୍ଲା ଅଧିକାରୀଙ୍କ ଅନୁଯାୟୀ, ଅପରାହ୍ନରେ କାରଖାନାରେ ନିୟମିତ…

କ’ଣ ଅଭିନେତ୍ରୀ ଝିଅ ଦେଇପାରିବେ ବାପା ଅଜିତ ଶର୍ମାଙ୍କୁ ବିଜୟ?, କ’ଣ କହୁଛି ପୂର୍ବ ନିର୍ବାଚନ…

ପାଟନା: ୨୦୨୫ ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବଲିଉଡ୍ ଅଭିନେତ୍ରୀ ନେହା ଶର୍ମା ତାଙ୍କର ଗ୍ଲାମରସ୍ ଶୈଳୀ ସହିତ ଶିରୋନାମା ହାସଲ କରିଛନ୍ତି। ନେହା ତାଙ୍କ ଇନଷ୍ଟାଗ୍ରାମ ରିଲରେ ଭାଗଲପୁରରେ ତାଙ୍କ ବାପା ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ ଶର୍ମାଙ୍କ ସହିତ ଏକ ଖୋଲା ଜିପରେ ପ୍ରଚାର…

ଡାକ୍ତର ହେଲେ ହେଲେ ଆତଙ୍କବାଦୀ ! ଦିଲ୍ଲୀ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଡା. ଉମର କେଉଁଠୁ ପଢ଼ିଲେ ପାଠ ?

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ପୂରା ଦୋଶ ହାଇଆଲର୍ଟରେ ରହିଛି । ତଦନ୍ତରେ ଡା. ଉମର, ଯିଏ ଏହି ଘଟଣାରେ ଜଡ଼ିତ ବୋଲି କୁହାଯାଉଛି। ସେ କୌଣସି ସାଧାରଣ କଲେଜରୁ ନୁହେଁ ବରଂ ଏକ ସରକାରୀ ମେଡିକାଲ୍ କଲେଜରୁ ଏମ୍‌ବିବିଏସ୍ କରିଥିଲେ। ଏପରି ଜଣେ ବ୍ୟକ୍ତି ଯିଏ କେବେ ଲୋକଙ୍କ ଜୀବନ ବଞ୍ଚାଇବାର…

Turkey Link In Delhi Blast: ଦିଲ୍ଲୀ ବିସ୍ଫୋରଣ ପଛରେ ତୁର୍କୀ ହାତ?

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କୀ କାର୍ଯ୍ୟ ଘୋଷଣା...ଡିଏନଏ ଟେଷ୍ଟରେ ଡାକ୍ତର ଉମରର ମିଳିଲା ପରିଚୟ...ହେଲେ ଡାକ୍ତର ଉମର ପଛରେ କିଏ?...ଶତ୍ରୁ ଦେଶ ପାକିସ୍ତାନ ଲିଙ୍କ ଖୋଳୁ ଖୋଳୁ ବାହାରିଲା ଚାଞ୍ଚଲ୍ୟ ତଥ୍ୟ... ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ଧଳା…

ଦିଲ୍ଲୀ ଆତଙ୍କୀମାନେ ଯେଉଁ ଆପ୍‌ ବ୍ୟବହାର କରୁଥିଲେ, ଏହା କେମିତି କରିଥାଏ କାମ ? ନା ସିମ୍ ଆବଶ୍ୟକ ନା ଇମେଲ୍…

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ ଘଟିଥିବା କାର୍ ବିସ୍ଫୋରଣ ସମଗ୍ର ଦେଶକୁ ହଲାଇ ଦେଇଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ଆକ୍ରମଣର ତଳସ୍ତରକୁ ଯିବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ହାତରେ ଲାଗିଛି। ଆତଙ୍କବାଦୀ ଉମର ଏବଂ…