Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକ୍‌ଜିଟ୍ ପୋଲ ଆସିଲେ ସେୟାର ମାର୍କେଟ ଉପରେ କାହିଁକି ପଡ଼ିଥାଏ ପ୍ରଭାବ ? ଜାଣନ୍ତୁ ରୋଚକ କଥା…

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ ରେକର୍ଡ ଭାଙ୍ଗି ୬୬.୯୦% ମତଦାନ ସହିତ ସମାପ୍ତ ହୋଇଛି। ଏବେ ପୂରା ଦେଶରେ ରାଜନୈତିକ ଚର୍ଚ୍ଚା ବିହାର ଉପରେ କେନ୍ଦ୍ରୀଭୂତ ହେଉଛି, ଅନ୍ୟପଟେ ଅକ୍‌ଜିଟ ପୋଲ୍ ଆସିବା ପରେ ଷ୍ଟକ୍ ମାର୍କେଟ୍‌ରେ ଉତ୍ସାହ ଖେଳିଯାଇଛି। ବାସ୍ତବରେ ଷ୍ଟକ୍ ମାର୍କେଟ୍…

Al Qaida Gujarat Case Conspiracy:ଅଲକାଏଦା ଗୁଜରାଟ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ NIAର ୫ରାଜ୍ୟରେ ଚଢ଼ାଉ

ନୂଆଦିଲ୍ଲୀ:ଅଲକାଏଦା ଗୁଜରାଟ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପାଞ୍ଚଟି ରାଜ୍ୟର ଦଶଟି ସ୍ଥାନରେ ଚଢାଉ କରିଛି । ଗୁରୁବାର ଦିନ ଅଧିକାରୀମାନେ କହିଛନ୍ତି ଯେ ଏହି ମାମଲାରେ ଅବୈଧ ବାଂଲାଦେଶୀ ପ୍ରବାସୀ ସାମିଲ ଅଛନ୍ତି। ଏଜେନ୍ସିର ଜଣେ ମୁଖପାତ୍ର ଏକ…

Bihar Assembly Elections: ଫଳାଫଳ ପୂର୍ବରୁ ତୀବ୍ର ହୋଇଛି ବୟାନବାଜି, ଏକଜିଟ୍ ପୋଲରେ NDA ବହୁତ ଆଗରେ, ମହାଗଠବନ୍ଧନ…

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଶୁକ୍ରବାର, ନଭେମ୍ବର ୧୪ ରେ ହେବାକୁ ଯାଉଛି। ପୂର୍ବ ସମସ୍ତ ଏକଜିଟ୍ ପୋଲ NDAକୁ ସ୍ପଷ୍ଟ ଭାବରେ ଆଗୁଆ ଦେଖାଇଛନ୍ତି। ଇଣ୍ଡିଆ ଟିଭି-ମାଟ୍ରିଜ୍ ଏକଜିଟ୍ ପୋଲ ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନରେ NDA ୧୪୭-୧୬୭ ଆସନ ଜିତିପାରେ। ଏହି…

Delhi Blast: ପ୍ଲାନରେ ନଥିଲା ଲାଲକିଲ୍ଲା, ଆତଙ୍କବାଦୀମାନେ ଦେଶର ଏହିସବୁ ସ୍ଥାନରେ ବିସ୍ଫୋରଣ କରିବାକୁ କରିଥିଲେ…

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଏବଂ ହରିୟାଣା ପୋଲିସର ମିଳିତ ତଦନ୍ତରେ ଲାଲକିଲ୍ଲା ବିସ୍ଫୋରଣ ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି, ଏହା ଡାକ୍ତରଙ୍କ ଛଦ୍ମବେଶରେ ଧଳକୋଟ ପଛରେ ଚାଲିଥିବା ଏକ କଳା ଷଡ଼ଯନ୍ତ୍ର। ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୁଜାମ୍ମିଲ, ଡାକ୍ତର ଆଦିଲ, ଉମର ଏବଂ ଶାହିନ…

Delhi Blast: ସୋମବାର ଆତଙ୍କ ଭୟ ଯାଇନି, ପୁଣି ଦିଲ୍ଲୀରେ ଶୁଭିଲା ବିସ୍ଫୋରଣ…

ନୂଆଦିଲ୍ଲୀ: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଜାରି ରହିଥିବା ବେଳେ ଏବେବି ଦିଲ୍ଲୀ ବାସୀଙ୍କ ମନରେ ଛନକା। ଏପର୍ଯ୍ୟନ୍ତ ଏହି ଘଟଣାରେ ୧୨ ଜଣଙ୍କ ଜୀବନ ଯାଇଛି। ସରକାର ଏହି ଘଟଣାକୁ ଆତଙ୍କବାଦର କାର୍ଯ୍ୟ ବୋଲି କହିଛନ୍ତି। ଏହାରି ଭିତରେ,…

Delhi Blast: ସାମ୍ନାକୁ ଆସିଲା ଡିଏନଏ ପରୀକ୍ଷା ରିପୋର୍ଟ, ବିସ୍ଫୋରଣରେ କାର ଭିତରେ ଖଣ୍ଡ ବିଖଣ୍ଡିତ ହୋଇଥିବା…

ନୂଆଦିଲ୍ଲୀ: ଡିଏନଏ ପରୀକ୍ଷାରୁ ନିଶ୍ଚିତ ହୋଇଛି ଯେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ଘଟାଇଥିବା ବ୍ୟକ୍ତି କାଶ୍ମୀରର ଜଣେ ଡାକ୍ତର ଉମର ଉନ ନବି ଥିଲେ। ବିସ୍ଫୋରଣରେ ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା, ଯାହା ଫଳରେ ତଦନ୍ତକାରୀମାନେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ବିଷୟରେ…

Grenades recovered:ସୁରକ୍ଷାବାହିନୀକୁ ବଡ଼ ସଫଳତା; ଜଙ୍ଗଲର ଏକ ଆଡ୍ଡାରୁ ୬ ଗ୍ରେନେଡ୍ ଉଦ୍ଧାର

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ନିରନ୍ତର ଅଭିଯାନ ଜାରି ରହିଛି ଏବଂ ସୁରକ୍ଷା ବାହିନୀକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ରେ ଏକ ସର୍ଚ୍ଚ ଅପରେସନ୍ ସମୟରେ ଛଅଟି ଗ୍ରେନେଡ୍ ଉଦ୍ଧାର କରାଯାଇଥିଲା। ସେନା…

PoKରେ ଲସ୍କର ଆତଙ୍କବାଦୀଙ୍କୁ ଫୁଲମାଳ ଦେଇ ସ୍ୱାଗତ, ଦିଲ୍ଲୀ ବିସ୍ଫୋରଣ ସହ ରହିଛି କି ସମ୍ପର୍କ?

ନୂଆଦିଲ୍ଲୀ: ସୋମବାର ଦିନ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ପରେ, ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଲସ୍କର ଆତଙ୍କବାଦୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ…

Delhi Blast: କେନ୍ଦ୍ର ସରକାରଙ୍କ ବଡ ବୟାନ…ଦିଲ୍ଲୀ ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ଡାକିଥିଲେ । କ୍ୟାବିନେଟ ଦିଲ୍ଲୀ ବିସ୍ଫୋରଣକୁ ନିନ୍ଦା କରିବା ଏବଂ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ପ୍ରସ୍ତାବ ପାରିତ କରିଛି। ଏଥିସହ…

ସ୍ବାମୀ ମୋବାଇଲ କିଣି ନଦେବାରୁ ୩ ଛୁଆଙ୍କ ସହ ଜୀବନ ହାରିଲେ ମହିଳା

ପାଟନା: ବିହାରର ବକ୍ସର ଜିଲ୍ଲାର ନୂଆ ଭୋଜପୁର ଥାନା ଅଞ୍ଚଳର ଏକ ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବହୁଦିନ ଧରି ମୋବାଇଲ କିଣିଦେବା ପାଇଁ ଜିଦି କରୁଥିଲା ସ୍ତ୍ରୀ । ହେଲେ ପତ୍ନୀର ଇଚ୍ଛା ପୂରଣ କରିନଥିଲା ସ୍ବାମୀ । ଫଳରେ ଜଣେ ବିବାହିତ ମହିଳା ତାଙ୍କ ତିନି…