Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୀମାରେ ଚାଇନା ସହିତ ତୁଟିଲା ବିବାଦ, ଏଲଏସିରେ ହେଲା ପାଟ୍ରୋଲିଂ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି

ନୂଆଦିଲ୍ଲୀ: ଏଲଏସି ଉପରେ ବିବାଦକୁ ରୋକିବା କିମ୍ବା ହ୍ରାସ କରିବା ଦିଗରେ ଭାରତ ଏବଂ ଚୀନ୍ ଏକ ସକରାତ୍ମକ ପଦକ୍ଷେପ ନେଇଛି। ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ପାଟ୍ରୋଲିଂ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ…

ଦୀପାବଳି ପୂର୍ବରୁ ବିଗୁଡୁଛି ରାଜଧାନୀର ଏକ୍ୟୁଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଦୀପାବଳିର ଏକ ସପ୍ତାହ ପୂର୍ବରୁ ବିଗିଡିଲାଣି ବାୟୁ ଗୁଣବତ୍ତା (ଏକ୍ୟୁଆଇ)। ସୋମବାର ଦିନ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ନିମ୍ନଶ୍ରେଣୀ' କୁ ଖସି ଆସିଛି। ସଫାର-ଇଣ୍ଡିଆ ତଥ୍ୟ ଅନୁଯାୟୀ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ରୁ ଅଧିକ…

ଚର୍ଚ୍ଚାରେ ନିହତ ହମାସ ମୁଖ୍ୟଙ୍କ ପତ୍ନୀ, ୨୭ ଲକ୍ଷର ଦାମୀ ହ୍ୟାଣ୍ଡବ୍ୟାଗ ସହ ନଜର… 

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ପାଲେଷ୍ଟାଇନର ଗାଜା ସହରକୁ ଭଗ୍ନାବଶେଷରେ ପରିଣତ କରିଛି । ଗତ ଏକ ବର୍ଷ ଧରି ଚାଲିଥିବା ଯୁଦ୍ଧ ଏ ପର୍ଯ୍ୟନ୍ତ ବନ୍ଦ ହୋଇନଥିବା ବେଳେ ଅକ୍ଟୋବର ୭ ତାରିଖରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଛନ୍ତି । ତାଙ୍କ ମୃତ୍ୟୁ ପରେ ଇସ୍ରାଏଲ ୟାହୟା ସିନୱାରଙ୍କ…

ଋଷ ଉପରେ ୧୦୦ରୁ ଅଧିକ ରକେଟ୍ ମାଡ଼

କିଭ୍: ଋଷର ପଶ୍ଚିମାଞ୍ଚଳରେ ୟୁକ୍ରେନ ୧୦୦ରୁ ଅଧିକ ଡ୍ରୋନ ଆକ୍ରମଣ କରିଥିବା ଜଣାପଡିଛି। ଋଷର ଅଧିକାରୀମାନେ ଦାବି କରିଛନ୍ତି ଯେ ଋଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ୟୁକ୍ରେନ ଡ୍ରୋନ୍କୁ ଧ୍ବଂସ କରିଦିଆଯାଇଛି। ଏହାର ପ୍ରତି ଜବାବରେ ୟୁକ୍ରେନର କ୍ରିଭି ରିହ ସହର ଉପରେ ବାଲିଷ୍ଟିକ୍…

ଖଲିସ୍ତାନୀ ଆତଙ୍କାବାଦୀଙ୍କ ଧମକ, ନଭେମ୍ବର ୧ରୁ ୧୯ ମଧ୍ୟରେ ଏୟାର ଇଣ୍ଡିଆରେ ଯାତ୍ରା କରନି

ନୂଆଦିଲ୍ଲୀ: ନଭେମ୍ବର ୧ରୁ ୧୯ ତାରିଖ ଭିତରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ ବୋଲି ସୋମବାର ପୁଣି ଧମକ ଦେଇଛି ଖଲିସ୍ତାନୀ ଆତଙ୍କାବାଦୀ। ଏଭଳି ଧମକ ଦେଇଛନ୍ତି ଖଲିସ୍ତାନୀ ଆତଙ୍କାବାଦୀ ଗୁରୁପତୱନ୍ତ ସିଂ ପନ୍ନୁ। ଶିଖ୍ ଫର ଜଷ୍ଟିସ (ଏସଏଫଜ)ର ପ୍ରତିଷ୍ଠାତା ଦାବି କରିଛନ୍ତି…

ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ: କୋରାପୁଟ-କୋଥାଭାଲାସା ରେଳପଥରେ ରେଳ ଚଳାଚଳ ବନ୍ଦ

କୋରାପୁଟ: ପୁଣି ଲାଇନଚ୍ୟୁତ ହେଲା ମାଲ୍ ବୋଝେଇ ଟ୍ରେନ। କୋରାପୁଟ-କୋଥାଭାଲାସା ରେଳପଥରେ ରେଳ ଚଳାଚଳ ବନ୍ଦ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏହି ଘଟଣାରେ ଗୋଟାଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ରେଳ ବିଭାଗ କର୍ତ୍ତୃପକ୍ଷ ଓ ବୈଷୟିକ ଟିମ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।…

ଝାଡଖଣ୍ଡରେ ବିଜେପିର ‘ସୁଭଦ୍ରା’ ଫର୍ମୂଲା: ‘ଗୋଗୋ ଦିଦି ଯୋଜନା’

ରାଞ୍ଚି: ଆଗକୁ ଝାଡଖଣ୍ଡ ନିର୍ବାଚନ । ସୋରେନ୍ ସରକାର ଏବଂ ବିଜେପି ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଝାଡଖଣ୍ଡବାସୀଙ୍କ ବିଶ୍ବାସଭାଜନ ହେବାକୁ ଉଭୟ ନିଜ ନିଜର ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ହାତେଇବା ପାଇଁ ସ୍ବତନ୍ତ୍ର କାର୍ଡ ଖେଲିଛି ବିଜେପି ।…

୨୩ରେ ନାମାଙ୍କନ ଦାଖଲ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ୨୩ ତାରିଖରେ ୱାୟନାଡ ଲୋକସଭା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ବେଳେ ତାଙ୍କ ଭାଇ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ପରେ ଉଭୟ ଏକ ରୋଡ ଶୋରେ ସାମିଲ ହେବେ। ସୂଚନା…

ଡାକ୍ତରଙ୍କ ସମେତ ୭ଜଣଙ୍କୁ ଆତଙ୍କବାଦୀଙ୍କ ହତ୍ୟା, ବାହାର ରାଜ୍ୟର ଲୋକଙ୍କୁ କରାଯାଉଛି ଟାର୍ଗେଟ୍‌ କିଲିଙ୍ଗ୍‌

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଆତଙ୍କବାଦୀ ହମଲା। ଏଥିରେ ଜଣେ ଡାକ୍ତରଙ୍କ ସମେତ ୭ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ଘୃଣ୍ୟ କାର୍ଯ୍ୟରେ…

ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ଏତେ ପରିମାଣର ସହାୟତା ରାଶି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଉଡାଣ ସମୟରେ ଯାତ୍ରୀଙ୍କ ସହାୟତା କ୍ଷେତ୍ରରେ ଦିଆଯାଉଥିବା କ୍ଷତିପୂରଣରେ ବୃଦ୍ଧି ଘଟିଛି । ଏଥିରେ ବିମାନରେ ବିଳମ୍ବ, ଯାତ୍ରା ସମୟରେ ଦୁର୍ଘଟଣା ଯୋଗୁଁ ଆହତ ବା ମୃତ୍ୟୁ ହେଲେ କ୍ଷତିପୂରଣ ସାମିଲ କରାଯାଇଛି । ଅନ୍ତର୍ଜାତୀୟ ନାଗରିକ ଉଡ୍ଡୟନ ସଙ୍ଗଠନ (ଆଇସିଏଓ)…