Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Trump’s Tariffs: ଶୁଳ୍କ ବିରୋଧୀଙ୍କୁ ମୂର୍ଖ କହିଲେ ଟ୍ରମ୍ପ, “ପ୍ରତ୍ୟେକ ଆମେରିକୀୟଙ୍କୁ ମିଳିବ ୨୦୦୦…

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ନୀତି ଏବେ ଅନେକ ଦେଶକୁ ହଇରାଣ ପକାଇଥିବା ବେଳେ ଆମେରିକା ସର୍ବୋଚ୍ଚ କୋର୍ଟରୁ ଏହାକୁ ଲଗାତାର ଝଟକା ମିଳୁଛି । ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାର ତାଙ୍କର ଶୁଳ୍କ ନୀତିକୁ ଯଥାର୍ଥ ବୋଲି କହି ଏହି ପଦକ୍ଷେପର ବିରୋଧୀମାନଙ୍କୁ "ମୂର୍ଖ"…

Bihar Elections Phase 2: ଶେଷ ହୋଇଛି ପ୍ରଚାର, ମଙ୍ଗଳବାର ଶେଷ ପର୍ଯ୍ୟାୟ ମତଦାନ, ୧୪ କହିବ କାହାର ବିହାର…

ପାଟନା: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏବେ, ସମସ୍ତ ନେତା ଘର ଘର ବୁଲି ପ୍ରଚାର କରିବେ। ରାଜ୍ୟରେ ମୋଟ ୨୪୩ ବିଧାନସଭା ଆସନ ଅଛି, ଏବଂ ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ ତାରିଖରେ ୨୧୨ ଆସନ ପାଇଁ ଭୋଟ୍…

ଇନ୍ଦିରା ଆବାସ ଯୋଜନାରେ ନିର୍ମିତ ଘରର ଭୁଶୁଡ଼ିଲା ଛାତ, ଚାଲିଗଲା ଗୋଟିଏ ପରିବାରର ୫ ଜୀବନ

ଦାନାପୁର: ବିହାରର ଦାନାପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଇନ୍ଦିରା ଆବାସ ଯୋଜନା ଅଧୀନରେ ନିର୍ମିତ ଏକ ଘରର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଅକିଲପୁର ଥାନା ଅଞ୍ଚଳ ଅନ୍ତର୍ଗତ ମାନସରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ…

Planning terror attacks: ଦେଶରେ ଆତଙ୍କବାଦୀ ଯୋଜନା ପଣ୍ଡ, ATS ୩ଆତଙ୍କବାଦୀଙ୍କୁ କଲା ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦୀ ବିରୋଧୀ ସ୍କ୍ବାଡ୍‌ର ଗୁଜରାଟ ୟୁନିଟ୍ ରବିବାର (ଅକ୍ଟୋବର ୯) ଦିନ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏମାନେ ଆକ୍ରମଣ ପାଇଁ ରାସାୟନିକ ବୋମା ପ୍ରସ୍ତୁତ କରୁଥିଲେ। ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ଚୀନ୍‌ରୁ MBBS ଡିଗ୍ରୀ ମଧ୍ୟ ହାସଲ କରିଥିଲା। ଗୁଜରାଟ…

Tsunami advisory issued: ଜାପାନରେ ୬.୭ ତୀବ୍ରତାର ଭୂମିକମ୍ପ, ସୁନାମୀ ସତର୍କତା ଜାରି

ଟୋକିଓ:ରବିବାର ସନ୍ଧ୍ୟାରେ ଉତ୍ତର ଜାପାନରେ ୬.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି। ସଂସ୍ଥା କହିଛି ଯେ ଭୂମିକମ୍ପଟି ଇୱାଟେ ପ୍ରଦେଶର ଉପକୂଳରେ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଆସିଥିଲା।…

IED Blast: ଏୟାରଲିଫ୍ଟ ହେଲେ ଆଇଇଡି ବିସ୍ଫୋରଣରେ ଆହତ ସିଆରପିଏଫ ଯବାନ

ରାୟପୁର: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ଶନିବାର ଅପରାହ୍ନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ ଏବଂ ତାଙ୍କୁ ଏୟାରଲିଫ୍ଟ କରାଯାଇ ରାୟପୁର ନିଆଯାଇଛି। ଆହତ ଯବାନଙ୍କ ରାୟପୁରରେ ଚିକିତ୍ସା ଚାଲିଛି। ସୁକମା ଜିଲ୍ଲାର ଫୁଲବାଗଡି ପୋଲିସ…

୨ ମିନିଟ ଡେରିରେ ପହଞ୍ଚିଲେ ବୋଲି ରାହୁଲଙ୍କୁ ମିଳିଲା ଦଣ୍ଡ, ମାରିଲେ ୧୦ଟି ପୁଶ୍‌ଅପ୍

ନୂଆଦିଲ୍ଲୀ:  ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାର ଚାଲିଥିବା କଂଗ୍ରେସ୍ ପ୍ରଶିକ୍ଷଣ ଶିବିରରେ ରବିବାର ୨ ମିନିଟ୍ ଡେରିରେ ପହଞ୍ଚିଥିଲେ। ଏହାର ‘ସଜା’ ସ୍ୱରୂପ ସେ ୧୦ଟି ପୁଶ୍‌ଅପ୍ ଲଗାଇଥିଲେ। ଦଳର ଜଣେ ନେତା ଏହି ସୂଚନା ଦେଇଛନ୍ତି।ମଧ୍ୟପ୍ରଦେଶ…

ଭୋଟ ଚୋରିକୁ ଲୁଚାଇବା ପାଇଁ SIR ଆସିଛି; ବଡ ଅଭିଯୋଗ ଆଣିଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ୍ ଦୁଇ ଦିନିଆ ପଚମଢ଼ି ଗସ୍ତରେ ଅଛନ୍ତି। ବିଜେପି ହରିୟାଣା ପରି ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ନିର୍ବାଚନରେ ଭୋଟ ଚୋରି କରିବା ସହ SIR ଏହାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।…

ବିହାର ନିର୍ବାଚନରେ ପିକେ କରିବେ ଖେଳ? ରୋଚକ ହେଉଛି ରାଜନୀତି

ନୂଆଦିଲ୍ଲୀ: ବିହାର ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଭୂମିକାକୁ ନେଇ ଆଲୋଚନା ଜୋର୍ ଧରୁଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ବିଶ୍ଳେଷଣ ହେଉଛି। ଏହିକ୍ରମରେ ରବିବାର ସନ୍ଧ୍ୟାରେ NDTVରେ ବିଭିନ୍ନ ନିର୍ବାଚନ ବିଶେଷଜ୍ଞ ଓ ନେତାଙ୍କ ସହ ବିଶେଷ ଆଲୋଚନା ହୋଇଥିଲା। ଏଥିରେ ପ୍ରଶାନ୍ତ…

ଆବର୍ଜନା ବିକିଲେ ମୋଦି ସରକାର, ଚନ୍ଦ୍ରାୟନ-୩ ବଜେଟଠୁ ଅଧିକ ଆୟ

ନୂଆଦିଲ୍ଲୀ: ମୋଦି ସରକାର ଗତ ଏକ ମାସ ମଧ୍ୟରେ ସ୍କ୍ରାପ୍ ବିକ୍ରୟ କରି ୮୦୦ କୋଟି ଟଙ୍କା ରୋଜଗାର କରିଛନ୍ତି।ଯାହାକି ଚନ୍ଦ୍ରାୟନ-୩ର ବଜେଟ ଠାରୁ ମଧ୍ୟ ଅଧିକ ଅଟେ। ଏହି ଚନ୍ଦ୍ରୟାନ-୩ ମୂଲ୍ୟ ୬୧୫ କୋଟି ଥିବା ନେଇ ଜଣାପଡ଼ିଛି। ଏହି ଅଭିଯାନ ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ…