Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Virat Kohli EX-Girlfriend: କାହିଁକି ପୁଣି ଚର୍ଚ୍ଚାରେ ବିରାଟଙ୍କ ପୂର୍ବତନ ପ୍ରେମିକା?

ନୂଆଦିଲ୍ଲୀ: ଖୁସିରେ ଜୀବନ ବିତାଉଛନ୍ତି ବିରାଟ-ଅନୁଷ୍କା ଇଣ୍ଟରନେଟରେ ପୂର୍ବତନ ପ୍ରେମିକାଙ୍କ ଚର୍ଚ୍ଚା ବଲିଉଡ ଏବଂ କ୍ରିକେଟର ଏକ ଅନନ୍ୟ ସଙ୍ଗମ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା। ପୁରା ବିଶ୍ଵର ଏବେ ସେମାନେ ପାୱାର କପଲ୍। ତାଙ୍କର ଗୋଟିଏ ଝଲକ ପୁରା ଇଣ୍ଟରନେଟରେ ହଇଚଇ ସୃଷ୍ଟି…

ସମ୍ପୂର୍ଣ୍ଣ ରୀତିନୀତି ଏବଂ ବୈଦିକ ମନ୍ତ୍ର ସହିତ ଖୋଲିଲା ବାବା କେଦାରଙ୍କ ମନ୍ଦିର ଦ୍ବାର, ଟ୍ବିଟ୍ କରି…

ଡେରାଡୁନ: ଦୀର୍ଘ ୬ ମାସ ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜି ଶ୍ରୀ କେଦାରନାଥ ଧାମର ଦ୍ୱାର ସମ୍ପୂର୍ଣ୍ଣ ରୀତିନୀତି ଏବଂ ବୈଦିକ ମନ୍ତ୍ର ସହିତ ଖୋଲାଯାଇଛି । ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ । ମନ୍ଦିରକୁ ୫୧ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି…

Char Dham Yatra 2026: ଚାରିଧାମ ଯାତ୍ରା କରିବାକୁ ଯୋଜନା କରୁଛନ୍ତି କି? ଥରେ ପଢ଼ିନିଅନ୍ତୁ ଏହି ଖବର…

ନୂଆଦିଲ୍ଲୀ: ଯଦି ଆପଣ ଏହିବର୍ଷ ଉତ୍ତରାଖଣ୍ଡରେ ଥିବା ଚାରିଧାମ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ... ନହେଲେ ବିନା ଦର୍ଶନରେ ଫେରିପାରନ୍ତି! ତେବେ ପ୍ରତିବର୍ଷ ହଜାର ହଜାର ତୀର୍ଥଯାତ୍ରୀ ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ଯାତ୍ରାରେ ବାହାରିଥାନ୍ତି,…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବର୍ଷେ; ଉପତ୍ୟକାରେ ହାଇ ଆଲର୍ଟ, ସର୍ଚ୍ଚ ଅପରେସନ ଜାରି..

ଶ୍ରୀନଗର: ଗତବର୍ଷ ୨୨ ଏପ୍ରିଲ ଆଜିର ଦିନରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଛି । ଆକ୍ରମଣର ପ୍ରଥମ ବାର୍ଷିକୀକୁ ଦୃଷ୍ଟିରେ ରଖି, ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।…

ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବନି ଭାରତ… ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ କଡ଼ା…

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ଆଜି ବର୍ଷେ ପୁରିଛି । ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁକୁ ଭୁଲି ହେବ ନାହିଁ । ପହଲଗାମ ଆକ୍ରମଣରେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ଆକ୍ରମଣରେ…

ଯୁଦ୍ଧବିରତି ବୃଦ୍ଧି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ; କହିଲେ, ହର୍ମୁଜରେ ଇରାନ ଅବରୋଧ ଜାରି ରହିବ…

ଓ୍ବାଶିଂଟନ୍: ହର୍ମୁଜ୍ ପ୍ରଣାଳୀ ଉପରେ ଦେଖାଯାଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସେ ଘୋଷଣା କରିଛନ୍ତି ଯେ, ଇରାନ ଆମେରିକା ନିକଟରେ ପ୍ରସ୍ତାବ ଉପସ୍ଥାପନ ନ କରିବା…

ନେତାଙ୍କ ବେଡରୁ ଆରମ୍ଭ ମହିଳାଙ୍କ ରାଜନୀତି କ୍ୟାରିୟର

ନୂଆଦିଲ୍ଲୀ: ପୂର୍ଣ୍ଣିଆ ଲୋକସଭା ନିର୍ବାଚନମଣ୍ଡଳୀର ସ୍ୱାଧୀନ ସାଂସଦ ରାଜେଶ ରଞ୍ଜନ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ରାଜେଶ, ପପ୍ପୁ ଯାଦବ ନାମରେ ମଧ୍ୟ ଜଣାଶୁଣା। ସେ କହିଛନ୍ତି ଯେ ଆଜିକାଲି ଅଧିକାଂଶ ମହିଳା, ପୁରୁଷ ରାଜନେତାଙ୍କ ବିଛଣାରେ କିଛି ସମୟ ନ ବିତାଇଲେ…

ରାସ୍ତାରେ ଗଡିବନି ବାଇକ, ରାଲିକୁ ମନା 

କୋଲକାତା: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସମଗ୍ର ପଶ୍ଚିମବଙ୍ଗରେ ଦୁଇଚକିଆ ଯାନ ଉପରେ କଡ଼ା କଟକଣା ଜାରି କରିଛନ୍ତି। ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ କମିଶନ ବାଇକ୍ ରାଲି, ରାତିରେ ଗାଡ଼ି ଚାଳନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେହିପରି ବାଇକ…

ନଦୀ ନଥିବା ଏକ ଦେଶ, ପ୍ରତିବର୍ଷ ୧.୫ ଲକ୍ଷ ଭାରତୀୟ ଭ୍ରମଣ କରନ୍ତି? ପିଇବା ପାଣି ଏଠାରେ ସଂଘର୍ଷପୂର୍ଣ୍ଣ…

ରିୟାଦ: ଯେକୌଣସି ଦେଶରେ ନଦୀଗୁଡ଼ିକ ପାନୀୟ ଜଳର ସବୁଠାରୁ ବଡ଼ ଉତ୍ସ । ଫସଲ ଉତ୍ପାଦନ ପାଇଁ ହେଉ କିମ୍ବା ଜଳଜୀବୀଙ୍କ ଜୀବନ ପାଇଁ, ନଦୀଗୁଡ଼ିକ ପ୍ରତ୍ୟେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତଥାପି, ବିଶ୍ୱରେ ଏପରି ଗୋଟିଏ ଦେଶ ଅଛି ଯେଉଁଠାରେ କୌଣସି ନଦୀ ନାହିଁ । ଏହା ସତ୍ତ୍ୱେ, ଏହା ଏହାର…