Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର, ଜଣେ ସନ୍ଦିଗ୍ଧକୁ ଧରିଲା ପୋଲିସ

ନୂଆଦିଲ୍ଲୀ: ନିର୍ବାଚନ ରାଲି ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଷଡ଼ଯନ୍ତ୍ର । କାଲିଫର୍ଣ୍ଣିଆର କୋଚେଲ୍ଲାରେ ନିର୍ବାଚନୀ ରାଲି ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ନେଇ ସୂଚନା ମିଳିଛି । ଟ୍ରମ୍ପଙ୍କ ରାଲି ବେଳେ ଜଣେ ବନ୍ଧୁକଧାରୀଙ୍କୁ ଗିରଫ କରିଛି…

ହଟିଲା ରାଷ୍ଟ୍ରପତି ଶାସନ: ଫିଟିଲା ନୂତନ ସରକାର ଗଠନର ବାଟ

ନୂଆଦିଲ୍ଲୀ: ଦୀର୍ଘ ୬ବର୍ଷ ପରେ ଜାମ୍ମୁ-କାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତକାଲି ରାଷ୍ଟ୍ରପତି ଶାସନ ହଟାଯିବା ପରେ ଏବେ ନୂତନ ସରକାର ଗଠନ ପାଇଁ ବାଟ ଫିଟିଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ଜାମ୍ମୁ-କଶ୍ମୀରରେ…

ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣା : କିପରି ଥିଲା ସୁଟରମାନଙ୍କ ପ୍ଲାନିଂ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ରାତି ପ୍ରାୟ 9 ଟା 30 ସମୟରେ ଗୁଳିକରି ହତ୍ୟା କରାଯାଇଛି। ଏହି ସମୟରେ ସେହି ଅଞ୍ଚଳରେ ଦଶହରା ଅବସରରେ ଏକ ଶୋଭାଯାତ୍ରା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ବାବା ସିଦ୍ଦିକୀ ମୁମ୍ବାଇ ବାନ୍ଦ୍ରା…

ଦିଲ୍ଲୀ ପରେ ଗୁଜୁରାଟ ଆଙ୍କଲେଶ୍ୱରରେ ୫ ହଜାର କୋଟିର ଡ୍ରଗ୍ସ ଜବତ

ଗାନ୍ଧୀନଗର: ସାରା ଦେଶରେ ମାଡୁଛି ଧଳା ଜହରର ଚେର। ବାରମ୍ବାର ଚଢାଉ ହେଲେ ମଧ୍ୟ ଥମୁନି ଏହି ରାକେଟ । କିଛି ଦିନ ପୂର୍ବରୁ ଦିଲ୍ଲୀରେ ୫ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ  ଆଜି ଗୁଜରାଟର ଆଙ୍କଲେଶ୍ୱର ସହରରେ ଜବତ ହୋଇଛି ୫ ହଜାର କୋଟିର କୋକେନ। ଦିଲ୍ଲୀ ଓ ଗୁଜରାଟ ପୁଲିସର ମିଳିତ…

କର୍ଣ୍ଣାଟକରେ ମୁଦା ସ୍କାମ: ଜମି ଫେରାଇବେ ଖଡଗେ ପରିବାର

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଳିଛି  ମହୀଶୂର ଅର୍ବାନ ଡେଭଲପମେଣ୍ଟ ପ୍ରାଧିକରଣ(ମୁଦା) ସ୍କାମ। ଜମି ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇଥିବା ୫ ଏକର ଜମିକୁ ଫେରାଇ…

ଜୋମାଟୋରେ ଅର୍ଡର କରିବାର ଏହି ତରିକା ସମୟ ସହ ଟଙ୍କା ବଞ୍ଚାଇବ..

ନୂଆଦିଲ୍ଲୀ: ଜୋମାଟୋରେ ଖାଦ୍ୟ ଅର୍ଡର କରିବା ଆହୁରି ସହଜ ହୋଇଛି । କେବଳ ସାମାନ୍ୟ କ୍ଲିକ୍ କେଲେ ଆପଣଙ୍କ ପ୍ରିୟ ଖାଦ୍ୟ ଆପଣଙ୍କ ଘରେ ଆସି ପହଂଚିଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ, ଜୋମାଟୋରେ ଖାଦ୍ୟ ଅର୍ଡର କରିବା ପାଇଁ, ଆପଣ ହୁଏତ କେବଳ ରେସ୍ତୋରାଁ କିମ୍ବା ଖାଦ୍ୟ ମେନୁ ଦେଖି କରି…

କଲମ୍ବସଙ୍କ ସହ ଜଡିତ ୫୦୦ ବର୍ଷ ତଳ ରହସ୍ୟର ହେଲା ଉଜାଗର

ନୂଆଦିଲ୍ଲୀ: ଆମେରିକା ଆବିଷ୍କାର କରିଥିବା କ୍ରିଷ୍ଟୋଫର କଲମ୍ବସଙ୍କ ସହ ଜଡିତ ୫୦୦ ବର୍ଷ ତଳ ରହସ୍ୟର ଉଜାଗର ହୋଇଛି । ସ୍ପେନର କ୍ୟାଥଡ୍ରେଲ ଅଫ ସୋବେଲରେ ୨୦୦୩ରେ ମିଳିଥିବା ମାନବ ଅବଶେଷ କଲମ୍ବସଙ୍କ ବୋଲି ପ୍ରମାଣିତ ହୋଇଛି । ସ୍ପେନର ଫରେନ୍ସିକ ସାଇଂଟିଷ୍ଟ ମିଗେଲ ଲରେଟ ଓ ଇତିହାସକାର…

ଦିବଙ୍ଗତ ରତନ ଟାଟାଙ୍କୁ ଭାରତର ସୁପୁତ୍ର କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରିଥିବା ବାର୍ତ୍ତାରେ ନେତାନ୍ୟାହୁ ଲେଖିଛନ୍ତି, ଦୟାକରି ରତନଙ୍କ ପରିବାରକୁ ମୋର…

ଦିଲ୍ଲୀ ମେଟ୍ରୋର ବ୍ଲୁ ଲାଇନକୁ ମିଳିଲା କାର୍ବନ ଫ୍ରି ପ୍ରମାଣପତ୍ର

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି । ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ମେଟ୍ରୋ ବ୍ଲୁ ଲାଇନ୍ କୁ କାର୍ବନ ମୁକ୍ତ ହେବାର ପ୍ରମାଣପତ୍ର ପାଇଛି । ଏହି ଲାଇନ ଗାଜିଆବାଦର ଯମୁନା ବ୍ୟାଙ୍କକୁ ବୈଶାଳୀ ସହିତ ସଂଯୋଗ କରେ । ଅଧିକାରୀମାନେ…

ମୋହନ ଭାଗବତଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ରଖିଲେ ସିବଲ

ନୂଆଦିଲ୍ଲୀ: ଶନିବାର ବିଜୟାଦଶମୀ ଅବସରରେ ଶସ୍ତ୍ର ପୂଜା ପରେ ଭାଷଣ ଦେଇଥିଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ । ଆଉ ତାପରେ ତାଙ୍କ ଭାଷଣକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୀତି ଫାଇଟ୍ । ଏହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ କପିଲ ସିବଲ ।…