Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପଣଙ୍କ କାର ଭିତରେ ରହିଛି କ୍ୟାନସର କାରକ, ଚିନ୍ତା ପ୍ରକଟ କରି ରିପୋର୍ଟ ମାଗିଲା ଏନଜିଟି

ନୂଆଦିଲ୍ଲୀ: କାର ଗୁଡିକରେ ବ୍ୟବହୃତ ହେଉଥିବା ଅଗ୍ନି ନିରୋଧକ ରାସାୟନିକ ଦ୍ରବ୍ୟ କ୍ୟାନସର କାରକ। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ ଜିଟି) ଏହାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ଏନଜିଟି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମେତ ୪ଟି ପ୍ରମୁଖ ବିଭାଗକୁ…

କୋଲକାତାରେ ପ୍ରତିବାଦ ବେଳେ ଜୁନିୟର ଡାକ୍ତରଙ୍କ ବଡ ନିଷ୍ପତି

କୋଲକାତା: ଆଜି ଆନ୍ଦୋଳନ ପ୍ରତ୍ୟାହାର କରିବେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘ। ସ୍ବାସ୍ଥ୍ୟ ଭବନ ସାମ୍ନାରେ ବସିଥିବା ଧାରଣା ପ୍ରତ୍ୟାହାର କରିବେ। ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ। ଆସନ୍ତାକାଲିଠୁ ଏମର୍ଜେନ୍ସିରେ ଡ୍ୟୁଟି କରିବେ କିନ୍ତୁ ଓପିଡିରେ ରୋଗୀ ଦେଖିବେନି।…

ମୋଦିଙ୍କ ମିଶନ କଶ୍ମୀର: ଟାର୍ଗେଟରେ କଂଗ୍ରେସ-ଏନସି ମେଣ୍ଟ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବା ବେଳେ ପରବର୍ତ୍ତୀ ଦୁଇ ପର୍ଯ୍ୟାୟ ପାଇଁ ସରଗରମ ପ୍ରଚାର । ଜମ୍ମୁର କାଟ୍ରାରେ ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ଉପରେ ବର୍ଷିଛନ୍ତି । ବିଦେଶରେ ଭାରତ…

ପେଜର ଆଟାକ୍: ଇସ୍ରାଏଲର ‘ସାଇକୋଲୋଜିକାଲ ୱାର୍’

ନୂଆଦିଲ୍ଲୀ: ହିଜବୋଲ୍ଲାକୁ ଟାର୍ଗେଟ କରି ଦୁଇ ଦିନରେ ଦୁଇ ଦୁଇଟି ବଡ ଆକ୍ରମଣ କରିଛି ଇସ୍ରାଏଲ୍ । ଲେବାନନରେ ପ୍ରଥମେ ପେଜର ଓ ପରେ ୱାକିଟକି ବିସ୍ଫୋରଣ କରିଛି ଇସ୍ରାଏଲ । ଯୋଗାଯୋଗ ସଂରଜାମ ଜରିଆରେ ବିସ୍ଫୋରଣ କରି ହିଜବୋଲ୍ଲାକୁ ମାନସିକ ଚାପରେ ପକାଇବାକୁ ଚେଷ୍ଟା କରିଛି ଇସ୍ରାଏଲ୍ ।…

ଡୁନ୍ ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର, ଟ୍ରାକରେ ଥିଲା ଲୁହା ରଡ୍

ରାମପୁର: ଡୁନ୍ ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର। ଏଭଳି ଘଟଣା ରାମପୁରରୁ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ବିଲାସପୁର ଏବଂ ରୁଦ୍ରପୁର ସହର ମଧ୍ୟରେ ଡୁନ୍ ଏକ୍ସପ୍ରେସକୁ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଛି। ଟ୍ରେନ୍ ନଂ 12091 ର ଲୋକୋ ପାଇଲଟ୍ ଟ୍ରାକରେ ୭ ମିଟର ଲମ୍ବର…

ନାଇଡୁଙ୍କ ଅଭିଯୋଗ କ’ଣ ସତ?

ଅମରାବତୀ: ପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱର ମନ୍ଦିରରେ ଲାଗି ହେଉଥିବା ଲଡୁ ପ୍ରସାଦକୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ । ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଶାସକ ଟିଡିପି ଓ ବିରୋଧୀ ୱାଇଏସଆର କଂଗ୍ରେସ ପାର୍ଟି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ପୂର୍ବ…

ଆସିଲା ଲ୍ୟାବ ରିପୋର୍ଟ, ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି

ତିରୁପତି: ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି। ଏନେଇ ସ୍ପଷ୍ଟ କରିଛି ଲ୍ୟାବ ରିପୋର୍ଟ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ତିରୁପତି ଲଡୁରେ ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ କରିଥିଲେ। ପୂର୍ବତନ YSRCP ସରକାର ସମୟରେ ତିରୁପତି ଲଡୁ ତିଆରି…

ବାତିଲ୍‌ ହେଲା ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌

କୋଲକାତା: ବାତିଲ୍‌ ହେଲା ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌ । ଆରଜି କର ମେଡିକାଲ୍‌ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ ବାତିଲ କରିଛନ୍ତି ପଶ୍ଚିମବଙ୍ଗ ମେଡିକାଲ୍‌ କାଉନସିଲ୍‌ । ଗିରଫର ୧୩ ଦିନ ବିତିଥିଲେ ବି କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇ ନ ଥିଲେ…

ରାସ୍ତାରେ ହେଉଥିବା ଗର୍ତ୍ତ ପାଇଁ ମୂଷା ଦାୟୀ 

ନୂଆଦିଲ୍ଲୀ: ରାସ୍ତାରେ ହେଉଥିବା ଗର୍ତ୍ତ ପାଇଁ ମୂଷା ଦାୟୀ। ରାଜସ୍ଥାନର ଦୌସା ଠାରେ ରାସ୍ତା ଭୁଶୁଡ଼ିବା ପାଇଁ ମୂଷାକୁ ଦାୟୀ କରିଥିବା ଜଣେ କର୍ମଚାରୀଙ୍କୁ କମ୍ପାନୀ ନିଲମ୍ବିତ କରିଛି। ତେବେ କଣ୍ଟ୍ରାକ୍ଟର ଏହି ବିଷୟରେ ସୂଚନା ପାଇବା ମାତ୍ରେ ସେ ତୁରନ୍ତ ସେହି ଅଞ୍ଚଳକୁ ବ୍ୟାରିକେଡ୍…

ଇନଷ୍ଟାଗ୍ରାମରୁ ହଟିବ ବ୍ୟୁଟି ଫିଲ୍ଟର୍, ମହିଳାଙ୍କ ମାନସିକ ସ୍ବାସ୍ଥ୍ଯ ଉପରେ ନକରାତ୍ମକ ପ୍ରଭାବ

ନୂଆଦିଲ୍ଲୀ: ଅନେକ ଲୋକ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆପ୍ ବ୍ୟବହାର କରନ୍ତି। ଫଟୋ, ଭିଡିଓ, ରିଲ୍ ପୋଷ୍ଟ କରି ଇନଷ୍ଟାଗ୍ରାମ ମାଧ୍ୟମରେ ଅନେକ ଲୋକ ଲୋକପ୍ରିୟ ହୋଇପାରିଛନ୍ତି। ଏଥିସହ ରୋଜଗାର ମଧ୍ଯ ଭଲ କରୁଛନ୍ତି। ବର୍ତ୍ତମାନ ଇନଷ୍ଟାର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ବଡ…