Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶୁର ଚର୍ବିରୁ ତିଆରି ହେଉଛି କି ତିରୁପତିଙ୍କ ଲଡୁ, ଜାଣନ୍ତୁ କଣ ରହିଛି ଘଟଣା… 

ତିରୁପତି: ତିରୁପତି ମନ୍ଦିରରେ ପ୍ରସାଦ ଭାବରେ ଦିଆଯାଉଥିବା ଲଡୁ ରେ ମିଶୁଛି ପଶୁର ଚର୍ବି। ଏଭଳି ଅଭିଯୋଗ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏହି ମନ୍ତବ୍ୟ ଆନ୍ଧ୍ରପ୍ରଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ…

କେଜ୍ରିଓ୍ବାଲଙ୍କ ସ୍ଥାନ ନେବେ ଆତିଶୀ: ୨୧ରେ ମନ୍ତ୍ରୀମଣ୍ଡଳଙ୍କ ସହ ଶପଥ ନେବେ

ନୂଆଦିଲ୍ଲୀ: ଶପଥ ନେବେ ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନ ସିଂହ । ଆସନ୍ତା ୨୧ ତାରିଖରେ ଆତିଶୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ । ଏହା ପରେ ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ତେବେ ଗୁରୁବାର ଆମ ଆଦମି ପାର୍ଟି ପକ୍ଷରୁ ପ୍ରାରମ୍ଭିକ ସୂଚନା ଭାବେ କେବଳ ଆତିଶୀ ଶପଥ…

ବାୟୁ ପ୍ରଦୂଷଣ ପାଇଁ ବଢୁଛି ବ୍ରେନ ଷ୍ଟ୍ରୋକ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ପାଇଁ ବଢୁଛି ବ୍ରେନ ଷ୍ଟ୍ରୋକ। ଦ ଲାନସେଟ୍ ସ୍ନାୟୁବିଜ୍ଞାନ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ଷ୍ଟ୍ରୋକ ଓ ତତ୍ ସମ୍ବନ୍ଧୀୟ ମୃତ୍ୟୁ ଘଟଣା ବଢିବାରେ ଲାଗିଛି। ଯେଉଁଥିପାଇଁ ବାୟୁ ପ୍ରଦୂଷଣ, ଉଚ୍ଚ ରକ୍ତଚାପ ଏବଂ ଶାରୀରିକ ନିଷ୍କ୍ରିୟତା ଆଦି…

ହିଜବୁଲାହ ଓ୍ବକି-ଟକି, ସୋଲାର ପ୍ୟାନେଲ ଓ ଲାପଟପରେ ବ୍ଲାଷ୍ଟ, ୨୦ ମୃତ, ବ୍ଲାଷ୍ଟ ପରେ ଆତଙ୍କ

ନୂଆଦିଲ୍ଲୀ: ଏବେ ଲେବନାନରେ ଛାଇଛି ଆତଙ୍କ । ବ୍ଲାଷ୍ଟ ହେଉଛି ପେଜର, ଲାପଟପ୍ ଏବଂ ସୋଲାର ପ୍ୟାନେଲ । ଏଯାବତ ୨୦ ଜଣଙ୍କର ଜୀବନ ଗଲାଣି । ପ୍ରଥମେ ପେଜର(ଏକ ରେଡିଓ ସିଗନାଲ ଡିଭାଇସ ଯାହାଦ୍ବାରା ମେସେଜ ପଠାଇବା ଓ ଗ୍ରହଣ କରାଯାଏ) ଫାଟିବା ଆରମ୍ଭ କରିଥିବା ବେଳେ ପରେ ପରେ ଓ୍ବକି-ଟକି,…

ପୁଣି ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌, ଟ୍ରାକ୍‌ରୁ ଖସିଲା ୨୫ ବଗି

ମଥୁରା: ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଉତ୍ତରପ୍ରଦେଶ ମଥରୁରାରେ ହେଲା ଲାଇନ୍‌ଚ୍ୟୁତ। ଟ୍ରେନ୍‌ର ୨୫ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ବୃନ୍ଦାବନ ନିକଟରେ ଏହି ଅଘଟଣ ଘଟିଛି। ଗତ କିଛି ଦିନ ହେବ ଦେଶର ବିଭିନ୍ନ…

ସ୍ବଚ୍ଛ ରହିବା ପାଇଁ ନ ଗାଧୋଇ ଗଙ୍ଗା ଜଳ ଛିଞ୍ଚି ହେଉଥିଲେ, ଡିଭୋର୍ସ ଦେଲେ… 

ଆଗ୍ରା: ସାଧାରଣତଃ ବିବାହ ଭାଙ୍ଗିବା ପଛରେ ଅନେକ କାରଣ ରହିଥାଏ। କିନ୍ତୁ ଆଗ୍ରାରୁ ବିବାହ ବିଚ୍ଛେଦର କାରଣ ସାଜିଛି ଅଜବ ଘଟଣା। ଯାହାକୁ ନେଇ ଚର୍ଚ୍ଚା ମଧ୍ଯ ଜୋରଦାର ହେଉଛି। ସୂଚନାନୁସାରେ ବିବାହକୁ ପ୍ରାୟ ୪୦ ଦିନ ବିତି ଯାଇଥିଲା କିନ୍ତୁ ଏହି ସମୟ ମଧ୍ୟରେ ସ୍ୱାମୀଙ୍କ ଏକ ମାତ୍ର…

ଲେବାନନରେ ପେଜର ପରେ ଏବେ ୱାକି ଟକିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଲେବାନନରେ ସେପ୍ଟମ୍ବର ୧୭ରେ ପେଜରର ସିରିୟଲ ବିସ୍ଫୋରଣ ଦେଶକୁ ଥରହର କରି ଦେଇଥିଲା । ଏହା ପଛରେ ଇସ୍ରାଏଲର ହାତ ଥିବା ଲେବାନନ ସନ୍ଦେହ କରୁଛି । ପେଜର ବିସ୍ଫୋରଣ ଘଟଣା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଇତି ମଧ୍ୟରେ ଅଲ ଜଜୀରାରେ ପ୍ରକାଶିତ ଖବର ଅନୁସାରେ ଏବେ ୱାକି…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପୁଣି ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଏଣିକି ଏକକାଳୀନ ନିର୍ବାଚନ ହେବ କି ? ଏ ପ୍ରସଙ୍ଗରେ ସବୁ ଦଳ ମଧ୍ୟରେ ସହମତି ସୃଷ୍ଟି ପାଇଁ ସଫଳ ହେବେ କି ମୋଦି ସରକାର ?  ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଏ ସଂପର୍କିତ ରାମନାଥ କୋବିନ୍ଦ କମିଟି ରିପୋର୍ଟକୁ ଅମୁମୋଦନ କରିଛନ୍ତି ।…

ଯବାନଙ୍କ ଗୁଳିରେ ୨ ଯବାନ ମୃତ, ଜଣେ ଗୁରୁତର

ଛତିଶଗଡ଼: ଯବାନଙ୍କ ଗୁଳିରେ ୨ ଯବାନ ମୃତ, ଜଣେ ଗୁରୁତର । ବଳରାମପୁର ଜିଲ୍ଲା ଭୂଥି କ୍ୟାମ୍ପରେ ଯବାନଙ୍କୁ ଗୁଳିମାଡ଼ କଲେ ଯବାନ । ସାମାନ୍ୟ ବଚସାକୁ ନେଇ ସାଥୀ ଯବାନଙ୍କୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ମୃତକ ଦୁଇ ଯବାନ ହେଉଛନ୍ତି ସିଏଏଫ ଯବାନ ରୂପେଶ ପଟେଲ ଓ ସନ୍ଦୀପ ପାଣ୍ଡେୟ ।…

ସ୍ଥିତି ଗମ୍ଭୀର: ଲେବାନନ ସୀମା ନିକଟରେ ୨୦୦୦୦ ସୈନିକ ନିୟୋଜିତ କଲା ଇସ୍ରାଏଲ

ନୂଆଦିଲ୍ଲୀ: ସେପ୍ଟମ୍ବର ୧୭ରେ ଲେବାନନରେ ସିରିୟଲ ପେଜର ବ୍ଲାଷ୍ଟ ଘଟିଥିଲା । ଏଥିରେ ହିଜବୁଲ୍ଲାର ଅନେକ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ୪୦୦୦ରୁ ଊର୍ଦ୍ଧ୍ୱ ଆଘାତପ୍ରାପ୍ତ ହୋଇଛନ୍ତି । ଏହି ଘଟଣା ପାଇଁ ଲେବାନନ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛି । ଏପରିକି ଇସ୍ରାଏଲ ଉପରେ ବଡ ଧରଣର…