Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟାଟା ଗ୍ରୁପରେ ଚାକିରି ପାଇଁ ଏକଦା ସିଭି ପକାଇଥିଲେ ରତନ… 

ମୁମ୍ବାଇ: ରତନ ଟାଟା କେବଳ ଜଣେ ସଫଳ ଶିଳ୍ପପତି ନୁହଁନ୍ତି ବରଂ ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ଟାଟା ଗ୍ରୁପକୁ ନୂତନ ଶିଖରକୁ ନେଇ ଦେଶ ତଥା ବିଶ୍ୱରେ ଏକ ବିରାଟ ନାମ ଅର୍ଜନ କରିଥିଲେ। ରତନ ଟାଟା ଜଣେ ସଫଳ ବ୍ୟବସାୟୀ ଭାବରେ ସ୍ୱୀକୃତିପ୍ରାପ୍ତ। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ରତନ…

ରତନ ଟାଟାଙ୍କ ସେହି ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ…

ମୁମ୍ବାଇ: ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ତଥା ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ…

ରତନ ଟାଟାଙ୍କ କିଛି ପ୍ରେରଣାଦାୟୀ ବାର୍ତ୍ତା, ଯାହା ଯୁବପିଢିଙ୍କ ମଧ୍ୟରେ ଭରିଦିଏ ଯୋଶ..

ନୂଆଦିଲ୍ଲୀ: ବିଜନେସ୍ ଦୁନିଆର ଟାଇକୁନ ରତନ ଟାଟା ଅକ୍ଟୋବର ୯ ତାରିଖରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରତନ ଟାଟାଙ୍କ ଦେହାନ୍ତକୁ ନେଇ ଚାରିଆଡେ ଶୋକର ଛାୟା ଖେଳି ଯାଇଛି। ସେ କେବଳ ଜଣେ ବ୍ୟବସାୟୀ ନଥିଲେ, ବରଂ ଭାରତୀୟ ଶିଳ୍ପ ଜଗତ ଏବଂ ଭାରତୀୟ ଅର୍ଥନୀତିରେ ତାଙ୍କର…

ଟାଟାଙ୍କ ସହିତ ଓଡିଶାର ଅନାବିଳ ସଂପର୍କ, ଥିଲା ପସନ୍ଦ ରାଜ୍ୟ

ଭୁବନେଶ୍ବର: ଓଡିଶା ସହିତ ରତନ ଟାଟାଙ୍କର ସଂପର୍କ ଅତୁଟ ଓ ଅନାବିଳ । ତାଙ୍କ ଟାଟା ଷ୍ଟିଲ କମ୍ପାନୀ ପାଇଁ ଓଡିଶା ଥିଲା ସ୍ବର୍ଣ୍ଣର କ୍ଷେତ୍ର, ସେଥିପାଇଁ ଶିଳ୍ପ କ୍ଷେତ୍ରରେ ଓଡିଶା ଥିଲା ତାଙ୍କର ପ୍ରଥମ ପସନ୍ଦ । ଶିଳ୍ପ, ସମାଜସେବା ଅର୍ଥନୈତିକ ସବୁ କ୍ଷେତ୍ରରେ ଓଡିଶାରେ ଯେପରି ଟାଟାଙ୍କ…

ରତନ ଟାଟାଙ୍କ ଦେହାନ୍ତ ପରେ ଟିସିଏସର ବଡ଼ ନିଷ୍ପତ୍ତି, ଚଳିତ ଥର ବାତିଲ କଲା ଏହି ସବୁ କାର୍ଯ୍ୟ

ନୂଆଦିଲ୍ଲୀ: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଆଜି ଏହାର ରୋଜଗାରର ଆକଳନ କରିବାକୁ ଯାଉଛି। ଲୋକମାନେ ବିଶ୍ୱାସ କରନ୍ତି ଯେ ଏଥର ସେମାନଙ୍କର ରୋଜଗାର ସାମାନ୍ୟ ବୃଦ୍ଧି ପାଇଛି।  କିନ୍ତୁ ଆକଳନଠାରୁ ଅଧିକ ରୋଜଗାର ହୋଇନାହିଁ। ଟାଟା କମ୍ପାନୀର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ମୃତ୍ୟୁ…

ସେମାନେ କହୁଛନ୍ତି ତୁମେ ଚାଲିଗଲ…ତୁମର କ୍ଷତି ସହିବା ବହୁ କଷ୍ଟଦାୟକ….

ନୂଆଦିଲ୍ଲୀ: ଶିଳ୍ପ ଜଗତର ଅମୁଲ୍ୟ ରତ୍ନ ରତନ ଟାଟାଙ୍କ ଦେହାନ୍ତ ପରେ ଏବେ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏପଟେ ଦଶହରା ପାଇଁ ସାରା ଦେଶରେ ଉତ୍ସବର ମାହୋଲ ଚାଲିଥିବା ବେଳେ ସେପଟେ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା । ନିଜର କର୍ମ, ଜୀବନଶୈଳୀ ଏବଂ ବିଜନେସ ଶୈଳୀ ପାଇଁ ସବୁ…

ଭାରତ ହରାଇଲା ଶିଳ୍ପ ଜଗତର ଅମୂଲ୍ୟ ରତ୍ନ, କିଏ ହେବେ ଉତ୍ତରାଧିକାରୀ?

ମୁମ୍ବାଇ: ଅକ୍ଟୋବର ୯ ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେ ପୂର୍ବରୁ ଚିକିତ୍ସିତ ହେଉଥିବା ବେଳେ ଗତକାଲି ୮୬ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି। ଭାରତୀୟ…

ମନେ ରହିବେ ଟାଟା ‘ରତନ’: ‘ଜଣେ ସହୃଦୟ, ଦରଦୀ ମଣିଷଟେ’

ମୁମ୍ବାଇ: ରତନ ଟାଟା, ଜଣେ ଅଦ୍ବିତୀୟ ତାରା । ଜଣେ ଏମିତି ଶିଳ୍ପପତି ଯାହାର ବିୟୋଗରେ ସାରା ଦେଶର ହୃଦୟ କାନ୍ଦୁଛି । ବୟସ ଅଧିକ ଯୋଗୁଁ ବୁଧବାର ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ଖାଲି ଯେ ସେ ଜଣେ ଭଲ ଶିଳ୍ପପତି ଥିଲେ…

କାହିଁକି ଅବିବାହିତ ରହିଗଲେ ରତନ, ଜାଣନ୍ତୁ ତାଙ୍କ ବିବାହକୁ ନେଇ ରୋଚକମୟ କଥା…

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଟାଟା ଗ୍ରୁପର ବିକାଶ ତଥା…