Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୬୯ ବର୍ଷ ବୟସରେ ଫାଇଟର୍ ଜେଟ୍ ଉଡାଇଥିଲେ ରତନ ଟାଟା… 

ମୁମ୍ବାଇ: ଭାରତର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟା ଆଉ ନାହାଁନ୍ତି।କେବଳ ବ୍ୟବସାୟକୁ ଆଗକୁ ବଢ଼ାଇବା ନୁହେଁ ସେ ଫାଇଟର୍ ପ୍ଲେନ୍ ଉଡାଇବାରେ ମଧ୍ୟ ଥିଲେ ପାରଙ୍ଗମ। ବିମାନ ପ୍ରତି ତାଙ୍କର ଏକ ବିଶେଷ ଭଲପାଇବା ଥିଲା। ସେ ଜଣେ ପାଇଲଟ୍ ମଧ୍ୟ ଥିଲେ। ଫେବୃଆରୀ ୨୦୦୭ରେ ସେ ବେଙ୍ଗାଲୁରୁରେ ଏରୋ…

ରାହୁଲଙ୍କ ରୋକଠୋକ୍: ଦଳକୁ ହରାଇଦେଲେ ସ୍ୱାର୍ଥପର ନେତା 

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟକୁ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ । ସରକାର ବିରୋଧୀ ହାୱା ସତ୍ତ୍ୱେ ବିଜେପି କିପରି ବାଜି ମାରିନେଲା, ସେ ନେଇ କଂଗ୍ରେସ ଶିବିର ହତଚକିତ । ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଛି ଦଳ । ଏସବୁ ମଧ୍ୟରେ ହରିୟାଣା ପରାଜୟର…

ପଞ୍ଚଭୂତରେ ବିଲୀନ ରତନ ଟାଟାଙ୍କ ପାର୍ଥିବ ଶରୀର

ମୁମ୍ବାଇ: ମୁମ୍ବାଇର ୱର୍ଲି ଶ୍ମଶାନରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ଅନ୍ତିମ ସତ୍କାର କରାଯାଇଛି। ଏହି ସମୟରେ ୱର୍ଲି ଶ୍ମଶାନରେ ଶୋକାକୂଳ ପରିସ୍ଥିତି ଉପୁଜିଥିଲା। ତାଙ୍କର ମୃତଦେହକୁ ଶେଷ ଦର୍ଶନ ପାଇଁ…

ଭାରତର ଖାଦ୍ୟ ପ୍ରଣାଳୀ ପରିବେଶ ପାଇଁ ସବୁଠୁ ଭଲ: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ତାର ବିଭିନ୍ନ ଓ ସୁସ୍ବାଦୁ ଖାଦ୍ୟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଥିବାବେଳେ, ଏବେ ଆଉ ଏକ ପ୍ରଶଂସା ସାଉଁଟିଛି । ତେବେ ବର୍ତ୍ତମାନ ଖାଦ୍ୟ ପ୍ରଣାଳୀକୁ ନେଇ ଭାରତ ପ୍ରଶଂସାର ପାତ୍ର ହୋଇଛି । ଓ୍ବାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡ (ଡବ୍ଲୁଡବ୍ଲୁଏଫ୍)ର ଲିଭିଂ ପ୍ଲାନେଟ୍…

ଭାରତରେ ନିର୍ମାଣ ହେବ ୨ ପରମାଣୁ ବୁଡ଼ାଜାହାଜ, ନୌସେନାର ବଢ଼ିବ ଶକ୍ତି

ନୂଆଦିଲ୍ଲୀ: ଭାରତ ସରକାରଙ୍କ CCS ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସୁରକ୍ଷା କ୍ୟାବିନେଟ୍ କମିଟି ଦୁଇଟି ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ ନିର୍ମାଣ ପାଇଁ ଅନୁମତି ଦେଇଛି। ଏହାଦ୍ୱାରା ଭାରତୀୟ ନୌସେନାର ସାମରିକ ତଥା ଆପତ୍ତିଜନକ ସାମର୍ଥ୍ୟ ବୃଦ୍ଧି ପାଇବ। ଏହି ବୁଡ଼ାଜାହାଜ ନିର୍ମାଣ…

ଟେନିସକୁ ଅଲବିଦା କଲେ ରାଫେଲ୍ ନାଡାଲ୍

ନୂଆଦିଲ୍ଲୀ: ସ୍ପେନର ତାରକା ଖେଳାଳି ରାଫେଲ ନାଡାଲ ଟେନିସରୁ ଅବସର ଘୋଷଣା କରିଛନ୍ତି। ୨୨ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ରାଫେଲ ନାଡାଲ କହିଛନ୍ତି ଯେ ସେ ଆସନ୍ତା ମାସରେ ମାଲାଗାରେ ହେବାକୁ ଥିବା ଡେଭିସ୍ କପ୍ ଫାଇନାଲ ପରେ ଟେନିସରୁ ଅବସର ନେବେ। ସେ ଏକ ଭିଡିଓ ଜାରି କରି କହିଛନ୍ତି,…

ରତନ ଟାଟାଙ୍କୁ ‘ଭାରତ ରତ୍ନ’ ସମ୍ମାନ ଦେବା ପ୍ରସ୍ତାବ ପାରିତ

ମୁମ୍ବାଇ: ବୁଧବାର ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ସେ ଦେଶ ପାଇଁ ଥିଲେ ଜଣେ ଅମୂଲ୍ୟ ରତ୍ନ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।…

ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ସାହିତ୍ୟ କ୍ଷେତ୍ରରେ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ବଡିଶ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ ଚଳିତ ବର୍ଷ ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କର ଗଭୀର କବିତା ଗଦ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ…

ଦାତବ୍ୟ ପୁରୁଷ ରତନ ଟାଟା

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର କିମ୍ବଦନ୍ତୀ ପୁରୁଷ ରତନ ଟାଟା ବ୍ୟବସାୟିକ କାର୍ଯ୍ୟସହ ପରୋପକାର ଓ ଦାତବ୍ୟ ପାଇଁ ବି ବେଶ୍ ପରିଚିତ ଥିଲେ । ଅଗ୍ରଣୀ ଶିଳ୍ପପତି ହୋଇ ବି ମାନବିକ ମୂଲ୍ୟବୋଧରେ ବିଶ୍ୱାସ ଓ ପରୋପକାର ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ବିଭିନ୍ନ କ୍ଷେତ୍ରରେ…

ଭାରତର ଅମୂଲ୍ୟ ରତନ

ନୂଆଦିଲ୍ଲୀ: ଗୋଟିଏ ଯୁଗର ଅବସାନ । ଜଣେ ରତ୍ନଙ୍କୁ ହରାଇଛି ଭାରତ । କିମ୍ବଦନ୍ତୀ ଶିଳ୍ପପତି ରତନ ଟାଟା ଆଉ ନାହାନ୍ତି । ୮୬ ବର୍ଷ ବୟସରେ ପରପାରିକୁ ଚାଲିଯାଇଛନ୍ତି ଭାରତୀୟ ଉଦ୍ୟୋଗ ଜଗତର ମହାନ ବ୍ୟକ୍ତିତ୍ୱ । ଭାରତର ଶିଳ୍ପକୁ ବିଶ୍ୱମଂଚରେ ପ୍ରତିଷ୍ଠିତ କରିବାରେ ରତନ ଟାଟାଙ୍କ ଭୂମିକା ଥିଲା…