Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିନ୍ଦୁ ରାଜାଙ୍କ ପରେ କିଏ ସମ୍ଭାଳିଥିଲା କଶ୍ମୀରର ଶାସନ ଭାର, କିପରି ହୋଇଥିଲା ନିର୍ବାଚନ?

ଶ୍ରୀନଗର: କଶ୍ମୀର ହେଉଛି ଭାରତର ଏକ ବିବାଦୀୟ ଅଞ୍ଚଳ । ଏହାର ଇତିହାସ ରାଜା, ମହାରାଜା ଏବଂ ରାଜନୈତିକ ନେତାଙ୍କ ମଧ୍ୟରେ ସଂଘର୍ଷରେ ପରିପୂର୍ଣ୍ଣ । ଭାରତ ସ୍ବାଧୀନ ସମୟରେ କଶ୍ମୀର ରାଜାଙ୍କର ସ୍ବାଧୀନ ରାଜ୍ୟ ଥିଲା । ହିନ୍ଦୁ ମହାରାଜା ହରି ସିଂଙ୍କ ଶାସନ ପରେ କଶ୍ମୀରର ଶାସନ ଭାର କାହା…

ଜାମ୍ମୁ କାଶ୍ମୀର ନିର୍ବାଚନ ଫଳ : ଉମରଙ୍କ ରାଜନୈତିକ ଜୀବନରେ ନୂଆ ମୋଡ

ଜାମ୍ମୁ ଓ କାଶ୍ମୀରର ଐତିହାସିକ ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଂଟକୁ ମିଳିଛି ସ୍ପଷ୍ଟ ବହୁମତ । ଏନସି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ପୁଅ ଉମର ଅବଦୁଲ୍ଲା ପୁଣି ଥରେ ହେବେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ । ୨୦୦୯ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ଉମର…

ହରାଇ ଦେଲେ ହୁଡ୍ଡା?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ଏଜଜିଟ୍ ପୋଲ୍‌ର ପୂର୍ବାନୁମାନରେ ବେଶ୍ ଉତ୍ସାହିତ ହୋଇପଡିଥିଲେ କଂଗ୍ରେସ ନେତା । ସ୍ପଷ୍ଟ ବହୁମତ ସହ କଂଗ୍ରେସ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଥିଲେ ସବୁ ଏକଜିଟ୍ ପୋଲ୍ । ସମ୍ଭାବ୍ୟ ବିଜୟରେ ଆରମ୍ଭ ହୋଇଯାଇଥିଲା…

ନଭେମ୍ବର ୩ରୁ ବନ୍ଦ ହେବ କେଦାରନାଥ ଧାମ

ରୁଦ୍ରପ୍ରୟାଗ: ଶୀତ ଋତୁର ଆଗମନ ହେବାକୁ ଥିବା ବେଳେ କେଦାରନାଥ ଧାମର ଦ୍ବାର ବନ୍ଦ ହେବାର ତାରିଖ ଘୋଷଣା କରାଯାଇଛି। ଚଳିତ ବର୍ଷ ମେ ମାସରେ ଭକ୍ତମାନଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ଖୋଲା ଯାଇଥିଲା। ଅଦ୍ୟାବଧି ୧୩ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ କେଦାରନାଥ ଧାମରେ ​​ପହଞ୍ଚିଛନ୍ତି।…

କାହିଁକି ଏକଜାଟ୍ ହେଉନି ଏକଜିଟ୍ ପୋଲ୍?

ନୂଆଦିଲ୍ଲୀ: ହରିୟାଣାରେ କଂଗ୍ରେସ ସୁନାମି। ହାତକୁ ମିଳିବ ହରିୟାଣା ଭୋଟରଙ୍କ ସାଥ୍। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏଭଳି ଆକଳନ କରିଥିଲେ ଅଧିକାଂଶ ଏକଜିଟ୍ ପୋଲ ସର୍ଭେ କରିଥିବା ସଂସ୍ଥା । ହେଲେ ବିଜୟ ମୁହଁରୁ ପରାଜୟ ହିଁ ପାଇଛି କଂଗ୍ରେସ। ହରିୟାଣାରେ ବିଜେପି ହ୍ୟାଟ୍ରିକରେ…

‘କଂଗ୍ରେସ ସହ ଦିଲ୍ଲୀରେ ମେଣ୍ଟ କରିବନି ଆପ୍’

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆପ୍ କୁ ପରାଜୟର ସ୍ବାଦ ଚାଖିବାକୁ ମିଳିଛି । ଯାହାକୁ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଆମ୍ ଆଦମୀ ପାର୍ଟି ଲଢ଼ିବ ବୋଲି ଆଜି ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି । ଆପ୍‌ ମୁଖପାତ୍ର ପ୍ରିୟଙ୍କା କକ୍କଡ ଏନେଇ ସ୍ପଷ୍ଟ କରିଛନ୍ତି । ଏହା ସହ ସେ…

ଚା’ରେ ଛେପ ପକାଇ ବିକ୍ରି କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ମସୁରୀ: କେତେବେଳେ ଜୁସରେ ପରିସ୍ରା ତ ଆଉ କେତେବେଳେ ଛେପ ପକାଇ ରୁଟି ବିକ୍ରି କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ବର୍ତ୍ତମାନ ଭାଇରାଲ ହେଉଥିବା ଅନ୍ୟ ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଦେଇଛି। ଉତ୍ତରାଖଣ୍ଡର ମସୁରୀରୁ ଆସିଥିବା ଏହି ଭିଡିଓରେ ଚା' ବିକ୍ରି…

ଆରବିଆଇର ବଡ ସୂଚନା, ଏଣିକି ଠକାମୀ ତଥା ଭୁଲ ଆକାଉଣ୍ଟକୁ ହେବନି ଟଙ୍କା ଟ୍ରାନ୍ସଫର

ନୂଆଦିଲ୍ଲୀ: ଅନେକ ଥର ଦେଖିବାକୁ ମିଳେ ଯେ, ଗ୍ରାହକମାନେ ଆରଟିଜିସି ଏବଂ ଏନଇଏଫଟି ଜରିଆରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରୁଥିବା ସମୟରେ ଭୁଲରେ ଅନ୍ୟ କେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଏ l ତେବେ ଯଦି ଆପଣ ମଧ୍ୟ ଏପରି ଭୁଲ କିମ୍ବା ଠକେଇର ସାମ୍ନା କରୁଛନ୍ତି ତେବେ ଆପଣଙ୍କ ପାଇଁ…

ପୋଲିସ ସାମ୍ନାରେ ବିଜେପି ବିଧାୟକଙ୍କୁ ପିଟିଲେ, ଭିଡିଓ ଭାଇରାଲ୍

ଲକ୍ଷ୍ମୀପୁର: ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବ ସମ୍ମୁଖରେ ପିଟିଲେ ଆଇନଜୀବୀ। ବାର ଆସୋସିଏସନ ସଭାପତି ଅବଧେଶ ସିଂ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ, ଫଳରେ ମାହୋଲ ଉତ୍ତେଜନାପୂର୍ଣ୍ଣ ହୋଇଯାଥିଲା। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟିତ

ଲଦାଖ: ଲଦାଖରେ ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟନ କରାଯାଇଛି । ଏହା ବୈଜ୍ଞାନିକ ଅନୁସନ୍ଧାନକୁ ଆହୁରି ଆଗକୁ ନେବାରେ ସାହାର୍ଯ୍ୟ କରିବ । ଏହି ଟେଲିସ୍କୋପର ନାମ ହେଉଛି ମେଜର ଆଟମୋସଫେରିକ୍ ଚେରେନକୋଭ୍ ଏକ୍ସପେରିମେଣ୍ଟ (ଏମଏସିଇ) । ଏହାକୁ ଲଦାଖର ହାନଲେରେ ଡିଏଇ ଯଥା ପରମାଣୁ…