Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଟା ଘା’ ରେ ଚୁନ ଲଗେଇଲା ବିଜେପି, ରାହୁଲଙ୍କ ଘରକୁ ପଠାଇଲା ଜଲେବି

ନୂଆଦିଲ୍ଲୀ: କଟା ଘା' ରେ ଲୁଣ ଛିଟା ପକଉଛି ବିଜେପି l ଗତକାଲି ପ୍ରକାଶ ପାଇଛି ହରିୟାଣା ବିଧାନସଭା ନିର୍ବାଚନ l ନିର୍ବାଚନରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ହରିୟାଣାର ବିଜେପି ୟୁନିଟି ଭିନ୍ନ ରୂପରେ ନିଜର ବିଜୟ ଉତ୍ସବ ମନାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି…

ଜଙ୍ଗଲରୁ ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଗତକାଲି ଅପହରଣ କରିଥିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଗତକାଲି ଆତଙ୍କବାଦୀମାନେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ କଳେବଳେ କୌଶଳେ ଖସି ଆସିଥିବା ବେଳେ ଆଉ ଜଣେ ନିଖୋଜ ଥିଲେ। ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା।…

ପୁଣିଥରେ ଟ୍ରେନ ଦୁର୍ଘଟଣା ପାଇଁ ଷଡଯନ୍ତ୍ର, ଟ୍ରାକରେ ରଖିଲେ ଲୁହାରଡ଼

ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଏକ ବଡ଼ ରେଳ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ବିର୍ଲାନଗର ଷ୍ଟେସନ ନିକଟ ରେଳ ଟ୍ରାକରୁ ଏକ ଲୁହା ରଡ ଉଦ୍ଧାର କରାଯାଇଥିଲା। ତେବେ ଏହି ସମୟରେ ଟ୍ରାକରେ ଏକ ମାଲଗାଡ଼ି ଆସୁଥିଲା। ସତର୍କତା ସହ ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର ଟ୍ରେନକୁ ଅଟକାଇ…

ଲଗାତାର ୧୦ମ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ, ବଢ଼ିବନି ହୋମ୍‌ ଲୋନ୍‌ ଇଏମଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ରେପୋରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା କରିଛି ଆରବିଆଇ। ମନିଟାରୀ ପଲିସି କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ମୁଦ୍ରା…

ଏହି ଦିନ ଶପଥ ନେବେ ହରିୟାଣାର ନୂଆ ସରକାର, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି ଏବଂ ବାଜି ମାରିନେଇଛି ବିଜେପି। ବିଧାନସଭା ନିର୍ବାଚନରେ ବିଜେପି ଲଗାତର ତୃତୀୟ ଥର ପାଇଁ ବଡ଼ ବିଜୟ ହାସଲ କରିଛି। ଏହି ବିଜୟ ପରେ ଏଠାରେ ଏବେ ଆରମ୍ଭ ହୋଇଯାଇଛି ନୂଆ ସରକାର ଗଠନ ପ୍ରସ୍ତୁତି। ନାୟବ ସିଂହ ସୈନିଙ୍କୁ…

ନିର୍ବାଚନ ଫଳାଫଳ ଘୋଷଣା ଭିତରେ ଆତଙ୍କ ଖେଳାଇଲେ ଆତଙ୍କୀ, ୨ ଯବାନଙ୍କୁ କଲେ ଅପହରଣ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ । ଅନନ୍ତନାଗ ଜଙ୍ଗଲରେ ଯବାନଙ୍କୁ ଅପହରଣ କରିନେଲେ ଆତଙ୍କୀ । ଆତଙ୍କୀଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସି ଥିବା ବେଳେ ଅନ୍ୟଜଣେ ଏବେ ବି ନିଖୋଜ ଅଛନ୍ତି । ଖବରପାଇ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି ଯବାନ । ଦୀର୍ଘ ୧୦…

ଇରାନ-ଇସ୍ରାଏଲ ଯୁଦ୍ଧରେ ଦେଖା ଦେବନି ତୈଳ ସଂକଟ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧରେ ଦେଖା ଦେବନି ତୈଳ ସଂକଟ। ଖର୍ଚ୍ଚ ତୁଳନାରେ ସାରା ବିଶ୍ୱରେ ଷ୍ଟକ୍ ରହିଛି ଯଥେଷ୍ଟ ପରିମାଣର ତୈଳ। ତେଣୁ ଯୁଦ୍ଧ କାରଣରୁ ଭାରତରେ କୌଣସି ସମସ୍ୟା ଦେଖା ଦେବନାହିଁ। ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ…

ଲୋକସଭା ନିର୍ବାଚନରେ କେତେ କୋଟି ଖର୍ଚ୍ଚ କରିଛି କଂଗ୍ରେସ…

ନୂଆଦିଲ୍ଲୀ: ଚଳିତ ବର୍ଷର ଲୋକସଭା ଓ ଓଡିଶା ସମେତ କିଛି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରିଛି କଂଗ୍ରେସ । ନିର୍ବାଚନ ପ୍ରଚାର ପାଇଁ ପଇସା ନାହିଁ ବୋଲି ଭୋଟ୍ ପୂର୍ବରୁ କହି ବୁଲୁଥିଲେ କଂଗ୍ରେସ ନେତା । ଆୟକର ବିଭାଗ ଉପରେ ଦୋଷ…

‘ଏକ୍ସ’ରେ ୨୦୦ ମିଲିୟନ ଫଲୋଅର୍ସ ଟପିଲେ ମସ୍କ, ଜାଣନ୍ତୁ ଟପ୍ ୫ରେ କିଏ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ'ରେ ଏଲନ ମସ୍କଙ୍କ ଫଲୋଅର୍ସ ସଂଖ୍ଯା ୨୦୦ ମିଲିୟନ ଟପିଛି। ନୂତନ ସଫଳତା ସହିତ ମସ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ହୋଇପାରିଛନ୍ତି। ୨୦୨୨ ମସିହାରେ ଏଲନ୍ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡ଼ଲାରରେ କିଣିଥିଲେ…

ହରିୟାଣାରେ ହ୍ୟାଟ୍ରିକ : ବିଜେପି ପାଇଁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ନେଇ ସବୁ ପୂର୍ବାନୁମାନ ଭୁଲ । ବାଜି ମାରିନେଇଛି ବିଜେପି । ଲଗାତର ତୃତୀୟ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ଗୈରିକ ପାର୍ଟି । ହରିୟାଣା ନିର୍ବାଚନରେ ଏଥର କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସବୁ ଏକଜିଟ ପୋଲ୍ ଆକଳନ…