Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହରିୟାଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର: ସକାଳ ୧୦ ଟା ସୁଦ୍ଧା କଂଗ୍ରେସକୁ ଟପିଲା ବିଜେପି

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି। ଖୋଲିବ ଇଭିଏମ, ପ୍ରକାଶ ପାଇବ ଜନତା ଜନାର୍ଦ୍ଦନଙ୍କ ରାୟ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି, କଂଗ୍ରେସ ନା ଅନ୍ୟ କିଛି ଆଞ୍ଚଳିକ ଦଳ ପାଇବେ ବହୁମତ। ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ।…

ଆଜି ଆସିବ ଜାମ୍ମୁ ଓ କାଶ୍ମୀର ଓ ହରିୟାଣା ରେଜଲ୍ଟ

ନୂଆଦିଲ୍ଲୀ: ଆଜି ଆସିବ ଜାମ୍ମୁ ଓ କାଶ୍ମୀର ଓ ହରିୟାଣା ରେଜଲ୍ଟ । ୨୦୨୪ ଲୋକସଭା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । ବିଜେପି ନା କଂଗ୍ରେସ । କିଏ ମାରିବ ହରିୟାଣା ବାଜି? ଆଉ କିଏ ଗଢିବ ଜାମ୍ମୁ-କାଶ୍ମୀରରେ ସରକାର? ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହେବ ଭୋଟ୍ ଗଣତି ।…

ଝାଡ଼ଖଣ୍ଡର ସୁରକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ

ରାଞ୍ଚି: ଝାଡ଼ଖଣ୍ଡକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ତଥା ଝାଡଖଣ୍ଡର ନିର୍ବାଚନ ଦାୟିତ୍ୱରେ ଥିବା ଶିବରାଜ ସିଂ ଚୌହାନ । ସେ କହିଛନ୍ତି ଝାଡଖଣ୍ଡରେ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି) ଲାଗୁ ହେବ । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର…

‘ମାଳଦ୍ବୀପ ଏପରି କିଛି କରିବ ନାହିଁ ଯେଉଁଥିରେ ଭାରତ ବିପଦରେ ପଡିବ’

ନୂଆଦିଲ୍ଲୀ: ଭାରତରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ତାଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଆସିଛନ୍ତି । ସେ ଚାରି ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ଏହାପରେ, ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ…

ଫ୍ରଡ କଲ୍ ରୋକିବାକୁ ସରକାରଙ୍କ ନୂଆ ପ୍ରୟାସ

ନୂଆଦିଲ୍ଲୀ: ଆଜିକାଲି ଦେଶରେ ଡିଜିଟାଲ ଅପରାଧର ଅନେକ ମାମଲା ସାମ୍ନାକୁ ଆସୁଛି। ଅନେକ ନାମୀଦାମୀ ବ୍ୟକ୍ତି ମଧ୍ୟ ମୋବାଇଲ୍ ଫୋନ୍ ମାଧ୍ୟମରେ ଠକାମୀର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଦେଶ ତଥା ବିଦେଶରେ ବସିଥିବା ଏହି ଅପରାଧୀଙ୍କୁ ଧରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।…

ବିବାହ ପାଇଁ ଯୁବକଙ୍କ ଅଜବ ବିଜ୍ଞାପନ, ପ୍ରତିବର୍ଷ ଆୟ ବଢୁଛି ୫୪%

ମେରଟ: ୟୁପିର ମେରଟରୁ ୨୬ ବର୍ଷ ବୟସ୍କ ନିବେଶକଙ୍କ ବିବାହ ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଯୁବକ ଜଣଙ୍କ ନିଜକୁ ନିବେଶକାରୀର ପରିଚୟ ଦେଇ ବାହା ହେବାକୁ ଉପଯୁକ୍ତ ଝିଅ ଖୋଜୁଛନ୍ତି। ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ସେ ବାର୍ଷିକ ୨୯ ଲକ୍ଷ ରୋଜଗାର କରନ୍ତି ଏବଂ…

ସାଇବର ଠକଙ୍କ ଟାର୍ଗେଟରେ ପେନସନ ଯୋଜନା: ଉପଭୋକ୍ତାଙ୍କୁ ସତର୍କ କରାଇଲେ ସରକାର

ନୂଆଦିଲ୍ଲୀ: ଅନଲାଇନ୍‌ରେ ପଇସା କାରବାର ହେବା ପରଠାରୁ ସାଇବର ଠକ ମାତ୍ରାଧିକ ବଢିଚାଲିଛି। ଏହାକୁ ତୁରନ୍ତ ରୋକିବା ମୁସକିଲ ହେବ କିନ୍ତୁ ନିଜେ ସତର୍କ ରହିଲେ ନିଶ୍ଚିତ ଆମେ ସାଇବ ଠକାମୀର ଶୀକାର ହେବା ନାହିଁ। ତେଣୁ ସମ୍ଭାବ୍ୟ ଠକେଇ ନେଇ ସତର୍କ କରାଇଛନ୍ତି ଭାରତ ସରକାର। ସରକାରଙ୍କ କହିବା…

ଧୋତି, କୁର୍ତ୍ତା ପିନ୍ଧି ଷ୍ଟାଡିୟମରେ ଯୋଗୀ; ମାରିଲେ ଚୌକା, ଛକା

ଲକ୍ଷ୍ନୌ: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୩୬ତମ ଅଲ ଇଣ୍ଡିଆ ଆଡଭୋକେଟ୍ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୬ ତମ ଅଲ ଇଣ୍ଡିଆ ଆଡଭୋକେଟ୍ ଟୁର୍ନାମେଣ୍ଟର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ବ୍ୟାଟିଂରେ ନିଜ ପ୍ରତିଭା…

ଡେଲିଭରୀ ବଏ ସାଜିଲେ ଜୋମଟୋ ସିଇଓ !

ନୂଆଦିଲ୍ଲୀ: ଆଜିକାଲି ଜୋମାଟୋ ଏବଂ ସ୍ୱିଗିର ଚାହିଦା ଅନେକ ବଢିଛି। ଗ୍ରାହକଙ୍କୁ ଯେକୌଣସି ସମୟରେ ଓ ଠିକ୍ ସମୟରେ ଖାଇବା ପହଞ୍ଚାଇବାରେ ସଫଳ ହୋଇଛନ୍ତି ଡେଲିଭରୀ ବଏ। ଏହି ସମୟରେ ଜୋମାଟୋ ସିଇଓ ଡେଲିଭରୀ ବଏଙ୍କ କଥା ଭାବିଛନ୍ତି। ସେମାନଙ୍କ ପାଇଁ ଏହି କାମ କେତେ ଦୂର ଠିକ୍ ଏବଂ ସେମାନଙ୍କୁ…

ଏହି ଟ୍ରେନରେ ଯାତ୍ରୀଙ୍କୁ ମିଳୁଛି ମାଗଣା ଓ ସ୍ବାଦିଷ୍ଟ ଖାଦ୍ୟ

ନୂଆଦିଲ୍ଲୀ: ଟ୍ରେନ୍ ରେ ଦୂର ସ୍ଥାନକୁ ଯାତ୍ରା ସମୟରେ ସମସ୍ତଙ୍କର ଗୋଟିଏ ଚିନ୍ତା ଥାଏ ଭଲ ଖାଇବା କେଉଁଠୁ ମିଳିବ । ଯାହା ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟପ୍ରଦ ମଧ୍ୟ ହେଇଥିବ । ତେବେ ଦେଶରେ ଏପରି ଏକ ଟ୍ରେନ୍ ଚଳାଚଳ କରୁଛି ଯେଉଁଥିରେ ଯାତ୍ରୀ ମାନେ ମାଗଣା, ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଇବା…