Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ନୂଆବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢେ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ : ବହି ପଢିବା ନୀତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବ ପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ ଅବସରରେ ରଷ୍ଟ୍ରୀୟ ଶିକ୍ଷାନୀତି ୨୦୨୨…

ନବବର୍ଷରେ କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଆଣିଲା ନୂଆବର୍ଷ । ନୂଆବର୍ଷରେ କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଆଜି କୃଷକ ସମ୍ମାନ ନିଧିର ଦଶମ କିସ୍ତି ମାଧ୍ୟମରେ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ମୋଦି ସରକାର ଟଙ୍କା ଟ୍ରାନ୍ସଫର କରିଛନ୍ତି । ଗତକାଲି ମୋଦି ଟ୍ୱିଟ୍ କରି ଏହା ସୂଚନା ଦେଇଥିଲେ…

ଓମିକ୍ରନ୍‌ ଭୟ;୧୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପାଟନା: ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୮ ଟି ନୂଆ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି। ଯେଉଁଥିରେ ପାଟନାରେ ୧୦୫ ଟି ମାମଲା ରହିଛି। ଅଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ମଧ୍ୟରେ ଦେଶରେ ମାମଲା ବୃଦ୍ଧି ପାଇବାରେ ଲାଗିଛି। ପାଟନାରେ କୋଭିଡ-୧୯ ମାମଲା…

ନୂଆ ବର୍ଷରେ ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ: ନୂଆ ବର୍ଷରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା। ବର୍ଷର ପ୍ରଥମ ଦିନରେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, ସାରା ବିଶ୍ୱରେ ଏଲୋନ୍ ମସ୍କଙ୍କ ସମ୍ପତ୍ତିରେ ସବୁଠାରୁ ବଡ ହ୍ରାସ ଘଟିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ,…

ମହାମାରୀକୁ ହରେଇବାର ମନ୍ତ୍ର ଦେଲେ ହୁ ମୁଖ୍ୟ

ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧରେ ଲଢେଇର ଏହା ହେଉଛି ତୃତୀୟ ବର୍ଷ। ଏହି ମହାମାରୀକୁ ପରାସ୍ତ କରିବାକୁ ସମଗ୍ର ବିଶ୍ୱ ସଂଗ୍ରାମ କରୁଛି। ଏହି ସମୟରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ (WHO) ଏହି ବିଶ୍ବ ମହାମାରୀକୁ ପରାସ୍ତ କରିବାକୁ ଏକ ମନ୍ତ୍ର ଦେଇଛନ୍ତି। ହୁ ମୁଖ୍ୟ କହିଛନ୍ତି ଯେ ଯଦି…

ସତର୍କ କରାଇଲା ଡବ୍ଲ୍ୟୁଡବ୍ଲ୍ୟୁଏଫ: ଖୁବ ଶୀଘ୍ର ଲୋପ ପାଇଯିବେ ହାତୀ, ଶାର୍କ, ବେଙ୍ଗ ଓ ଧଳାଭାଲୁ

ଲଣ୍ଡନ: ବିଶ୍ୱ ପରିବେଶ ଏବଂ ପ୍ରାଣୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୱାର୍ଲ୍ଡ ୱାଇଡ ଫଣ୍ଡ (ଡବ୍ଲ୍ୟୁଡବ୍ଲ୍ୟୁଏଫ) ଚେତାଇ ଦେଇଛି ଯେ, ଡାଇନୋସର ପରି ଧରାପୃଷ୍ଠରୁ ଅନେକଗୁଡିଏ ଜୀବ ଲୋପ ପାଇବାକୁ ଯାଉଛନ୍ତି । ଏହା ମଧ୍ୟରେ ହାତୀ,ଧଳା ଭାଲୁ, ବେଙ୍ଗ ଓ ଶାର୍କ ପରି କେତେକ ପ୍ରଜାତିର ମାଛ…

ଓମିକ୍ରନ୍‌ ଭୟ; ଆମେରିକାରେ ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୨୦୨୨ରେ ମଧ୍ୟ କରୋନା ସଙ୍କଟ ଜାରି ରହିଛି। ସମଗ୍ର ବିଶ୍ୱରେ ନୂଆ ବର୍ଷ ପାଳନ ଫିକା ପଡ଼ିଛି। କ୍ରମାଗତ ତୃତୀୟ ଦିନ ଆମେରିକାରେ ୫.୮୦ ଲକ୍ଷରୁ ଅଧିକ ନୂଆ ମାମଲା ଦେଖିବାକୁ ମିଳିଛି। ଏହା ପୂର୍ବରୁ ୪.୮୮ ଲକ୍ଷ ନୂଆ ମାମଲା ଦେଖିବାକୁ ମିଳିଥିଲା। ଆମେରିକାରେ ଓମିକ୍ରନ୍‌ ଆହୁରି…

କରୋନା ଭିତରେ ଫ୍ଲୋରୋନା ଭୟ: ଇସ୍ରାଏଲରୁ ବାହାରିଲା ପ୍ରଥମ କେସ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ହାହାକାର ପରିସ୍ଥିତି । ଆମେରିକାରେ ଦୈନିକ ସଂକ୍ରମଣ ୬ ଲକ୍ଷ ଟପିଥିବା ବେଳେ ବିଭିନ୍ନ ଦେଶରେ ନିଆଁ ଭଳି ବ୍ୟାପୁଛି ସଂକ୍ରମଣ । ଏଭଳି ସ୍ଥିତିରେ ନୂଆ ଭାଇରାସ୍ ଫ୍ଲୋରୋନା ଆତଙ୍କ ସୃଷ୍ଟି କଲାଣି । ଇସ୍ରାଏଲରୁ…

୧୦ ମନ୍ତ୍ରୀ ୨୦ରୁ ଅଧିକ ବିଧାୟକ କରୋନା ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କହର ଜାରି ରହିଛି। ସାଧାରଣ ଲୋକଙ୍କ ସହ ମହାରାଷ୍ଟ୍ରର ମନ୍ତ୍ରୀମାନେ ମଧ୍ୟ କରୋନା କବଳରେ ପଡ଼ିଛନ୍ତି। ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର କହିଛନ୍ତି ଯେ ରାଜ୍ୟର ୧୦ ଜଣ ମନ୍ତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପାୱାର କହିଛନ୍ତି,…

ସପ୍ତାହରେ ସରିବ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ

ଗୁଆହାଟି: ଆସାମ ସରକାର ୧୫ରୁ ୧୮ ବର୍ଷ ବୟସର ସମସ୍ତ ଯୋଗ୍ୟ ପିଲାଙ୍କୁ ସପ୍ତାହ ମଧ୍ୟରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି। ସ୍ବାସ୍ଥ୍ୟ ଏବଂ ଶିକ୍ଷା କର୍ତ୍ତୃପକ୍ଷ ମିଳିତ ଭାବେ ରାଜ୍ୟର ସ୍କୁଲ ଏବଂ ଜୁନିଅର କଲେଜଗୁଡ଼ିକରେ…