Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୀତାରାମ ୟେଚୁରୀଙ୍କ ପାର୍ଥିବ ଶରୀର ହସ୍ପିଟାଲକୁ ଦାନ କଲେ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଗୁରୁବାର ଦିନ ସୀତାରାମ ୟେଚୁରୀଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବର୍ତ୍ତମାନ ତାଙ୍କର ପାର୍ଥିବ ଶରୀରକୁ ଶିକ୍ଷା ଏବଂ ଗବେଷଣା ଉଦ୍ଦେଶ୍ୟରେ ପରିବାର ବର୍ଗ ନୂଆଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି। ତେବେ ସେ ନମୋନିଆ…

ବାଙ୍ଗାଲୋରର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଚିପ ଭାରତକୁ କରାଇବ ଗ୍ଲୋବାଲ ଲିଡର

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବୈଜ୍ଞାନିକମାନେ ଏ ଭଳି ଏକ ଚିପ ପ୍ରସ୍ତୁତ କରିଛନ୍ତି ଯାହା କମ୍ପ୍ୟୁଟିଂ ଓ ଏଆଇ ଦୁନିଆରେ ଝଡ ସୃଷ୍ଟି କରିପାରେ । ବେଙ୍ଗାଲୁର ସ୍ଥିତ ଆଇଆଇଏସସିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଚିପ୍ସ ମଲିକ୍ୟୁଲାର ଓ ନ୍ୟାନୋ ଫିଲ୍ମର ଡାଟାକୁ ୧୬…

ଛାତ୍ରନେତାରୁ ରାଜନେତା, ଜାଣନ୍ତୁ କିଭଳି ଥିଲା ସୀତାରାମ ୟେଚୁରୀଙ୍କ ରାଜନୈତିକ କ୍ୟାରିୟର

ନୂଆଦିଲ୍ଲୀ: ଆଉ ନାହାନ୍ତି ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀ । ଗୁରୁବାର ଦିଲ୍ଲୀ ଏମ୍ସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗତ ୧୯ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି…

ଏଣିକି ‘ଇଲେକସନ୍‌’ ଜରିଆରେ ବିଚାରପତି ନିଯୁକ୍ତି

ନୂଆଦିଲ୍ଲୀ: ଜନପ୍ରତିନିଧିମାନେ ତ ନିର୍ବାଚିତ ହୁଅନ୍ତି । ଅନେକ ଦେଶରେ ରାଷ୍ଟ୍ରପତି ମଧ୍ୟ ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । କିନ୍ତୁ ନ୍ୟାୟାଳୟର ବିଚାରପତିମାନେ ସାଧାରଣ ଜନତାଙ୍କ ଭୋଟ୍ ଦ୍ୱାରା ନିର୍ବାଚିତ ହୋଇପାରିବେ କି ? କୌଣସି ଦେଶରେ ଏ ବିଚିତ୍ର ବ୍ୟବସ୍ଥା ଆଗରୁ…

ଭାରତର ଏହି ୫ଟି ରାଜ୍ୟରେ ରହିଛି ସବୁଠୁ ଅଧିକ ଜଙ୍ଗଲ …

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ଜଙ୍ଗଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଅମ୍ଳଜାନର ମୁଖ୍ୟ ଉତ୍ସ ସାଜିଥାନ୍ତି ଏହି ଜଙ୍ଗଲମାନେ l ଜଙ୍ଗଲ କେବଳ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଘର ନୁହେଁ, ଜଳବାୟୁ, ଜମି ସଂରକ୍ଷଣ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଜୀବନଶୈଳୀ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡିଥାଏ l…

ପ୍ରେସଭୁ ଆଇ ଡ୍ରପର ଲାଇସେନ୍ସ ବାତିଲ

ମୁମ୍ବାଇ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ବୁଧବାର ଦିନ ପ୍ରେସଭୁ ନାମକ ଏକ ଆଇ ଡ୍ରପର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ବାତିଲ କରିଦେଇଛି। ଏହି ଆଖି ଡ୍ରପ୍ ମୁମ୍ବାଇ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ…

ଆରପାରିରେ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ଆଉ ନାହାନ୍ତି ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀ । ଗୁରୁବାର ଦିଲ୍ଲୀ ଏମ୍ସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ…

ଇନଷ୍ଟାଗ୍ରାମ ବନ୍ଧୁ ଠକି ନେଲେ ୧.୪୬ ଲକ୍ଷ ଟଙ୍କା

ଗୁରୁଗ୍ରାମ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ବନ୍ଧୁତା କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ଉକ୍ତ ମହିଳା ଜଣକ ୧.୪୬ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୋଲିସର ଅଭିଯୋଗ ଅନୁଯାୟୀ, ମହିଳା ଜଣକ ଇନଷ୍ଟାଗ୍ରାମରେ ଜଣେ ବ୍ଯକ୍ତିଙ୍କ ସହ ବନ୍ଧୁତା କରିଥିଲେ। ସେହି ବ୍ୟକ୍ତି…

ବଟର ଚିକେନ ବିବାଦରେ ପାକିସ୍ତାନର ଏଂଟ୍ରି

ନୂଆଦିଲ୍ଲୀ: ବଟର ଚିକେନ ବିବାଦରେ ଏବେ ପାକିସ୍ତାନର ଏଂଟ୍ରି ହୋଇଛି । ପୂର୍ବରୁ ଦିଲ୍ଲୀର ଦରିୟାଗଞ୍ଜ ଓ ମୋତିମହଲ ଏହି ବ୍ୟଞ୍ଜନ ସେମାନଙ୍କ ବୋଲି ଦାବୀ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏବେ ବି କେସ ବିଚାରଧୀନ ରହିଛି । ପାକିସ୍ତାନ ପେଶାୱରର ଏକ ହୋଟେଲ ଏବେ ଏହି ବିବାଦ ଭିତରେ ପ୍ରବେଶ…

ଆର୍ମି ଅଫିସରଙ୍କୁ ମାଡ଼ ମାରି ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋରରେ ଆର୍ମି ଅଫିସରଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ। ସୂଚନା ଅନୁସାରେ ପିକ୍‌ନିକ୍‌ ପାଇଁ ପର୍ଯ୍ୟଟନସ୍ଥଳୀ ଜାମ୍ ଗେଟ୍ ରାଣୀ ଅହଲ୍ୟାବାଈ ବୁଲିବାକୁ ଯାଇଥିଲେ ୨ ଆର୍ମି ଅଫିସରଙ୍କ ସହ ତାଙ୍କର ୨ ମହିଳା ବାନ୍ଧବୀ। ସେମାନେ ଘରକୁ ଫେରିବା ବେଳେ ଘଟିଛି ଏହି ଅଘଟଣ।…