Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଦେଶରୁ ୩ଲକ୍ଷ ୩୭ ହଜାର କରୋନା ଆକ୍ରାନ୍ତ, ଗତକାଲି ଅପେକ୍ଷା ସାମାନ୍ୟ କମିଛି

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୭ହଜାର ୭୦୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୯ହଜାର ୫୫୦ କମ୍ ନୂଆ ମାମଲା ବାହାରିଛି । ଗତକାଲି ସାରା ଦେଶରୁ ଚିହ୍ନଟ ହୋଇଥିଲେ ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ ।…

୩୫ଟି ୟୁଟ୍ୟୁବ ଚ୍ୟାନେଲକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ପୁଣି ବ୍ୟାନ ହେଲା ୩୫ଟି ୟୁଟ୍ୟୁବ ଚ୍ୟାନେଲ । ଦେଶ ବିରୋଧରେ ବିଥ୍ୟା ଓ ଆପତ୍ତିଜନକ ଖବର ପ୍ରସାରଣ କରିବାରୁ ୩୫ଟି ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏହା ସହିତ ୨ଟି ଟ୍ୱିଟର, ୨ଟି…

ଛତିଶଗଡରେ ସଶସ୍ତ୍ର ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି: ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ୍ । ବାରମ୍ବାର କୁମ୍ବିଂ ଅପରେସନ୍ ଓ ଏନକାଉଣ୍ଟର୍ ପରେ ବି ସାବାଡ୍ ହେଉନାହାଁନ୍ତି ମାଓବାଦୀ । ଆଜି ଛତିଶଗଡ ବିଜାପୁର ଜିଲ୍ଲାରେ ଅଗ୍ନିକାଣ୍ଡ ଘଟାଇ ତାଣ୍ଡବ ରଚିଛନ୍ତି ସଶସ୍ତ୍ର ମାଓବାଦୀ । ଆଜି ବିଜାପୁର ଜିଲ୍ଲା…

ବିଜେପି ଛାଡିଲେ ମନୋହର ପାରିକରଙ୍କ ପୁଅ ଉତ୍ପଳ, ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ

ପାଣାଜୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ପୁତ୍ର ଉତ୍ପଳ ବିଜେପି ଛାଡିଛନ୍ତି । ପାଣାଜୀରୁ ସେ ବିଜେପି ପକ୍ଷରୁ ଟିକେଟ ପାଇବେ ବୋଲି ଆଶା କରିଥିଲେ । ମାତ୍ର ଏହା ନ ମିଳିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସ୍ୱାଧୀନ ଭାବେ ଉକ୍ତ ଆସନରୁ ସେ ଲଢ଼ିବେ ।…

ମିଜୋରାମରେ ଭୟଙ୍କର ଭୂମିକମ୍ପ ଝଟକା,ରେକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ

ଚମ୍ପାଇ :ଭୂକମ୍ପ ଝଟକାରେ ଥରି ଉଠିଲା ମିଜୋରାମ । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫-୬ ଥିଲା । ମିଜୋରାମର ଚମ୍ପାଇ ଠାରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପ ଏତେ ଜୋରରେ ହୋଇଥିଲା ଯେ ମିଜୋରାମ ସମେତ ମଣିପୁର ,ଆସାମରେ ମଧ୍ୟ ଝଟକା ଅନୁଭବ ହୋଇଛି । ସୂଚନା ଅନୁସାରେ…

ଇଜିପ୍ଟ ଶାଗୁଣା ଚୋରା ଚାଲାଣ, ଜଣେ ଗିରଫ

ଭୋପାଳ: ଶାଗୁଣା ଚୋରା ଚାଲାଣ ର୍ୟାକେଟର ପର୍ଦ୍ଦାଫାଶ କରିଛି ମଧ୍ୟପ୍ରଦେଶ ପୋଲିସ । ଏହି ର୍ୟାକେଟ୍ରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶର ଉନ୍ନାଓର ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଜଣକ ସୁଲତାନପୁର-ମୁମ୍ବାଇ ଏକ୍ସପ୍ରେସ୍…

ସଦିୟାଲା ଉତ୍ସବ: ମଶାଲ ଜଳାଇ ଅଶ୍ରାବ୍ୟ ଭାଷାରେ ଗାଳି ଦିଅନ୍ତି ଗ୍ରାମବାସୀ

କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଶୁକ୍ରବାର ନିଆରା ଢ଼ଙ୍ଗରେ ସଦିୟାଲା ଉତ୍ସବ ପାଳିତ ହୋଇଛି । ଗଡସା ଘାଟି ଅଂଚଳରେ ଥିବା ସମସ୍ତ ଗ୍ରାମର ପ୍ରତ୍ୟେକ ଘରୁ ଗୋଟିଏ ଲେଖାଁଏ ମଶାଲ ଧରି ଘରୁ ବାହାରିଥାନ୍ତି । ବାଟଯାକ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ଗ୍ରାମଠାରୁ ଦୂରରେ ଥିବା…

ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ,କେଜ୍ରିୱାଲଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଦିଲ୍ଲୀ : କେଜ୍ରିୱାଲ ସରକାରଙ୍କୁ ଝଟକା । ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ପ୍ରସ୍ତାବକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ପ୍ରତ୍ୟାଖାନ କରିଛନ୍ତି ।କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ପ୍ରସ୍ତାବ ପଠାଇଥିଲେ । ହେଲେ ଗଭର୍ଣ୍ଣର ଦୁଇଟି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି…

ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ‘ଅମର ଯବାନ ଜ୍ୟୋତି’

ନୂଆଦିଲ୍ଲୀ : ୫୦ ବର୍ଷ ପରେ ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନ ଜ୍ୟୋତିକୁ ଆଜି ସମାରୋହ ପୂର୍ବବ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଦେଶର ବୀର ଯବାନମାନଙ୍କ ବଳିଦାନର ପ୍ରତିକ ଭାବେ ଏହି ଜ୍ୟୋତି ଦୀର୍ଘ ୫୦ ବର୍ଷ ହେବ ଇଣ୍ଡିଆ ଗେଟ ନିକଟରେ ଜଳୁଥିଲା । ଶୁକ୍ରବାର ଦିନ…

ଚିରାଗ କହିଲେ ବିହାରରେ ହେବ ମଧ୍ୟବର୍ତୀକାଳୀନ ନିର୍ବାଚନ !

ପାଟନା: ବିହାରରେ ଖୁବ୍ ଶୀଘ୍ର ମଧ୍ୟବର୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି ବୋଲି ଏନଡିଏର ପୂର୍ବ ସହଯୋଗୀ ତଥା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାସୱାନ ଆଜି ଭବିଷ୍ୟବାଣୀ କରିଛନ୍ତି । ଲିକ୍ୟୁର ବ୍ୟାନକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀ ନୀତିଶ…