Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Hurricane Melissa: “କେବେ ଭୁଲିପାରିବୁ ନାହିଁ ସାହାଯ୍ୟ”, ବାତ୍ୟା ଦ୍ୱାରା ବିଧ୍ୱସ୍ତ ଜାମାଇକା ଏବଂ…

ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା ମେଲିସା କାରିବିଆନରେ ତାଣ୍ଡବ ସୃଷ୍ଟି କରିଛି। ଏହି ବାତ୍ୟା ଯୋଗୁଁ ଶହ ଶହ ଲୋକ ମୃତ୍ୟୁବରଣ କରିଛନ୍ତି, ଯେତେବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଏପରି କଠିନ ସମୟରେ, ଭାରତ ବନ୍ଧୁତାର ହାତ ବଢ଼ାଇଥିଲା, ଯାହାକୁ ନେଇ କ୍ୟୁବା ଏବଂ ଜାମାଇକା ହୃଦୟରୁ…

PM Modi flags off 4 Vande Bharat: “ବନ୍ଦେ ଭାରତ ସହିତ ସଂଯୁକ୍ତ ହେବ ସମସ୍ତ ତୀର୍ଥସ୍ଥଳ…,”…

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରାଣସୀ ରେଳ ଷ୍ଟେସନରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନଗୁଡ଼ିକ ବାରାଣସୀ-ଖଜୁରାହୋ, ଲକ୍ଷ୍ନୌ-ସହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ…

୮୦୦ରୁ ଅଧିକ ବିମାନ ବଳମ୍ୱ, ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମ୍‌ରେ ତ୍ରୁଟି

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ରେ ଶୁକ୍ରବାର ସକାଳେ ହୋଇଥିବା ବଡ଼ ଯାନ୍ତ୍ରିକ ତ୍ରୁଟିକୁ ଏବେ ଠିକ୍ କରାଯାଇଛି, କିନ୍ତୁ ଏହାର ପ୍ରଭାବ ଏପର୍ଯ୍ୟନ୍ତ ରହିଛି। ଏଏମ୍‌ଏସ୍‌ଏସ୍ ସିଷ୍ଟମ୍ ପୁନର୍ବାର ଚାଲୁ ହେବା ସତ୍ତ୍ୱେ ମଧ୍ୟ ୮୦୦ରୁ ଅଧିକ ଉଡ଼ାଣରେ ବିଳମ୍ବ…

ମହିଳାଙ୍କ ପାଇଁ ଯୋଜନା କରି ଏତେଟଙ୍କା କାହିଁକି ଖର୍ଚ୍ଚ କରନ୍ତି ସରକାର?

ବର୍ତ୍ତମାନ ଦେଶରେ ବିଭିନ୍ନ ଯୋଜନାରେ ମହିଳାଙ୍କୁ ସିଧାସଳଖ ନଗଦ ଟଙ୍କା ଦିଆଯାଉଛି। ଆଉ ସବୁ ରାଜ୍ୟରେ ଏଭଳି ଯୋଜନା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହା ଏପରି ପ୍ରତିଯୋଗିତା ପାଲଟି ଯାଇଛି ଯେଉଁଥିରେ ପ୍ରାୟ ପ୍ରତ୍ୟେକ ରାଜ୍ୟ ଅଂଶଗ୍ରହଣ କରୁଛନ୍ତି। PRS ଲେଜିସ୍ଟିଭ ରିସର୍ଚ୍ଚର ଏକ…

ଦେଶର ସବୁଠୁ ବଡ଼ ଦାନୀ, ଦାନରେ ଦେଇଦେଲେ ୧୦,୧୨୨ କୋଟି

ନୂଆଦିଲ୍ଲୀ:  ସାରା ବିଶ୍ୱରେ ଅଗଣିତ ରୋଜଗାର କରୁଥିବା ଲୋକ ଥିଲେ ମଧ୍ୟ ଅନ୍ୟମାନଙ୍କୁ ଦାନ କିମ୍ବା ସାହାଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା କମ। ତଥାପି ଆମ ଦେଶର କିଛି ପ୍ରମୁଖ ବ୍ୟକ୍ତିବିଶେଷଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ରୋଜଗାର ଏବଂ ଦାନ ଉଭୟରେ ଶୀର୍ଷରେ ଅଛନ୍ତି। ଏଡେଲଗିଭ ହୁରୁନ…

ଏହି ଦେଶକୁ ଗଲେ କଟିପତି ହୋଇଯାନ୍ତି ଭାରତୀୟ, ମାତ୍ର ୧୦୦୦ ଟଙ୍କାରେ ମିଳିଯାଏ ୫ ଷ୍ଟାର

ନୂଆଦିଲ୍ଲୀ: ଯଦି ଆପଣ କେବେ ଭାବନ୍ତି ଯେ କମ୍ ଟଙ୍କାରେ ବିଦେଶ ବୁଲି କୋଟିପତି ଭଳି ଅନୁଭବ କରାଯାଇପାରେ, ତେବେ ଲାଓସ୍ ଆପଣଙ୍କ ପାଇଁ ଠିକ୍ ସ୍ଥାନ। ଦକ୍ଷିଣ ପୂର୍ବ ଏସିଆର ଏହି ଛୋଟ ସୁନ୍ଦର ଦେଶ ତା’ର ସସ୍ତା ମୁଦ୍ରା, ପ୍ରକୃତି ଓ ଶାନ୍ତ ପରିବେଶ ପାଇଁ ପରିଚିତ। ଏଠାକୁ ପହଞ୍ଚିଲେ ପ୍ରତ୍ୟେକ…

NISAR: ଭୂମିକମ୍ପ ଏବଂ ସୁନାମି ଭଳି ବିପର୍ଯ୍ୟୟ ଆସିବା ପୂର୍ବରୁ ଜାଣିପାରିବ ଭାରତ!, ବଡ ସଫଳତା ହାସଲ କଲେ…

ନୂଆଦିଲ୍ଲୀ: ଭାରତ ଭୂମିକମ୍ପ ଏବଂ ସୁନାମି ଭଳି ବିପର୍ଯ୍ୟୟର ସଂକେତ ପୂର୍ବରୁ ଜାଣିପାରିବ । ଆଜିଠୁ କାର୍ଯ୍ୟକ୍ଷମ ହୋଇଛି NISAR। NISAR ଉପଗ୍ରହଟି ISRO ଏବଂ NASA ମଧ୍ୟରେ ଏକ ମିଳିତ ମିଶନ ଭାବରେ ନିର୍ମିତ ହୋଇଥିଲା। ଏହା ଆଜି, ନଭେମ୍ବର 7 ତାରିଖରେ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ଜୁଲାଇ…

ଝାଡ଼ଖଣ୍ଡ ପୋଲିସ ବାହିନୀର ମୁଖ୍ୟ ହେଲେ ଓଡ଼ିଶା ଜନ୍ମିତ ଆଇପିଏସ୍ ଅଧିକାରୀ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଝାଡ଼ଖଣ୍ଡରେ ପୋଲିସ ବାହିନୀର ମୁଖ୍ୟ ଭାବରେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଗୃହ, କାରାଗାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି ଓ ତାଙ୍କୁ ନଭେମ୍ବର ୬ ତାରିଖରେ ଝାଡ଼ଖଣ୍ଡର…

Stray Dogs: ‘୮ ସପ୍ତାହ ମଧ୍ୟରେ ସରକାରୀ ପ୍ରତିଷ୍ଠାନକୁ ବାଡ଼ ଦିଅ, ରାଜପଥରୁ ବୁଲା ପଶୁଙ୍କୁ ହଟାଅ’,…

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ସାରା ଦେଶରେ ବୁଲୁଥିବା କୁକୁରମାନଙ୍କ ଉପରେ ମାମଲାର ଶୁଣାଣି କରିଥିଲେ। ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ ରାଜପଥ ଏବଂ ଏକ୍ସପ୍ରେସୱେରେ…

ଓଡ଼ିଆ ଯୁବତୀଙ୍କୁ ଉତ୍ତରାଖଣ୍ଡରେ ହତ୍ୟା, ନଦୀରୁ ମିଳିଲା ପଥର ବନ୍ଧା ମୃତଦେହ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ଜଣେ ୨୩ ବର୍ଷୀୟ ଯୁବତୀ ଶ୍ରୁଷ୍ଟି ଶର୍ମା ଉତ୍ତରାଖଣ୍ଡର ଲାଲପୁର ଅଞ୍ଚଳରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ।ତେବେ ସେଠାରେ ତାଙ୍କୁ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଶ୍ରୁଷ୍ଟି ଗତ ଛଅ…