Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାମିଲନାଡୁ ରାଜନୀତିରେ ହଲଚଲ: ଏଆଇଏଡିଏମକେର ୩ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା, ବିଜୟଙ୍କ ‘ଟିଭିକେ’ ଦଳରେ ସାମିଲ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ପୁଣି ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରମୁଖ ବିରୋଧୀ ଦଳ ଏଆଇଏଡିଏମକେ (AIADMK) ର ୩ ଜଣ ବିଦ୍ରୋହୀ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ସେମାନେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ…

PM Modi’s 12-Year Tenure: ମୋଦି ସରକାରଙ୍କୁ ୧୨ ବର୍ଷ, ଗାଁ ଗାଁ ବୁଲି ଏନଡିଏ ସରକାରଙ୍କ ସଫଳତା ବଖାଣିବେ…

ନୂଆଦିଲ୍ଲୀ: ୧୨ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ । ମଙ୍ଗଳବାର ସେ ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ୨୦୧୪ ମେ ୧୬ରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ମେ ୨୦ରେ ଏନଡିଏ ସଂସଦୀୟ ଦଳର ନେତା ଭାବରେ…

QUAD କ’ଣ? ଜାଣନ୍ତୁ କାହିଁକି ଏକାଠି ହୋଇଛନ୍ତି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ

ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ ‘କ୍ଵାଡ୍’ (Quad) ବର୍ତ୍ତମାନ ବିଶ୍ୱ ସ୍ତରରେ ଏକ ଶକ୍ତିଶାଳୀ ରଣନୀତିକ ଗୋଷ୍ଠୀ ଭାବେ ଉଭା ହୋଇଛି। ବିଶେଷ କରି ହିନ୍ଦ-ପ୍ରଶାନ୍ତ (ଇଣ୍ଡୋ-ପାସିଫିକ୍) ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ଏହି ଚାରି…

CBSE ମୂଲ୍ୟାୟନରେ ଗଡ଼ବଡ଼, ଦୁଇ ଛାତ୍ରଙ୍କ ମାର୍କ ସଂଶୋଧନ କରିବ ବୋର୍ଡ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତା ମୂଲ୍ୟାୟନକୁ ନେଇ ବଡ଼ ଗଡ଼ବଡ଼ ସାମ୍ନାକୁ ଆସିଛି। ଫିଜିକ୍ସ ଓ କେମିଷ୍ଟ୍ରି ଉତ୍ତରଖାତା ସମ୍ପର୍କିତ ଦୁଇଟି ଅଭିଯୋଗରେ ତ୍ରୁଟି ଥିବା କଥା ସିବିଏସଇ ସ୍ୱୀକାର କରିଛି। ବୋର୍ଡ କହିଛି, ଯେଉଁ ଦୁଇ ମାମଲାରେ ଗଡ଼ବଡ଼ ମିଳିଛି,…

ଅସୁସ୍ଥତା ପରେ ପ୍ରଥମଥର ମୁହଁ ଖୋଲିଲେ ପ୍ରେମାନନ୍ଦ ମହାରାଜ, ଭକ୍ତଙ୍କୁ ଦେଲେ ଗୁରୁମନ୍ତ୍ର

ବୃନ୍ଦାବନ: ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଗତ କିଛି ଦିନ ଧରି ଏକାନ୍ତବାସରେ ଥିବା ସନ୍ଥ ପ୍ରେମାନନ୍ଦ ମହାରାଜ ନିଜ ଭକ୍ତମାନଙ୍କ ପାଇଁ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବା ଖବର ସାମ୍ନାକୁ ଆସିବା ପରେ ଦେଶ ବିଦେଶରେ ଥିବା ଅନୁଗାମୀମାନେ ଚିନ୍ତିତ ଥିଲେ। ଏବେ…

“ମୋଦି ବର୍ଷକ ମଧ୍ୟରେ ଯିବେ” ବୟାନ ପୁଣି ଦୋହରାଇଲେ ରାହୁଲ ଗାନ୍ଧୀ, ନିଜ ଦଳର ଭୁଲ୍ ରହିଲା କେଉଁଠି ମାନିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କରିଥିବା ନିଜ ବୟାନ ପୁଣି ଦୋହରାଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଦିଲ୍ଲୀରେ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଏକ ବୈଠକରେ ରାହୁଲ କହିଛନ୍ତି ଯେ, “ମୋଦି ଜି ବର୍ଷକ ମଧ୍ୟରେ ଯିବାକୁ ଯାଉଛନ୍ତି।” ଏହି ବୟାନକୁ ନେଇ…

ଦିଲ୍ଲୀରେ ପୁଣି ବଢ଼ିଲା ସିଏନଜି ଦର, ୧୧ ଦିନରେ କିଲୋ ପିଛା ୭ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଦିଲ୍ଲୀରେ ସାଧାରଣ ଲୋକଙ୍କ ଉପରେ ଇନ୍ଧନ ଦର ବୃଦ୍ଧିର ଆଉ ଏକ ଝଟକା ପଡ଼ିଛି। ମଙ୍ଗଳବାର ସିଏନଜି ଦର ପୁଣି କିଲୋ ପିଛା ୨ ଟଙ୍କା ବଢ଼ାଯାଇଛି। ନୂଆ ଦର ସକାଳ ୬ଟାରୁ ଲାଗୁ ହୋଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜି କିଲୋ ପିଛା ୮୩ ଟଙ୍କା ୦୯ ପଇସାରେ…

Padma Awards 2026: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୫ ମେ ୨୦୨୬ ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍‌ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ବେସାମରିକ ଅଳଙ୍କରଣ ସମାରୋହରେ ୨୦୨୬ ବର୍ଷ ପାଇଁ ପଦ୍ମ…

Padma Awards 2026: ଧମେନ୍ଦ୍ରଙ୍କୁ ମିଳିଲା ପଦ୍ମ ବିଭୂଷଣ, ଗ୍ରହଣ କଲେ ହେମା…

ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ତାଙ୍କ ଦ୍ୱିତୀୟ ପତ୍ନୀ ହେମା ମାଳିନୀ ୨୫ ମେ ରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପଦ୍ମ ପୁରସ୍କାର ୨୦୨୬ ଉତ୍ସବରେ ଏହି ପୁରସ୍କାର ଗ୍ରହଣ…