Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାର୍ତ୍ତିକ ପୂର୍ଣ୍ଣମୀରେ ସବୁଠି ବଡ଼ ଓ ଉଜ୍ଜ୍ୱଳ ‘ସୁପରମୁନ୍’…

ଭୁବନେଶ୍ବର: ୨୦୨୫ ମସିହା ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ 'ସୁପରମୁନ୍' ଦେଖାଯିବ। ୨୦୧୯ ପରଠାରୁ ଏହା ସବୁଠାରୁ ବଡ଼ ସୁପରମୁନ୍ ବୋଲି କୁହାଯାଉଛି। ଆଗାମୀ ସୁପରମୁନ୍ ସାଧାରଣ ପୂର୍ଣ୍ଣଚନ୍ଦ୍ର ଅପେକ୍ଷା ପ୍ରାୟ ୧୪ ପ୍ରତିଶତ ବଡ଼ ଏବଂ ପ୍ରାୟ ୩୦ ପ୍ରତିଶତ ଉଜ୍ଜ୍ୱଳ ହେବ।…

Encounter: ସୁରକ୍ଷାବାହିନୀଙ୍କ ଗୁଳିରେ ୪ଉଗ୍ରବାଦୀ ନିପାତ

ଇମ୍ଫାଲ: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷାବାହିନୀ ଏକ ନିଷିଦ୍ଧ ଗୋଷ୍ଠୀର ୪ଜଣ ଉଗ୍ରବାଦୀଙ୍କୁ ନିପାତ କରିଛନ୍ତି। ଆଜି ସକାଳେ ପୋଲିସ ଏନକାଉଣ୍ଟରରେ ସମସ୍ତ ଚାରି ଜଣ ନିହତ ହୋଇଛନ୍ତି। ସେମାନେ ମଣିପୁରର ନିଷିଦ୍ଧ ଭିତ୍ତିକ ସଂଗଠନ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (UKNA) ସହିତ ଜଡିତ…

Pak Testing N-Weapons: ସତରେ କ’ଣ ଲୁଚି ଲୁଚି ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ?, ବଢିଲା ବିଶ୍ବର ଚିନ୍ତା…

ନୂଆଦିଲ୍ଲୀ: ୩୩ ବର୍ଷ ପରେ ଆମେରିକା ପରମାଣୁ ପରୀକ୍ଷଣ ପୁନଃ ଆରମ୍ଭ କରିବାର ଘୋଷଣା କରିଛନ୍ତି। ଯାହାକୁ ଯୁକ୍ତଯୁକ୍ତ କରିବାକୁ ଯାଇ ବଡ ଖୁଲାସା କରିଦେଇଚନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବୟାନରେ କହିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ସକ୍ରିୟ ଭାବରେ…

Newyork Mayor Electionକୁ ନେଇ ଭଡକିଲେ ଟ୍ରମ୍ପ, କହିଲେ, ‘ଏହା ବିନାଶର କାରଣ ହେବ…ବନ୍ଦ ହେବ ପାଣ୍ଠି’

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ଯଦି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋହରାନ୍ ମାମଦାନି ନ୍ୟୁୟର୍କ ସିଟି ମେୟର ନିର୍ବାଚନରେ ​​ଜିତିଯାଆନ୍ତି, ତେବେ ସେ ଫେଡେରାଲ୍ ପାଣ୍ଠି ବନ୍ଦ କରିଦେବେ। ଟ୍ରମ୍ପ ମାମଦାନିଙ୍କୁ କମ୍ୟୁନିଷ୍ଟ ବୋଲି…

Bihar polls: ଭୋଟ ଗ୍ରହଣ ପୂର୍ବରୁ ତେଜସ୍ୱୀ ଯାଦବଙ୍କ ବଡ ପ୍ରତିଶ୍ରୁତି: “ମହିଳାଙ୍କ ଆକାଉଣ୍ଟକୁ ଯିବ ୩୦ ହଜାର…

ବିହାର: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ଆଜି ସନ୍ଧ୍ୟା ୬ ଟାରେ ପ୍ରଚାର ଶେଷ ହେବ। ପ୍ରଚାରର ଶେଷ ଦିନରେ, RJD ନେତା ତେଜସ୍ୱୀ ଯାଦବ ଜନସାଧାରଣଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଗଠନ ପରେ, ପ୍ରତ୍ୟେକ ମହିଳାଙ୍କୁ ଜାନୁଆରୀ ୧୪…

ICC Women’s ODI World Cup: ମହିଳା ଦଳଙ୍କୁ ପ୍ରଶଂସା କଲେ ଏହି ପୂର୍ବତନ ଖେଳାଳୀ, କହିଲେ, “ପୁରୁଷ ଦଳ ଏମିତି କେବେ…

ନୂଆଦିଲ୍ଲୀ: ରବିବାର ଭାରତ ଆଉ ଏକ ଇତିହାସ ରଚିଛି । ଐତିହାସିକ ପ୍ରଥମ ICC ମହିଳା ଏକଦିବସୀୟ ବିଶ୍ୱକପ୍ ବିଜୟ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳ । ଯାହା ପରେ ମହିଳା ଟିମକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମହିଳା ଟିମଙ୍କ ପ୍ରଦର୍ଶନ…

Bihar Election: ମହାମେଣ୍ଟରେ ପପୁ, ତପୁ ଓ ଅପୁଙ୍କ ଯୋଡ଼ି… ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ-ଏମାନେ ସମସ୍ତେ ରାମ…

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଅନେକ ପ୍ରମୁଖ ବ୍ୟକ୍ତି ପ୍ରଚାର କରୁଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କିଛି ସମୟ ମଧ୍ୟରେ ଶେଷ ହେବ। ଏହା ପୂର୍ବରୁ ବିଭିନ୍ନ ନେତା ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଦରଭଙ୍ଗାରେ ଏକ ସାଧାରଣ ସଭାକୁ…

ଜୁବୀନ ଗର୍ଗଙ୍କୁ ହତ୍ୟା କରାଯାଇଛି, ଡ଼ିସେମ୍ବର ଭିତରେ ଚାର୍ଜସିଟ୍ ଦାଖଲ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ସୋମବାର ଦାବି କରିଛନ୍ତି ଯେ ସ୍ୱର୍ଗତ ଜୁବୀନ ଗର୍ଗଙ୍କୁ ସିଙ୍ଗାପୁରରେ ହତ୍ୟା କରାଯାଇଛି। ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବୀନଙ୍କ ମୃତ୍ୟୁ ହୋଇଥିଲା। ସେ ଉତ୍ତର-ପୂର୍ବ ଭାରତ ମହୋତ୍ସବ…

ଭଗବାନ ଜୀବନ ବଞ୍ଚାଇଦେଲେ, ମୁଁ ଶାନ୍ତିରେ ବଞ୍ଚିପାରୁନି; କରୁଣ କାହାଣୀ ବଖାଣିଲେ ଏୟାର ଇଣ୍ଡିଆ ଦୁର୍ଘଟଣାରୁ ରକ୍ଷା…

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସକୁମାର ରମେଶ ଦୁର୍ଘଟଣା ପରେ ତାଙ୍କ ଜୀବନରେ ଘଟିଥିବା ପରିବର୍ତ୍ତନ ବିଷୟରେ ଏକ ସାକ୍ଷାତକାରରେ କହିଛନ୍ତି। ଏତେ ବଡ଼ ଦୁର୍ଘଟଣାରେ ବଞ୍ଚିଯାଇଥିବା ସେ…

Gold Price Today: ପୁଣି ଏତିକି ବଢିଲା ସୁନା ଦର

ଭୁବନେଶ୍ବର:ଦୁଇ ଦିନର ପରେ ଆଜି ପୁଣି ସୁନା ଓ ରୁପା ଦର ବଢିଛି । ଆଜି ଭାରତୀୟ ବଜାରରେ ପ୍ରତି ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୭ ଟଙ୍କା, ପ୍ରତି ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୫ ଟଙ୍କା ଏବଂ ପ୍ରତି ଗ୍ରାମ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୧୩ ଟଙ୍କା ବୃଦ୍ଧି ପାଇଛି। ଆଜି…