Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟ ନୌସେନା ନାଗରିକଙ୍କୁ ମୁକ୍ତ କରିଛନ୍ତି କୋର୍ଟ, ଭାରତ ସରକାରଙ୍କ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏକ ବଡ ବିଜୟ ହାସଲ କରିଛନ୍ତି । କାରଣ କତାର ସୋମବାର ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ସେହି ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିଛି । ଏହାପୂର୍ବରୁ, ନୂଆଦିଲ୍ଲୀର ରାଜନ୍ୟାୟିକ…

ବିଶ୍ୱର ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ସ୍ଥାନରେ କିଭଳି ବଂଚି ରହିଛନ୍ତି କୁକୁର

ୱାଶିଂଟନ: ୧୯୮୬ରେ ଚେର୍ନାବିଲରେ ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ଘଟିଥିଲା । ଏହା ପରେ ଏହି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସମ୍ପୂର୍ଣ୍ଣ ଅଂଚଳ ଏକପ୍ରକାର ଜନଶୂନ୍ୟ ହୋଇ ପଡିଥିଲା । ତେବେ ଏଠାରେ ରହି ଯାଇଥିବା କୁକୁର ଏବେ ପରମାଣୁ ବିକିରଣକୁ ସାମ୍ନା କରି ବଂଚି ରହିଛନ୍ତି…

ଗହମ ଉପରେ କେନ୍ଦ୍ର ସରକାର ଲଗାଇଲେ ଷ୍ଟକ୍ ଲିମିଟ

ନୂଆଦିଲ୍ଲୀ:ଏଣିକି ଗହମ ଉପରେ କେନ୍ଦ୍ର ସରକାର ଲଗାଇଲେ ଷ୍ଟକ୍ ଲିମିଟ। ଯେଉଁଥିରେ ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ରବିବାର ଏକ ଅଧିସୂଚନା ଜାରି କରି ଗହମର ଷ୍ଟକ ଲିମିଟ ନିର୍ଦ୍ଧାରିତ କରିଛନ୍ତି। ସୂଚନା ଅନୁଯାୟୀ ବ୍ୟବସାୟୀ ଅଥବା ପାଇକାରୀ ବିକ୍ରେତାଙ୍କ ପାଇଁ ଏହି…

ହଲଦ୍ୱାନୀ ହିଂସାରେ ୩୦ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ଡେରାଡୁନ: ହଲଦ୍ୱାନୀ ହିଂସା ମାମଲାରେ ଏପର୍ଯ୍ୟନ୍ତ ମୋଟ ୩୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ପୋଲିସ ଷ୍ଟେସନରେ ଢେଲା ମାଡ଼ ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ୬…

ବିଦେଶରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ସୂଚନା ଦେଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ବହୁତ ପସନ୍ଦ କରିଛନ୍ତି। ଦ୍ରୁତ ଗତି ଏବଂ ଉତ୍କୃଷ୍ଟ ସୁବିଧା ସହିତ ସଜ୍ଜିତ ଏହି ଟ୍ରେନ୍ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ ହୋଇଛି। ଏହି ସେମି ହାଇ ସ୍ପିଡ୍ ଟ୍ରେନର ରପ୍ତାନୀ କରିବାକୁ ସରକାର ଯୋଜନା…

୨୦ ବର୍ଷରେ ବଢିଲା ‘ମୃତ୍ୟୁ ଦଣ୍ଡ’ ପାଇଥିବା କଏଦୀଙ୍କ ସଂଖ୍ୟା, ୨୦୨୩ରେ ୧୨୦ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ: ଦେଶରେ ୫୬୧ଜଣ କଏଦୀ ଅଛନ୍ତି ଯେଉଁମାନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ। ଗତ ଦୁଇ ଦଶନ୍ଧି ମଧ୍ୟରେ ୨୦୨୩ରେ ସର୍ବାଧିକ୧୨୦ଜଣଙ୍କୁ ଏହି ସଜା ଦିଆଯାଇଛି। ୨୦୧୫ ମସିହାରୁ ଏହିପରି କଏଦୀଙ୍କ ସଂଖ୍ୟା ୪୫.୭୧ ପ୍ରତିଶତ ବୃଦ୍ଧି ପାଇଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଦିଲ୍ଲୀରେ…

ରାମଲାଲାଙ୍କ ଐଶ୍ୱରୀୟ ଆଖି ତିଆରି କରିଥିବା ରୁପା ହାତୁଡ଼ି, ସୁନା ନିହଣ ଫଟୋ ଶେୟାର କଲେ ଅରୁଣ ଯୋଗୀରାଜ

ଅଯୋଧ୍ୟା: ଅଯୋଧ୍ୟାରେ ଜାନୁଆରୀ ୨୨ରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ରାମମନ୍ଦିରରେ ପୂଜା ପାଉଛନ୍ତି ରାମଲାଲା । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ରାମଲାଲାଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ଏହାରିଭିତରେ ମୂର୍ତ୍ତି ଶିଳ୍ପୀ ଅରୁଣ ଯୋଗୀରାଜ ନିହଣ ଏବଂ…

ପରିବାର ସହ ଅଯୋଧ୍ୟା ଯିବେ ଅରବିନ୍ଦ କେଜ୍ରିଓ୍ବାଲ ଓ ଭଗଓ୍ବନ୍ତ ମାନ

ନୂଆଦିଲ୍ଲୀ: ଅଯୋଧ୍ୟା ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଏଥିସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ତାଙ୍କ ପରିବାର ସଦସ୍ୟ ମଧ୍ୟ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ। ଦୁହେଁ ରାମଲାଲାଙ୍କ ଦର୍ଶନ ପାଇଁ ବାପା ମା’ ଓ ପତ୍ନୀଙ୍କ ସହ…

ଖଡଗେଙ୍କୁ ଆଚାର୍ଯ୍ୟ ପ୍ରମୋଦଙ୍କ ୭ଟି ପ୍ରଶ୍ନ

ନୂଆଦିଲ୍ଲୀ:ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନଙ୍କୁ ଦଳ ଦେଖାଇଛି ବାହାରର ରାସ୍ତା। ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଚାର୍ଯ୍ୟ ପ୍ରମୋଦ ପଚାରିଛନ୍ତି ୭ଟି ପ୍ରଶ୍ନ। ସେ ତାଙ୍କ ପ୍ରଶ୍ନବାଣରେ କହିଛନ୍ତି ମୁଁ କଂଗ୍ରେସ ନେତାମାନଙ୍କୁ ପଚାରିଥିଲି ଯେ ମୁଁ ଦଳ ବିରୋଧୀ…

ମର୍ମନ୍ତୁଦ ଦୁର୍ଘଟଣା: କାର୍ଯ୍ୟକ୍ରମ ବେଳେ ମାଡିଗଲା ଟ୍ରକ; ୩ମୃତ, ୨୦ଆହତ

ଗ୍ୟାଙ୍ଗଟକ୍: ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା। ତବଲା ବାଦନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଟ୍ରକ ମାଡିଯିବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୨୦ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…