Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୪୫ ହଜାର ଟଙ୍କା ପାଉଥିବା କର୍ମଚାରୀ ୮ମ ବେତନ ପରେ କେତେ ଟଙ୍କା ପାଇବେ? ଜାଣନ୍ତୁ ଏହି ହିସାବ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଲମ୍ବା ଅପେକ୍ଷା ପରେ ଶେଷରେ ସେହି ଖବର ଆସିଗଲା, ଯାହାକୁ ସମସ୍ତେ ଆଗ୍ରହରେ ଅପେକ୍ଷା କରିଥିଲେ। ମାସ ମାସ ଧରି ଚର୍ଚ୍ଚାରେ ରହିଥିବା ୮ମ ଦରମା ଆୟୋଗକୁ କେନ୍ଦ୍ର ସରକାର ଆନୁଷ୍ଠାନିକ ଅନୁମୋଦନ ଦେଇଦେଇଛନ୍ତି। ଏବେ ପ୍ରଶ୍ନ କେବଳ ଏତିକି – କେବେ ଓ…

Workers trapped: ଆଫ୍ରିକାରେ ଫସି ରହିଛନ୍ତି ୪୮ ପ୍ରବାସୀ ଶ୍ରମିକ; ଭାରତକୁ ଫେରାଇ ଆଣିବାକୁ ନିବେଦନ

ରାଞ୍ଚି: ବିଦେଶରେ ଫସିଲେ ଝାଡ଼ଖଣ୍ଡର ପ୍ରବାସୀ ଶ୍ରମିକ । ଗିରିଡିହ, ବୋକାରୋ ଏବଂ ହଜାରୀବାଗ ଜିଲ୍ଲାର ୪୮ ଜଣ ଶ୍ରମିକ ଆଫ୍ରିକାର ଟ୍ୟୁନିସିଆରେ ଫସି ରହିଛନ୍ତି । ଗତ ତିନି ମାସ ଧରି କମ୍ପାନୀ ପକ୍ଷରୁ ଶ୍ରମିକମାନଙ୍କୁ ସେମାନଙ୍କ ମଜୁରୀ ଦିଆଯାଇ ନାହିଁ। ଫଳରେ ଶ୍ରମିକମାନଙ୍କ ପାଇଁ ଖାଦ୍ୟ…

କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ୧୭ ପୋଲିସ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ପୋଲିସର ୧୭ ଜଣ ବିଶିଷ୍ଟ ଅଧିକାରୀ ଏବଂ କର୍ମଚାରୀଙ୍କୁ ମର୍ଯ୍ୟାଦାଜନକ 'କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦ' ୨୦୨୫ରେ ସମ୍ମାନିତ କରାଯାଇଛି। ରାଜ୍ୟ ପୋଲିସ ଏହାର X ହ୍ୟାଣ୍ଡେଲରେ ଦୁଇଟି ଭିନ୍ନ ଭିନ୍ନ ପୋଷ୍ଟରେ ଏହି ସୂଚନା ପ୍ରଦାନ କରିଛି। ପୁରସ୍କାରପ୍ରାପ୍ତ…

ବିବାହ ଋତୁରେ ଭାରତରେ ହେବ ୬.୫୦ ଲକ୍ଷ କୋଟି ଟଙ୍କାର କାରୋବାର

ନୂଆଦିଲ୍ଲୀ:ଦେବଉଥନ ଏକାଦଶ ପରେ ବିବାହ ଋତୁ ଆରମ୍ଭ ହେବ । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସର ଅନୁସନ୍ଧାନମୂଳକ ଶାଖା ସିଏଆଇଟି ଏକ ରିପୋର୍ଟ ଜାରୀ କରିଛି । ଏହା ଅନୁସାରେ ଏଥର ଆନୁମାନିକ ୪୬ ଲକ୍ଷ ବିବାହ ଭାରତରେ ହେବ । ଏହି ବିବାହକୁ ନେଇ ୬.୫୦ ଲକ୍ଷ କୋଟି ଟଙ୍କାର କାରୋବାର ହେବ ବୋଲି…

Adi kailash-Om parvat yatra: ସହଜ ହେବ ଆଦି କୈଳାସ ଯାତ୍ରା:୫.୪କି.ମି ସୁଡ଼ଙ୍ଗ ହେବ ନିର୍ମାଣ,ଏପରି ରହଛି…

ନୂଆଦିଲ୍ଲୀ:ଆଦି କୈଳାସ ଯାତ୍ରା ହେବ ସହଜ । ଓମ୍ ପର୍ବତ କୈଳାସ ମାନସରୋବର ଯାତ୍ରା ମାର୍ଗରେ ଚୀନ୍ ସୀମା ସଂଲଗ୍ନ ପିଥୌରାଗଡ଼ର ବ୍ୟାସ ଉପତ୍ୟକାକୁ ସହଜ ଏବଂ ନିରାପଦ କରିବା ପାଇଁ କେନ୍ଦ୍ର ସରକାର ଏକ ୫.୪ କିଲୋମିଟର ଲମ୍ବା ସୁଡ଼ଙ୍ଗ ନିର୍ମାଣ କରିବେ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ…

ସ୍ପେନରେ ଦେଖିବାକୁ ମିଳିଲା ବିଲୁପ୍ତପ୍ରାୟ ଧଳା ଇବେରିୟନ ଲିନକ୍ସ

ନୂଆଦିଲ୍ଲୀ: ସ୍ପେନର ପାହାଡିଆ ଅଂଚଳ ଜାଏନରୁ ଏକ ସନ୍ତୋଷଜନକ ଖବର ହସ୍ତଗତ ହୋଇଛି । ଯାହାକି ପ୍ରାଣୀପ୍ରେମୀଙ୍କୁ ବେଶ ଆନନ୍ଦ ପ୍ରଦାନ କରିଛି । ଦୀର୍ଘ ଦିନ ପରେ ଏଠାରେ ଧଳା ରଙ୍ଗର ଇବେରିୟନ ଲିନକ୍ସ ନାମକ ବିଲୁପ୍ତ ପ୍ରାୟ ଜୀବକୁ ଦେଖିବାକୁ ମିଳିଛି । ଜଙ୍ଗଲୀ ବିଲେଇ ପରି ଦେଖାଯାଉଥିବା ଏହି…

Ind-US Deal: ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ୍ କଲେ ଭାରତ-ଆମେରିକା, ପୂର୍ବରୁ କେବେ ହୋଇନଥିଲା ଏମିତିକା ଡିଲ୍…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତ କରିବା ପରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହା ଘୋଷଣା କରିଛନ୍ତି। ଚୁକ୍ତି ଅନୁଯାୟୀ, ଉଭୟ…

Statue of Unity କାହିଁକି ସ୍ୱତନ୍ତ୍ର?, ଆସନ୍ତୁ ଜାଣିବା ବିଶ୍ବର ସବୁଠୁ ଉଚ୍ଚ ସର୍ଦ୍ଦାର ପଟେଲଙ୍କ ଏହି…

ନୂଆଦିଲ୍ଲୀ: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ । ଏଥିପାଇଁ ଗୁରୁରାଟ ସ୍ଥିତ ବିଶ୍ବର ସୁଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଆଜି ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି କେବଳ ସର୍ଦ୍ଦାର ପଟେଲଙ୍କ ଅନନ୍ୟ ଅବଦାନର…

କ୍ୟାବିନେଟ୍ ମନ୍ତ୍ରୀ ହୋଇପାରନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆଝାରୁଦ୍ଦିନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ଏବଂ କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ଖୁବ୍ ଶୀଘ୍ର ତେଲେଙ୍ଗାନା କ୍ୟାବିନେଟରେ ଯୋଗ ଦେଇପାରନ୍ତି। ଦଳୀୟ ନେତୃତ୍ୱ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ରାଜି ଥିବା ଜଣାପଡିଛି। ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ ଜୁବଲି ହିଲ୍ସ…

ଚିନ୍ତା ବଢ଼ାଇଲା ଷ୍ଟଡି: ମୋବାଇଲ ଫୋନ ଚୋରୀ କରୁଛି ଆମର ଗୋପନୀୟତା

ନୂଆଦିଲ୍ଲୀ: ମୋବାଇଲ ଫୋନ ଆମର ଗୋପନୀୟତା ଚୋରୀ କରୁଛି । ଆଇଆଇଟି ଦିଲ୍ଲୀ ପକ୍ଷରୁ ଏ ନେଇ ଏକ ଷ୍ଟଡି କରାଯାଇଥିଲା । ଯାହାକି ଫୋନ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇଛି । ଲୋକେଶନ ପରିମିଶନ ମାଗୁଥିବା ଆଣ୍ଡ୍ରଏଡ ଆପ୍ସ ୟୁଜର୍ସଙ୍କ ଅନୁମତି ବିନା ଗୋପନୀୟ ତଥ୍ୟ ପଦାରେ ପକାଉଛି । ସାଇବର…