Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାମିଲନାଡୁ ରାଜନୀତିରେ ହାଇଡ୍ରାମା: ଏତେ ସହଜରେ ବିଜୟ ହୋଇପାରିବେନି ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁରେ ନିର୍ବାଚନ ସରିଛି, ହେଲେ ରାଜନୈତିକ ଡ୍ରାମା ଏବେ ବି ଜାରି ରହିଛି। ଅଭିନେତାରୁ ନେତା ସାଜିଥିବା ଥାଲାପତି ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ବାଟରେ ବଡ଼ କଣ୍ଟା ସାଜିଛି ‘ମ୍ୟାଜିକ୍ ନମ୍ବର’। ବିଜୟଙ୍କ ଦଳ ଟିଭିକେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ସତ, କିନ୍ତୁ ସରକାର…

Snake Found In Mid-Day Meal: ମଧ୍ୟାହ୍ନ ଭୋଜନରେ ମିଳିଲା ସାପ; ୨୫୦ରୁ ଅଧିକ ପିଲା ଅସୁସ୍ଥ

ବିହାର: ବିହାରର ସହରସାରୁ ଏକ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ମହିସି ବ୍ଲକର ବାଲୁଆହାସ୍ଥିତ ସରକାରୀ ମଧ୍ୟମା ବିଦ୍ୟାଳୟରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଏକ ସାପ ଛୁଆ ମିଳିଛି। ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୫୦ରୁ ଅଧିକ ପିଲା ଅସୁସ୍ଥ ହୋଇପଡ଼ିଥିଲେ।…

Bengal Governor dissolves assembly:ମମତାଙ୍କ ଶାସନର ହେଲା ଅନ୍ତ; ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଆର.ଏନ. ରବି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପରିଷଦକୁ ବରଖାସ୍ତ କରିଛନ୍ତି। ରାଜ୍ୟପାଳ ଆର.ଏନ. ରବି ଭାରତୀୟ ସମ୍ବିଧାନର ଧାରା ୧୭୪(୨)(ଖ) ଅନୁଯାୟୀ ରାଜ୍ୟ ବିଧାନସଭାକୁ ଭାଙ୍ଗିବା ପାଇଁ ଏକ ଆଦେଶ ଜାରି କରିଛନ୍ତି, ଯାହା ଆଜି ଠାରୁ…

Teesta Project:ବାଂଲାଦେଶ ଚୀନ୍‌ର ହେଉଛି ନିକଟତର ! ତିସ୍ତା ନଦୀ ପ୍ରକଳ୍ପରେ ସହଯୋଗ ଲୋଡ଼ିଛି

ଢାକା:ବାଂଲାଦେଶର ନୂତନ ସରକାର ତିସ୍ତା ନଦୀ ପ୍ରକଳ୍ପ ପାଇଁ ଆନୁଷ୍ଠାନିକ ଭାବରେ ଚୀନର ସମର୍ଥନ ଲୋଡ଼ିଛି। ଏହି ପଦକ୍ଷେପ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିପାରେ। ବାଂଲାଦେଶର ସରକାରୀ ସମାଚାର ଏଜେନ୍ସି ବିଏସଏସ ରିପୋର୍ଟ ଅନୁଯାୟୀ, ବୁଧବାର ବେଜିଂରେ ବାଂଲାଦେଶ ବୈଦେଶିକ…

ଅବୈଧ ବାଂଲାଦେଶୀଙ୍କୁ କିପରି ଫେରାଇବ ଭାରତ? ବୈଦେଶିକ ମନ୍ତ୍ରଣାଳୟ ଜାରି କଲା ପ୍ଲାନ୍

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଆଜି ଏହାର ସାପ୍ତାହିକ ପ୍ରେସ ବ୍ରିଫିଂରେ ଅପରେସନ ସିନ୍ଦୂର, ହରମୁଜ୍ ପ୍ରଣାଳୀ, କୈଳାସ ମାନସରୋବର ଯାତ୍ରା ଏବଂ ବାଂଲାଦେଶ ସମେତ ବିଭିନ୍ନ ସୂଚନା ପ୍ରଦାନ କରିଛି। ଅବୈଧ ବାଂଲାଦେଶୀ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ସମ୍ପର୍କରେ, ବୈଦେଶିକ…

‘ୟୁପିରେ ପରୀକ୍ଷା, ବଙ୍ଗଳାରେ କାର୍ଯ୍ୟକାରୀ…’, ମମତାଙ୍କୁ ଭେଟିବା ପରେ କ’ଣ କହିଲେ…

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଦିନ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଦିଦିଙ୍କର ପରାଜୟ ପରେ ଅଖିଳେଶ ତାଙ୍କୁ ଭାବପ୍ରବଣ ସମର୍ଥନ ପ୍ରଦାନ କରିଥିଲେ। ଅଖିଳେଶ ଯାଦବ କୋଲକାତାରେ ଟିଏମସି ମୁଖ୍ୟଙ୍କ…

ପ୍ରତ୍ୟେକ ଭାରତୀୟଙ୍କୁ କ’ଣ ବନ୍ଦେ ମାତରମ୍ ଗାଇବାକୁ ପଡିବ? ଜାତୀୟ ସଙ୍ଗୀତ ଉପରେ ନୂଆ ନିୟମ; କେବେ ହୋଇପାରେ ଜେଲ୍ ?

ନୂଆଦିଲ୍ଲୀ: ଭାରତ ସରକାର ବନ୍ଦେ ମାତରମ୍ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସରକାର ଜାତୀୟ ସଂଗୀତ 'ବନ୍ଦେ ମାତରମ୍'କୁ 'ଜନ ଗଣ ମନ' ସହିତ ସମକକ୍ଷ ମାନ୍ୟତା ଦେବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏବେଠାରୁ, ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଜାତୀୟ…

ନିର୍ବାଚନ କମିଶନରଙ୍କ ଭଳି ବିଚାରପତିମାନଙ୍କ ମଧ୍ୟ ଶୀଘ୍ର ନିଯୁକ୍ତି ହେଉ: ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଟିପ୍ପଣୀ କରିଥିଲେ, "ବିଚାରପତିମାନଙ୍କୁ ନିର୍ବାଚନ କମିଶନରଙ୍କ ପରି ଶୀଘ୍ର ନିଯୁକ୍ତି ଦିଆଯାଇଥିଲେ ଭଲ ହୁଅନ୍ତା।"…

କେବେ ଶପଥ ନେବେ ବିଜୟ? ସସପେନ୍ସ ଉପରୁ ଉଠିଲା ପରଦା..

ଚେନ୍ନାଇ: ତାମିଲନାଡୁରେ ନୂତନ ସରକାର ଗଠନ ନେଇ ସସପେନ୍ସ ଜାରି ରହିଥିଲା। ବର୍ତ୍ତମାନ ଏହି ସସପେନ୍ସ ଉପରୁ ଉଠିଲା ପରଦା। ଟିଭିକେ ମୁଖ୍ୟ ବିଜୟ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି। ଗୁରୁବାର (୭ ମଇ) ସେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ…

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ନିଶାନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୩୨ ନୂଆ ମନ୍ତ୍ରୀ ନେଲେ ଶପଥ

ପାଟନା: ବିହାର ରାଜନୀତିରେ ଆରମ୍ଭ ହୋଇଛି ଏକ ଏକ ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ NDA ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି। ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୋଟ ୩୨ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।…