Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ; ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ। ୨ ଆତଙ୍କବାଦୀ ଗିରଫ। IED ବିସ୍ଫୋରଣ ପାଇଁ ଯୋଜନା କରୁଥିବା ISIS ମଡ୍ୟୁଲ୍ ଧ୍ୱଂସ। ଗୁଇନ୍ଦା ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ର ମିଳିତ ରେଡ୍ ହୋଇଛି। ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ISIS ଲିଙ୍କ୍‌ ନେଇ ତନାଘନା ଜାରି…

Bihar Polls: ସମସ୍ତିପୁରରୁ ବିହାର ଲଢେଇର ରଣହୁଙ୍କାର ଭରିଲେ ପ୍ରଧାନମନ୍ତ୍ରୀ ମୋଦି, RJDକୁ କଲେ କଡା ଟାର୍ଗେଟ…

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ସମସ୍ତିପୁର ଜିଲ୍ଲାରେ ବିଧାନସଭା ନିର୍ବାଚନ ପାଇଁ NDAର ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତିପୁରରେ ଏକ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ରାଲି ବିହାର ରାଜନୀତିରେ…

Pakistan-Taliban Clash: ଅମାନିଆ ପାକିସ୍ତାନକୁ ସାବାଡ୍ କରିବ ପାଣି!

ନୂଆଦିଲ୍ଲୀ: ଟୋପାଏ ପାଣି ପାଇଁ ବିକଳ ହେବ ପାକିସ୍ତାନ...ରକ୍ତର ମୂଲ୍ୟ ପାଣିରେ ଦେବ...ସିନ୍ଧୁ ନଦୀ ପାଇଁ ପୂର୍ବରୁ କାନ୍ଦୁଛି...ଏବେ ଭାରତର ନୀତି ଆପଣାଇଲାଣି ଆଫଗାନ୍...କାବୁଲ ନଦୀ ନେଇ ମନରେ ଛନକା... ପହଲଗାମ୍ ଆକ୍ରମଣ ପରେ ଭାରତ ଯେପରି ପାକିସ୍ତାନ ବିରୁଦ୍ଧରେ ସିନ୍ଧୁ ଜଳ…

ମଧ୍ୟପ୍ରଦେଶରୁ ଲୋପ ପାଇଯିବେ କି ଗଧ

ଭୋପାଳ: ମଧ୍ୟପ୍ରଦେଶରେ ଗଧଙ୍କ ସଂଖ୍ୟା କମିବାରେ ଲାଗିଛି । ପରିସ୍ଥ୍‌ିତି ଏ ଭଳି ହୋଇଛି ଯେ, ଏଠାରେ ଗଧ ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାମୀଣ ଭାରତରେ ଗଧ ସର୍ବଦା ପରିବହନ ଓ ବ୍ୟବସାୟର ମୂଖ୍ୟ ଆଧାର ରହି ଆସିଛି । ୩ ଦଶକ ମଧ୍ୟରେ ୯୪ ପ୍ରତିଶତ ଗଧଙ୍କ ସଂଖ୍ୟା କମିଛି । ୧୯୯୭ରେ…

Andhra Bus Tragedy: କୁର୍ଣ୍ଣୁଲ ବସ୍ ଟ୍ରାଜେଡି: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇୱେରେ ବସରେ ନିଆଁ ଲାଗିଯିବାରୁ ୨୦ ଜଣଙ୍କ ଜୀବନ ଚାଲିଯାଇଛି। ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ଅଘଟଣ ଘଟଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ…

Piyush Pandey: ଅବକି ବାର୍ ମୋଦି ସରକାର…କୁଛ୍ ଖାସ୍ ହୈ…ଆଉ ନାହାନ୍ତି ଭାରତର ବିଜ୍ଞାପନ ଜଗତର ଯାଦୁକର…

ନୂଆଦିଲ୍ଲୀ: ଭାରତୀୟ ବିଜ୍ଞାପନ ଜଗତର ସ୍ୱର, ହସ ଏବଂ ସୃଜନଶୀଳତାର ମୁହଁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେ ଆଉ ଆମ ଗହଣରେ ନାହାନ୍ତି। ସେ ଶୁକ୍ରବାର ୭୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ପାଣ୍ଡେ କେବଳ ଜଣେ ବିଜ୍ଞାପନ ବିଶେଷଜ୍ଞ ନଥିଲେ, ବରଂ ଜଣେ କାହାଣୀକାର ଥିଲେ ଯିଏ ଭାରତୀୟ…

Tomato prices in Pak: କାଙ୍ଗାଳ ପାକିସ୍ତାନର ମୁଣ୍ଡ ବିନ୍ଧାଉଛି ଟମାଟୋ ଦର, ରେଟ୍ ଆପଣଙ୍କ ବି ହୋସ୍ ଉଡାଇବ…

ନୂଆଦିଲ୍ଲୀ: ପୂର୍ବରୁ ଦାରିଦ୍ର୍ୟର ନଦୀକୂଳେ ଘର କରିଥିବା ପାକିସ୍ତାନର ଏବେ ଟମାଟୋ ଏହାର ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଇସଲାମାବାଦରୁ କରାଚୀ ଏବଂ ଲାହୋର ପର୍ଯ୍ୟନ୍ତ, ଟମାଟୋର ମୂଲ୍ୟ ପାକିସ୍ତାନୀମାନଙ୍କୁ କନ୍ଦାଉଥିବା ବେଳେ ଟମାଟୋର ମୂଲ୍ୟ ଆକାଶଛୁଆଁ ହୋଇଛି। ଆଫଗାନିସ୍ତାନ ସହିତ ସୀମା…

Putin slams US : ଆମେରିକାର କଟକଣାକୁ ସମାଲୋଚନା କଲେ ପୁଟିନ୍, ଟମାହକ ନେଇ ଦେଲେ ଚେତାବନୀ…ପ୍ରତିକ୍ରିୟାରେ ଏମିତି…

ନୂଆଦିଲ୍ଲୀ: ଦୁଇଟି ପ୍ରମୁଖ ରୁଷୀୟ ତୈଳ କମ୍ପାନୀକୁ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଆମେରିକାକୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଗୁରୁବାର ଆମେରିକାକୁ ସମାଲୋଚନା କରି ପୁଟିନ୍ କହିଛନ୍ତି ଯେ "କୌଣସି ସ୍ୱାଭିମାନୀ ଦେଶ" କେବେ "ଚାପ ତଳେ କିଛି କରିବ ନାହିଁ"। ତାଙ୍କ…

Artificial Rain: ରାଜଧାନୀରେ କେବେ କରାଯିବ କୃତ୍ରିମ ବର୍ଷା? ମୁଖ୍ୟମନ୍ତ୍ରୀ ଘୋଷଣା କଲେ ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀରେ କୃତ୍ରିମ ବର୍ଷା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଛି ନୂଆ ପଦକ୍ଷେପ। ରାଜଧାନୀ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏହି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀପାବଳି ପରେ ଭୟଙ୍କର ବାୟୁ ପ୍ରଦୂଷଣର ସମ୍ମୁଖୀନ ଦିଲ୍ଲୀରେ…

Andhra Bus Tragedy: ବସ୍‌ରେ ଭୟାବହ ଅଗ୍ନିକାଣ୍ଡ; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି। ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥର କୁର୍ଣ୍ଣୁଲରେ ଏକ ବାଇକ ସହିତ ଧକ୍କା ହେବା ପରେ ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍‌ଏଚ୍‌ ବସ୍‌ରେ ଲାଗିଲା ନିଆଁ। ଘଟଣାରେ ୨୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସୂଚନା ଅନୁସାରେ…