Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ୍ ସେଠ୍ ଭାରତର ପରବର୍ତ୍ତୀ ସେନା ମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶରେ କୁହାଯାଇଛି ଯେ, ରାଷ୍ଟ୍ରପତି ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍‌ଙ୍କୁ ଆଗାମୀ ସେନା…

Kashmiri Pandits: “କାଶ୍ମୀରୀ ପଣ୍ଡିତମାନଙ୍କୁ ନିଜ ମୂଳ ସହିତ ପୁନଃ ସଂଯୋଗ ସ୍ଥାପନ କରିବାର ସମୟ…

ନୂଆଦିଲ୍ଲୀ: ଶ୍ରୀନଗରରେ 'ଗ୍ଲୋବାଲ୍ କାଶ୍ମୀର ପଣ୍ଡିତ କନକ୍ଲେଭ'କୁ ସମ୍ବୋଧିତ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି ଯେ କାଶ୍ମୀର ପଣ୍ଡିତମାନେ ସେମାନଙ୍କର ମୂଳ ସହିତ ପୁନଃ ସଂଯୋଗ ସ୍ଥାପନ କରିବା ଏବଂ ଏକ ପରିବର୍ତ୍ତନଶୀଳ ଜମ୍ମୁ ଓ କାଶ୍ମୀରର ଭବିଷ୍ୟତରେ ଯୋଗଦାନ ଦେବାର ସମୟ…

ମୁଁ ଆଜି ଜଜ୍, ସାକ୍ଷୀ ଓ ପ୍ରମାଣ ଆଣ; ବାରଣାସୀ କୋର୍ଟରେ ପଶି କହି ‘ଅର୍ଡର…

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୯ଟାରେ ବାରାଣସୀରେ ଜଣେ ମହିଳା, ଜିଲ୍ଲା ଜଜଙ୍କ ଚୌକିରେ ବସି ଶୁଣାଣି କରିବାକୁ ଜିଦ୍ ଧରିଥିଲେ। ସେ ଚୌକିରେ ବସିବା ମାତ୍ରେ ଏକ ହାତୁଡ଼ି ମାରି ଚିତ୍କାର କଲେ, "ଅର୍ଡର ଅର୍ଡର!" ସେ ଓକିଲମାନଙ୍କୁ କହିଲେ, "ଆଜି ମୁଁ ଜିଲ୍ଲା ଜଜ୍। ସାକ୍ଷୀ ଏବଂ ପ୍ରମାଣ…

Jorhat Plane Crash: ବାୟୁସେନା ବିମାନ ଦୁର୍ଘଟଣା; ୫ ମୃତ

ଗୌହାଟି: ଆସାମରେ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଜୋରହାଟ ଏୟାରବେସରେ କ୍ରାସ୍ ହୋଇଥିଲା AN-32 ଏୟାରକ୍ରାଫ୍ଟ। ଅବତରଣ ବେଳେ ବିମାନରେ ଲାଗିଥିଲା ନିଆଁ। ଅନ୍ୟପଟେ କୋର୍ଟ ଅଫ୍ ଇନ୍‌କ୍ବାରୀ ନିର୍ଦ୍ଦେଶ ଦେଇଛି…

ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା: ଏଣିକି CBT ମୋଡ୍‌ରେ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ରେଲୱେ ପରୀକ୍ଷା CBT ମୋଡ୍‌ରେ କରିବାକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀଙ୍କ ସହିତ, ରେଳବାଇ…

Congress Nationwide Protest: ପେପର ଲିକ୍ ବିରୋଧରେ ଦେଶସାରା ଗର୍ଜିବ କଂଗ୍ରେସ, ୪ ସହରରେ ଛାତ୍ର ସମ୍ମିଳନୀ କରିବେ…

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ପେପର ଲିକ୍, ପରୀକ୍ଷା ଅନିୟମିତତା ଏବଂ ବେକାରୀକୁ ନେଇ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଯୁଦ୍ଧ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମାର୍ଗଦର୍ଶନ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ…

ଭାରତୀୟ ବାୟୁସେନାର କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଜୋରହାଟ: ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଲ୍ୟାଣ୍ଡିଂ ସମୟରେ ଏକ ଭାରତୀୟ ବାୟୁସେନା AN-32 କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏୟାରବେସରେ ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହା ସାମରିକ ତଥା…

US Medicine Price: ଭାରତରୁ ଶସ୍ତା ମେଡିସିନ୍ ପାଇ କାବା ହେଲେ ବିଦେଶୀ ମହିଳା, ବଖାଣିଲେ ଆମେରିକାରେ କିପରି ହୁଏ…

ନୂଆଦିଲ୍ଲୀ: ଜଣେ ଆମେରିକୀୟ ମହିଳା ଭାରତରୁ ମାତ୍ର ୨୫ ଡଲାର (ପ୍ରାୟ ୨,୧୩୮ ଟଙ୍କା)ରେ ୧୦୦୦ ଡଲାର(ପ୍ରାୟ ୯୫ ହଜାର ଟଙ୍କା) ମୂଲ୍ୟର ଔଷଧ କିଣିବା ପରେ ଆମେରିକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କିପରି ଠକୁଛି, ତାକୁ ନେଇ ବଡ ଖୁଲାସା କରିଛନ୍ତି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ…

Indian-crewed vessel: ଓମାନ ନିକଟରେ ପୁଣି ଭାରତୀୟ ନାବିକଙ୍କ ଜାହାଜ ଉପରେ ଆକ୍ରମଣ? ସରକାର କହିଲେ…

ନୂଆଦିଲ୍ଲୀ: ଓମାନ ଉପସାଗରରେ ଭାରତୀୟ ନାବିକ ଥିବା ଆଉ ଏକ ଜାହାଜ ଉପରେ ଆକ୍ରମଣ ହୋଇଥିବା ଖବରକୁ ଭାରତ ସରକାର ଶନିବାର ଦିନ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ବିଦେଶ ମନ୍ତ୍ରାଳୟ (MEA) ଏହି ଖବରକୁ ଭୁଲ ବୋଲି କହିଛି। କିଛି ଅପ୍ରମାଣିତ ରିପୋର୍ଟରେ ଦାବି କରାଯାଇଥିଲା ଯେ ମାର୍ଶାଲ…

ବିଶ୍ୱର ପ୍ରଥମ ଟ୍ରିଲିୟନର ବନିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଏଲନ୍ ମସ୍କ ବିଶ୍ୱର ପ୍ରଥମ ଏଭଳି ବ୍ୟକ୍ତି, ଯାହାଙ୍କର ମୋଟ ସମ୍ପତ୍ତି ୧ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ସ୍ପେସ୍ ଏକ୍ସର ରେକର୍ଡ IPO ପରେ ତାଙ୍କ ସମ୍ପତ୍ତିରେ ଯଥେଷ୍ଟ ବୃଦ୍ଧି ଘଟିଛି। ଗୁରୁବାର ଦିନ SpaceX ଏହାର ପ୍ରାରମ୍ଭିକ ସାର୍ବଜନୀନ ପ୍ରସ୍ତାବରେ ୭୫ ବିଲିୟନ ଡଲାର…