Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

India on Russian Oil : କ’ଣ ସତରେ ରୁଷଠୁ ତେଲ କିଣିବନି ଭାରତ?, ଟ୍ରମ୍ପଙ୍କ ଦାବି ପରେ ପ୍ରତିକ୍ରିୟା ରଖିଲା ଭାରତ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି, ଯେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ଭାରତ । ଟ୍ରମ୍ପଙ୍କ ଦାବିର ଜବାବରେ ନୂଆଦିଲ୍ଲୀ କହିଛି ଯେ…

ଯୁଦ୍ଧ ବିରତି…ନା କିଛି ବଡ ପ୍ଲାନ୍…Trump-Zelenskyy talks ପୂର୍ବରୁ ଆମେରିକୀୟ ଅସ୍ତ୍ରଶସ୍ତ୍ର ନିର୍ମାତାଙ୍କୁ…

ନୂଆଦିଲ୍ଲୀ: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପଙ୍କ ସହ ସେମାନଙ୍କ ସାକ୍ଷାତ ପୂର୍ବରୁ, ୟୁକ୍ରେନୀୟ ସରକାରୀ ପ୍ରତିନିଧିମଣ୍ଡଳ…

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶରୁ ପ୍ରତ୍ୟାହାର…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ ସମଗ୍ର ଦେଶରୁ ପ୍ରତ୍ୟାହାର ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ସେହି ସମୟରେ ଉତ୍ତର-ପୂର୍ବ ମୌସୁମୀ ତାମିଲନାଡୁ, ପୁଡୁଚେରୀ ଏବଂ କରିକାଲ, ଉପକୂଳ ଆନ୍ଧ୍ର ପ୍ରଦେଶ, ରାୟଲସୀମା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ…

ମହାଗଠବନ୍ଧନରେ ଏବେ ବି ଜାରି ଟଣାଓଟରା: ହୋଇପାରୁନି ସିଟ ସେୟାରିଂ, ଗୋଟିଏ ଆସନରେ…

ନୂଆଦିଲ୍ଲୀ: ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିକଟତର ହେଲାଣି । ହେଲେ ଟିକେଟ ବଣ୍ଟନକୁ ନେଇ ଏବେ ବି ଜାରି ରହିଛି ଟଣାଅଟରା । ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖରେ ମାତ୍ର ୨୭ ଘଣ୍ଟା ବାକି ଅଛି, ତଥାପି କୌଣସି ଦଳ ସେମାନଙ୍କ ପୂରା ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି।…

Pakistan Accuses India : ଭାରତ ପଛରେ ହାତ ଧୋଇ ପଡିଛି ପାକିସ୍ତାନ, କହିଲା, ‘ଭାରତ ପାଇଁ ପ୍ରକ୍ସି ଯୁଦ୍ଧ ଲଢୁଛି…

ନୂଆଦିଲ୍ଲୀ: ଭାରତ ପିଛା ଛାଡୁନି ପାକିସ୍ତାନ...ଖାଲି ବିଷ ଓଗାରୁଛି...ଆଫଗାନିସ୍ତାନ ସହ ଯୁଦ୍ଧରେ ନେଲା ଭାରତ ନାମ...କହିଲା, ‘ଭାରତର ପ୍ରକ୍ସି ତାଲିବାନ୍, ଭାରତର ଇସାରାରେ ପାକିସ୍ତାନ ଉପରେ କରୁଛି ଆକ୍ରମଣ’... ଗତ ସପ୍ତାହ ମଧ୍ୟରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଭୟଙ୍କର ସଂଘର୍ଷ…

ଭାରତ ନୁହେଁ ବିଶ୍ୱର ଏହି ଦେଶ ସବୁଠାରୁ ଧର୍ମନିରପେକ୍ଷ ଦେଶ, ଆମ ଦେଶ ବହୁତ ତଳେ

ନୂଆଦିଲ୍ଲୀ: ଧର୍ମନିରପେକ୍ଷତା ଏକ ଏଭଳି ସିଦ୍ଧାନ୍ତ ଯାହା ବ୍ୟକ୍ତିଙ୍କୁ ନିଜ ଧର୍ମକୁ ଏକ ବ୍ୟକ୍ତିଗତ ବିଷୟ ଭାବେ ଗ୍ରହଣ କରିବାକୁ ଅନୁମତି ଦିଏ ଏବଂ ସୁନିଶ୍ଚିତ କରେ ଯେ ଧର୍ମ ସମାଜର ରାଜନୈତିକ, ସାଂସ୍କୃତିକ ଓ ଆର୍ଥିକ ପରିସରରେ କୌଣସି ହସ୍ତକ୍ଷେପ ନକରେ। ବିଗତ କିଛି ଦଶନ୍ଧି ଧରି ଅନେକ…

Green Crackers: ସବୁଜ ବାଣ କ’ଣ?, ଯାହାକୁ ସୁପ୍ରିମକୋର୍ଟ ଫୁଟାଇବାକୁ ଦେଇଛନ୍ତି ଅନୁମତି…ପରିବେଶ ପ୍ରଦୂଷଣକୁ କିପରି…

ନୂଆଦିଲ୍ଲୀ: ଦୀପାବଳି ପାଖେଇ ଆସିଛି। ସମସ୍ତେ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହା ଏକ ପର୍ବ ଯାହାକୁ ବାଣର ଶବ୍ଦ ବିନା ଅପୂର୍ଣ୍ଣ ବୋଲି ମନେ କରାଯାଏ। ହେଲେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଯୋଗୁଁ, ବାଣ ଫୁଟାଇବା ଉପରେ କିଛି କଟକଣା ରହିଛି। ଯାହାକୁ ନେଇ ସେଠିକା ବାସିନ୍ଦା…

Ex-US envoy Rahm Emanuel: ‘ପାକିସ୍ତାନୀ ଟଙ୍କା, ନୋବେଲ୍ ଲୋଭ, ଭାରତ ସହ ସମ୍ପର୍କ ବିଗାଡିଲେ…

ନୂଆଦିଲ୍ଲୀ: ‘ଅହଂକାରୀ ଡୋନାଲ୍ଡ ଟ୍ରମ୍ପ...ଭାରତ ସହିତ ସମ୍ପର୍କକୁ ନଷ୍ଟ କରିଛନ୍ତି...ପାକିସ୍ତାନୀ ଟଙ୍କା ଲୋଭରେ ଭାରତର ସହ ସମ୍ପର୍କ ବିଗାଡିଛନ୍ତି ଟ୍ରମ୍ପ...ନୋବେଲ୍ ପାଇଁ ୪୦ ବର୍ଷର କଠିନ ପରିଶ୍ରମକୁ ନଷ୍ଟ କରିଛନ୍ତି’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୁଦ୍ଧରେ…

‘ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ, ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଆଶ୍ୱାସନା ଦେଇଛନ୍ତି’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ। ସେ କହିଥିଲେ ଯେ ଭାରତ ଏହା ତୁରନ୍ତ କରିପାରିବ ନାହିଁ କିନ୍ତୁ ଶୀଘ୍ର କରିବ। ଟ୍ରମ୍ପ ଆହୁରି…

ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବନ୍ଧୁଙ୍କ ହାତ

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଥିବା ଏକ ଘରୋଇ ମେଡିକାଲ୍ କଲେଜ ନିକଟରେ ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାଙ୍ଘାତିକ ଖୁଲାସା। ଏହି ଘଟଣା ପଛରେ ଛାତ୍ରୀଙ୍କ ବନ୍ଧୁଙ୍କ ହାତ ଥିବା ଜଣାପଡ଼ିଛି। ବୁଧବାର ଦିନ ଦୁର୍ଗାପୁରର ସବ-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍…