Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଧାରଣ ଲୋକଙ୍କୁ ମହାକାଶ ପଠାଇବ ISRO, କରିବାକୁ ହେବ ଏହି ଛୋଟିଆ କାମ

ନୂଆଦିଲ୍ଲୀ: ମହାକାଶକୁ ଛୁଇଁବେ ସାଧାରଣ ନାଗରିକ। ମହାକାଶ ଯାତ୍ରା ବର୍ତ୍ତମାନ କେବଳ ବୈଜ୍ଞାନିକ ନୁହେଁ, ପର୍ଯ୍ୟଟନ ପାଇଁ ମଧ୍ୟ ସମ୍ଭବ ହେଉଛି। ଏଥିପାଇଁ ଉଚ୍ଚ ଶାରୀରିକ ଫିଟନେସ୍, କଠୋର ପ୍ରଶିକ୍ଷଣ, ଏବଂ ବ୍ଲୁ ଅରିଜିନ୍ (Blue Origin) ପରି ଘରୋଇ କମ୍ପାନୀ ବା ଆନ୍ତର୍ଜାତୀୟ ମିଶନ ଜରିଆରେ…

ଗୁଟଖା ବେପାରୀରୁ ୫୦୦୦ କୋଟିର ଡ୍ରଗ୍ସ ମାଫିଆ !

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସିଣ୍ଡିକେଟ୍ ଉପରେ ଭାରତର ସବୁଠାରୁ ବଡ଼ ପ୍ରହାର । ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଧରାପଡ଼ିଛି ଡ୍ରଗ୍ସ କୁବେର ସଲିମ୍ ଡୋଲା । ତୁର୍କୀର ଇସ୍ତାନବୁଲରୁ ଏହି କୁଖ୍ୟାତ ଅପରାଧୀକୁ ଭାରତ ଅଣାଯାଇଛି । କେବେ ଗୁଟଖା ବିକୁଥିବା ଏହି ସଲିମ୍…

India fifth-largest Military Spender: ସେନାଙ୍କ ଉପରେ ପାଣି ଭଳିଆ ଟଙ୍କା ବୁହାଉଛି ଏହି ଦେଶ…

ନୂଆଦିଲ୍ଲୀ: ପେଟକୁ ପଛେ ଦାନା ନ ମିଳୁ, କିନ୍ତୁ ଦେଶର ସାମରିକ ଏବଂ ଅସ୍ତ୍ରଶସ୍ତ୍ରରେ କୌଣସି ଅଭାବ ପରିଲକ୍ଷିତ ନ ହେଉ। ବଦଳୁଥିବା ବିଶ୍ୱ ଦୃଶ୍ୟପଟ ଏବଂ ପାରସ୍ପରିକ ଦ୍ୱନ୍ଦ୍ୱ ମଧ୍ୟରେ ଏବେ ବିଶ୍ୱର ପ୍ରତ୍ୟେକ ଦେଶ ଏହି ପ୍ରଚେଷ୍ଟାରେ ଲାଗିଛନ୍ତି। ଦେଶଗୁଡ଼ିକ ଏବେ ସେମାନଙ୍କର ପ୍ରତିରକ୍ଷା…

PM Modi Plays Football: ପିଏମ୍ ମୋଦୀଙ୍କ ଫୁଟବଲ୍ ଅବତାର, ପିଲାଙ୍କ ସହ ଖେଳି କଲେ ଗୋଲ ପରେ ଗୋଲ…

ଗ୍ୟାଙ୍ଗଟକ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଦୁଇ ଦିନିଆ ସିକିମ୍ ଗସ୍ତରେ ଅଛନ୍ତି। ସେ ସିକିମର ୫୦ ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନର ସମାପନ ଉତ୍ସବରେ ଯୋଗଦେବା ପାଇଁ ଗ୍ୟାଙ୍ଗଟକ୍ ରେ ପହଞ୍ଚିଥିଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସହରରେ ଏକ ବିଶାଳ ରୋଡ୍ ଶୋ’ରେ…

ମହାରାଷ୍ଟ୍ର MLC ନିର୍ବାଚନ: କାହିଁକି ନାଁ ଘୋଷଣା କରୁନାହିଁ ବିଜେପି, କ’ଣ ରହିଛି ରଣନୀତି?

ମୁମ୍ବାଇ: ଦୁଇବର୍ଷ ଧରି ହେବାକୁ ଥିବା ମହାରାଷ୍ଟ୍ର ବିଧାନ ପରିଷଦ (MLC) ନିର୍ବାଚନ ରାଜ୍ୟରେ ହଇଚଇ ସୃଷ୍ଟି କରୁଛି। ଶାସକ ଭାରତୀୟ ଜନତା ପାର୍ଟି (BJP) ନିର୍ବାଚନ ପାଇଁ ସତର୍କ ରହିଛି। ମେ ୧୨ ନିର୍ବାଚନ ପାଇଁ ବିଜେପି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ଏବେ ରିପୋର୍ଟ ଆସିଛି…

First LNG Shipment: ଆସିଲା ବଡ଼ ଖୁସି ଖବର, ଭାରତ ମୁହାଁ ପ୍ରଥମ LNG ପୂର୍ଣ୍ଣ ଟ୍ୟାଙ୍କର 

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ସ୍ଥଗିତ ଅଛି, ଏବଂ ଯୁଦ୍ଧବିରତି ଆଲୋଚନା ଚାଲିଛି। ଏହି ସମୟରେ, ଭାରତ ପାଇଁ ଏକ ବଡ଼ ଖବର ଆସିଛି। ଏଲଏନଜିରେ ଲୋଡ୍ ଏକ ଟ୍ୟାଙ୍କର ଜାହାଜ ହରମୁଜ୍ ପ୍ରଣାଳୀ ପାର କରିଛି, ଯାହା କିଛି ଦିନ ମଧ୍ୟରେ ଭାରତରେ ପହଞ୍ଚିବ। ଆମେରିକା ଏବଂ…

ମୋଦିଙ୍କ ‘ଝାଲମୁଢ଼ି’ ବନାମ ଦିଦିଙ୍କ ‘ପରିବା’! ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଶେଷ, କିଏ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ହାଇଭୋଲଟେଜ୍ ପ୍ରଚାର ଅଭିଯାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ' ୪ ତାରିଖରେ ଫଳାଫଳ ଘୋଷଣା ହେବ। ଚଳିତ ଥର ପ୍ରମୁଖ ବିରୋଧୀ ବିଜେପି ଏବଂ ଶାସକ…

ବେଙ୍ଗଲରେ ୟୁପିର ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ଙ୍କୁ ନେଇ ଝଡ଼: ଟିଏମସି ପ୍ରାର୍ଥୀଙ୍କୁ ଧମକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ରାଜନୈତିକ ଉଷ୍ମତା ମଧ୍ୟରେ ଏବେ ଏକ ନୂଆ ଏବଂ ସଙ୍ଗିନ୍ ବିବାଦ ମୁଣ୍ଡ ଟେକିଛି। ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପୋଲିସ ପର୍ଯ୍ୟବେକ୍ଷକ ତଥା ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍ ଅଧିକାରୀ ଅଜୟପାଲ…

ରାତି ଅଧିଆ ବିସ୍ଫୋରଣରେ ଉଡ଼ିଲା ରେଳ ଧାରଣା, ହାଇ-ଆଲର୍ଟରେ ସୁରକ୍ଷା ଏଜେନ୍ସି

ପଟିଆଲା/ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଶମ୍ଭୁ ଏବଂ ରାଜପୁରା ମଧ୍ୟରେ ଥିବା ରେଳ ଧାରଣାରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ବ୍ଲାଷ୍ଟ୍ ଯୋଗୁଁ ରେଳ ଧାରଣାର ବ୍ୟାପକ କ୍ଷତି ଘଟିଥିବା ବେଳେ ଏହା ପଛରେ କୌଣସି…