Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାରେ କେମିତି ଟ୍ରାନ୍ସଫର ହୋଇଥାଏ ଡିଜିଟାଲ ମନି ? ଜାଣନ୍ତୁ ଭାରତଠୁ କେମିତି ଅଲଗା

ନୂଆଦିଲ୍ଲୀ: ଭାରତରେ ଯୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଡିଜିଟାଲ ଲେଣଦେଣରେ ଏକ ବଡ଼ ବିପ୍ଳବ ଆଣିଛି। ଏହା ଦ୍ୱାରା କେବଳ ଏକ ମୋବାଇଲ ନମ୍ବର କିମ୍ବା UPI ଆଇଡି ବ୍ୟବହାର କରି ବ୍ୟାଙ୍କରୁ ବ୍ୟାଙ୍କକୁ ତୁରନ୍ତ ଟଙ୍କା ସ୍ଥାନାନ୍ତର କରିବା ବହୁତ ସହଜ ହୋଇଛି। କିନ୍ତୁ ଏହା ମଧ୍ୟରେ ପ୍ରଶ୍ନ…

ପାକିସ୍ତାନ ପାଇଁ ବଢ଼ିଲା ବିପଦ, ଆଜି ରାତିରେ…

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଳିପୋଶି ବଡ଼ କରୁଥିବା ପାକିସ୍ତାନ ଉପରେ ଆଫଗାନିସ୍ତାନର ଘନ ଘନ ଆକ୍ରମଣ । ଜବାବୀ ଆକ୍ରମଣକୁ ଜୋରଦାର କରିଛି ଆଫଗାନିସ୍ତାନର ତାଲିବାନୀ ସେନା । ଆଫଗାନିସ୍ତାନର ଆକ୍ରମଣରେ ପାକିସ୍ତାନର ୫୫ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ତାଲିବାନ । ଏଥି ସହ…

୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ୮ ନକ୍ସଲ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ

ବିଜାପୁର: ନକ୍ସଲ ବିରୋଧୀ ଅଭିଯାନରେ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସକୁ ପୁଣି ଥରେ ଏକ ବଡ଼ ସଫଳତା ମିଳିଛି । ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ସିଆରପିଏଫ୍ ର ୧୬୮ତମ ବାଟାଲିୟନ, ବାସାଗୁଡ଼ା ପୋଲିସ ଷ୍ଟେସନର ଏକ ମିଳିତ ଟିମ୍ ଏକ ବଡ଼ ଅଭିଯାନ ଚଳାଇ ଆଠ ଜଣ ନକ୍ସଲଙ୍କୁ ଗିରଫ କରିଛନ୍ତି ।…

ଗର୍ଭାବସ୍ଥାରେ ଶିଶୁ ଶୁଣିପାରେ ସବୁ କଥା, ଜାଣନ୍ତୁ କେମିତି…..

ଭୁବନେଶ୍ୱର: ଗର୍ଭରେ ଥିବା ଶିଶୁର ଶ୍ରବଣ ଶକ୍ତି ହେଉଛି ସବୁଠାରୁ ପ୍ରଥମେ ବିକାଶ ହେଉଥିବା ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଗୋଟିଏ। ଏହା ଜନ୍ମ ପୂର୍ବରୁ ଶିଶୁକୁ ବାହାର ଦୁନିଆ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଥାଏ। ଗର୍ଭାବସ୍ଥାର ୧୮ ସପ୍ତାହ ହେବା ସମୟରେ ଶିଶୁ ଧ୍ୱନି ପ୍ରତି…

ବର୍ଦ୍ଧମାନ ରେଳ ଷ୍ଟେସନରେଲ ଦଳାଚକଟା, ୭ ଗୁରୁତର

କୋଲକତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ପ୍ରବଳ ଭିଡ଼ରେ ଦଳାଚକଟା ଯୋଗୁଁ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ, ଏପର୍ଯ୍ୟନ୍ତ କାହାରି ମୃତାହତ ହେବାର ଖବର ନାହିଁ । ରବିବାର ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।…

ବିହାରରେ ସିଟ୍ ଭାଗବଣ୍ଟା ଘୋଷଣା, ଏତିକି ଆସନରେ ଲଢ଼ିବ ବିଜେପି

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ବ୍ୟବସ୍ଥା ଘୋଷଣା କରାଯାଇଛି । ବିଜେପି ଏବଂ ଜେଡିୟୁ ପ୍ରତ୍ୟେକ ୧୦୧ଟି ଲେଖାଏଁ ଆସନରେ ଲଢ଼ିବେ । ସେହିପରି, ଆରଏଲଏମ ଏବଂ ଏଚଏଏମ୍ ପ୍ରତ୍ୟେକ ୬ଟି ଆସନ ପାଇଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ…

‘ସେ ବିଳମ୍ବିତ ରାତିରେ ହଷ୍ଟେଲ ବାହାରେ କାହିଁକି ଥିଲେ?’ ଦୁର୍ଗାପୁର ଗଣଦୁଷ୍କର୍ମ ଉପରେ ପ୍ରଶ୍ନ ଉଠାଇଲେ…

କୋଲକତା: ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ବେସରକାରି ମେଡିକାଲ୍ କଲେଜରେ ପଢ଼ୁଥିବା ଓଡିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଗ୍ୟାଙ୍ଗ ରେପ୍ ଘଟଣା ପରେ, ମମତା ଝିଅମାନଙ୍କୁ ନିଜ ସୁରକ୍ଷା ବିଷୟରେ ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

Vyommitra: ମହାକାଶ ଯିବ ଓଡିଆଙ୍କ ହାତ ତିଆରି ମହିଳା ରୋବୋଟ୍ ‘ବ୍ୟୋମମିତ୍ର’

ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନୟାନ ମହାକାଶ ମିଶନର ଅଂଶ ଭାବରେ ଏକ ମାନବହୀନ ମହାକାଶଯାନ ଉତ୍ କ୍ଷେପଣ କରିବ। ଏଥିରେ ବ୍ୟୋମିତ୍ର ନାମକ ଏକ ମାନବରୂପୀ ରୋବୋଟ୍ ବହନ କରାଯିବ, ଯାହାକୁ ମହାକାଶକୁ ପଠାଯିବ। ଯାହା ମହାକାଶ ଅନୁସନ୍ଧାନରେ…

ଆଫଗାନିସ୍ତାନ ମନ୍ତ୍ରୀଙ୍କ ତାଜମହଲ ଗସ୍ତ ବାତିଲ, କାରଣ ଅସ୍ପଷ୍ଟ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ରବିବାର ଦିନ ୧୧ଟାରେ ସଡ଼କ ପଥ ଦେଇ ତାଜମହଲ ପରିଦର୍ଶନ ପାଇଁ ଆଗ୍ରାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ଦିନ ୧୧.୧୦ ସମୟରେ ତାଜମହଲ ପରିଦର୍ଶନ କରିଥାନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଏହି ଗସ୍ତ…

Op Blue Star Mistake: ‘ଭୁଲ ପଦକ୍ଷେପ ଥିଲା ଅପରେସନ୍ ବ୍ଲୁ ଷ୍ଟାର, ଇନ୍ଦିରା ଗାନ୍ଧୀ ତାଙ୍କ ଜୀବନର ମୂଲ୍ୟ…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ଅପରେସନ ବ୍ଲୁ ଷ୍ଟାର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ବଡ଼ ଭୁଲ ଥିଲା ଯାହା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ଜୀବନର ମୂଲ୍ୟ ଦେଇଥିଲେ। ସେ…